Browsing Category
Breaking News
BREAKING:ଚଷମାରେ ହିଡେନ୍ କ୍ୟାମେରା ଲଗାଇ କରୁଥିଲେ ଶ୍ରୀମନ୍ଦିରରେ ପ୍ରବେଶ , ପଶ୍ଚିମ ଦ୍ୱାରରୁ ଧରିଲା ପୋଲିସ୍
ପୁରୀ: ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍ କ୍ୟାମେରା ଯୁକ୍ତ ଚଷମା। ପଶ୍ଚିମ ଦ୍ୱାର ନିକଟରୁ ଧରାପଡ଼ିଲା ହିଡେନ୍ କ୍ୟାମେରା।
ଚଷମାରେ ହିଡେନ୍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ। ପଶ୍ଚିମବଙ୍ଗର ଜଣେ ଭକ୍ତକୁ…
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟିକ୍, ଡେରିରେ ଅଫିସ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଏଣିକି ଡେରିରେ ଅଫିସ ଆସିଲେ ପଡ଼ିବେ ଧରା। ହେବ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଏଣିକି ସବୁ ରାଜସ୍ୱ କାର୍ଯ୍ୟାଳୟରେ ବସିବ ବାୟୋମେଟିକ୍।
ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ବାୟୋମେଟିକ୍ ଲାଗୁ ହେବା…
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଆଜି ରାତିରେ ଦିଲ୍ଲୀ ଗସ୍ତ କରିବା ନେଇ ରହିଛି ସୂଚନା।
ମୁଖ୍ୟମନ୍ତ୍ରୀ ଓ ରାଜ୍ୟ…
ନବରଙ୍ଗପୁରରେ ପକ୍କା ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ମୃତଦେହ
ନବରଙ୍ଗପୁର: ନବରଙ୍ଗପୁର ପାପଡ଼ାହାଣ୍ଡି ମଇଦଲପୁର ପଞ୍ଚାୟତ ଜବାଗୁଡ଼ା ଗାଁରେ ଅଭାବନୀୟ ଘଟଣା। ପକ୍କା ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ମୃତଦେହ।
ଜ୍ୱରରେ ଆକ୍ରାନ୍ତ ଥିବା ମହିଳାଙ୍କୁ ରବିବାର ଦିନ ହସ୍ପିଟାଲକୁ…
ଖଲ୍ଲିକୋଟରେ ଦୁର୍ବୁତ୍ତଙ୍କ ଆତଙ୍କ, ବିଚ ରାସ୍ତାରେ ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ
ଖଲ୍ଲିକୋଟ: ଖଲ୍ଲିକୋଟ ମାଟିଆ ସାହି ଛକରେ ଦୁର୍ବୁତ୍ତଙ୍କ ଆତଙ୍କ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାସ୍ତା ମଝିରେ 3 ରୁ 4 ଦୁର୍ବୁତ୍ତ ମିଶି 2 ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ।
ଗୁରୁତର ଅବସ୍ଥାରେ ଯୁବକଙ୍କୁ…
ସେବେ ପୁରୀର ବ୍ୟକ୍ତି ଏବେ ଗୁଜୁରାଟର..ଚଷମାରେ ହିଡେନ କ୍ୟାମେରା ଲଗାଇ ଉଠାଉଥିଲେ ଜଗନ୍ନାଥଙ୍କ ଫଟୋ, ଧରିଲା ସିଂହଦ୍ବାର ଥାନା ପୋଲିସ
ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା। ଗୁଜରାଟର ଜଣେ ଭକ୍ତକୁ ଧରିଲା ସିଂହଦ୍ବାର ଥାନା ପୋଲିସ ।…
FD vs Gold: ନିବେଶ କରିବାକୁ ନେଇ ଦ୍ବନ୍ଦରେ ଅଛନ୍ତି କି? ଜାଣନ୍ତୁ କେଉଁଟି ଭଲ ରିଟର୍ଣ୍ଣ
ନୂଆଦିଲ୍ଲୀ: ଆର୍ଥିକ ସୁରକ୍ଷା ଏବଂ ଭଲ ରିଟର୍ଣ୍ଣ ଖୋଜିବା ପାଇଁ, ନିବେଶକମାନେ ପ୍ରାୟତଃ ଦୁଇଟି ପାରମ୍ପରିକ ବିକଳ୍ପ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି । ଗୋଟିଏ, ସ୍ଥାୟୀ ଜମା (FD) ଏବଂ ଅନ୍ୟଟି ହେଉଛି ସୁନା। FD ଏକ…
ଭାରତକୁ ନେଇ ବଡ଼ ଅଭିଯୋଗ କଲେ ଟ୍ରମ୍ପ, ଆହୁରି ଟାରିଫ ବୃଦ୍ଧି କରିବାକୁ ଦେଲେ ଧମକ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଖୋଲା ଧମକ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଭାରତ ଖୋଲା ବଜାରରେ ଋଷୀୟ ତେଲ ଲଗାତାର ବିକ୍ରି କରୁଛି । ଯାହା ଯୋଗୁଁ ୟୁକ୍ରେନ ସହିତ ଯୁଦ୍ଧ…
Oval Test: ଓଭାଲରେ ଭାରତର ବିଜୟର 5ଟି ବଡ଼ କାରଣ, ଜାଣନ୍ତୁ କିପରି ଆସିଲା 6 ରନର ଐତିହାସିକ ବିଜୟ
ନୂଆଦିଲ୍ଲୀ: ଭାରତ ଓଭାଲ ଟେଷ୍ଟରେ ପ୍ରାୟ 6 ରନରେ ଜିତିଛି । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠାରୁ କମ ବ୍ୟବଧାନରେ ବିଜୟ । ଆଣ୍ଡରସନ-ତେନ୍ଦୁଲକର ଟ୍ରଫି 2-2 ଡ୍ରରେ ଶେଷ ହୋଇଛି ।
ପ୍ରଥମ ଇନିଂସ ମାତ୍ର…
ପ୍ରେମିକ ସାଜିଲା ପିଶାଚ, ଅନ୍ୟ ଆଡେ ବାହା ହେବ ବୋଲି ପ୍ରେମିକାକୁ ତଣ୍ଟି ଚିପି ମାରିଦେଲା
ନବରଙ୍ଗପୁର: କୋଷାଗୁମୁଡ଼ା ଯୁବତୀ ମୃତ୍ୟୁ ଘଟଣାର ହେଲା ପର୍ଦ୍ଦାଫାଶ। ଅନ୍ୟ ଆଡେ ବିବାହ କରିବା ପାଇଁ ପୁରୁଷ ବନ୍ଧୁ କରିଥିଲେ ଏଭଳି କାମ।
ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟଣାର…