fbpx
Browsing Category

Breaking News

ଜାମ୍ମୁ-କାଶ୍ମୀରରେ ୮ ଅତଙ୍କବାଦୀ ଗିରଫ

ଜାମ୍ମୁ-କାଶ୍ମୀର : ଜାମ୍ମୁ-କାଶ୍ମୀରକୁ ଅତଙ୍କୀ ମୁକ୍ତ କରିବା ପାଇଁ ସୁରକ୍ଷାକର୍ମୀ ମାନେ ସବୁବେଳେ ସଜାଗ । ଏବେ ଆଉ ଏକ ବଡ ସଫଳତା ତାଙ୍କୁ ମିଳିଛି । ପୋଲିସର କହିବା ଅନୁସାରେ ଉରୀ ରାଜ୍ୟର ବାରମୂଲାରେ…

ଚୀନରେ ହାହାକାର, ଦେବାଳିଆ ହେଲା ସବୁଠାରୁ ବଡ କମ୍ପାନୀ ଏଭରଗ୍ରାଣ୍ଡ

ଚୀନ : ଦୁନିଆର ଫ୍ୟାକ୍ଟ୍ରି ବା ଅର୍ଥିକ ମହାଶକ୍ତି କୁହାଯାଉଥିବା ଚୀନ ଏବେ ସଂକଟରେ । ଆର୍ଥିକ ସ୍ଥିତି ଦେଇ ଗତି କରୁଛି ଚୀନର ସବୁଠାରୁ ବଡ ରିୟଲଏଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡ । ଏହି କମ୍ପାନୀ ଦେବାଳୟା ହେବା ପରେ…

ଅବୈଧ ବିବାହରୁ ଜନ୍ମ ହୋଇଥିବା ପିଲାଙ୍କୁ ମିଳିବ କି ପୈତୃକ ସମ୍ପତ୍ତି ? ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଅବୈଧ ବା ଅମାନ୍ୟ ବିବାହରୁ ଜନ୍ମ ହୋଇଥିବା ପିଲାଙ୍କୁ ମିଳିବ କି ପୈତୃକ ସମ୍ପତ୍ତି ? ସୁପ୍ରିମକୋର୍ଟ ଶୁକ୍ରବାର ୨୦୧୧ର ଏକ ଆବେଦନ ଉପରେ ନିଜର ରାୟକୁ ସୁରକ୍ଷିତ ରଖିଛନ୍ତି। ଏହି ଆବେଦନପତ୍ରରେ ଏକ ଆଇନଗତ…

ବହୁ ଚର୍ଚ୍ଚିତ ସୀମା ଓ ସଚିନଙ୍କ ଉପରେ ଆଧାରିତ ସିନେମା ‘କରାଚି ଟୁ ନୋଏଡ଼ା’ର ପୋଷ୍ଟର୍‌ ହେଲା ରିଲିଜ

ନୋଏଡ଼ା; ପବଜି ଖେଳୁ ଖେଳୁ ପ୍ରେମ ହେଲା । ଏଇ ଭର୍ଚୁଆଲ ପ୍ରେମ ଧୀରେ ଧୀରେ ରିୟଲରେ ପରିଣତ ହେଲା । ପ୍ରେମ ପାଇଁ ସୀମା ପାର୍ କରି ଭାରତ ଚାଲି ଆସିବାକୁ ନିଷ୍ପତି ନେଇଥିଲେ ପାକିସ୍ତାନୀ ମହିଳା । ଶେଷରେ ପ୍ରେମ ପାଇଁ…

ଦ୍ୱିପ୍ରହର ସମୟରେ ଦେଖାଗଲାନି କାହାର ଛାଇ: କାହିଁକି ଏପରି ଘଟିଲା

ନୂଆଦିଲ୍ଲୀ: ଆପଣମାନେ ଯେତେବେଳେ ଘରୁ ବାହାରକୁ ଯାଆନ୍ତି, ସେତେବେଳେ ସୂର୍ଯ୍ୟକିରଣରେ ଆପଣଙ୍କର ଛାଇ ଦେଖିବାକୁ ମିଳିଥାଏ । ସବୁବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ରହିଥାଏ । ତେବେ ଆପଣଙ୍କ ସହ ଛାଇ ନଥିବ ଏପରି କେବେ ଘଟିଛି…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ତ୍ରୀ ଚଳାଉଥିଲେ ସେକ୍ସ ରାକେଟ୍

ଓଡିଶା ଭାସ୍କର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ତୃତୀୟ ପତ୍ନୀ ବୁଶରା ବିବିଙ୍କ ବିରୋଧରେ ଜଣେ ମହିଳା ଆଣିଛନ୍ତି ସଂଗୀନ ଅଭିଯୋଗ । ସୂଚନା ମୁତାବକ ଗୋଟିଏ ଅନାଥ ଆଶ୍ରମର ପୂର୍ବତନ…

ମାଂସ ଖାଉଥିବା ବ୍ୟାକ୍ଟେରିଆ ଯୋଗୁଁ ଏହି ଦେଶରେ ୩ ମୃତ୍ୟୁ, ଜାଣନ୍ତୁ ଏହା କେତେ ମାରାତ୍ମକ

ବର୍ତ୍ତମାନ ମାଂସ ଖାଉଥିବା ବ୍ୟାକ୍ଟେରିଆ ଏକ ନୂଆ ବିପଦ ପାଲଟିଛି । ଆମେରିକାରେ ଏହି କାରଣରୁ ତିନୋଟି ମୃତ୍ୟୁ ଘଟିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହାର ମାମଲା ନ୍ୟୁୟର୍କ ଏବଂ କନେକ୍ଟିକଟରେ ପଞ୍ଜିକୃତ ହୋଇଛି ।…

ଜାଲ୍ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରୀ, ଧରାପଡ଼ିବା ପରେ ଶିକ୍ଷା ଅଧିକାରୀ ନେଲେ …

ବଲାଙ୍ଗୀର: ଜାଲ୍ ସାର୍ଟିଫିକେଟ ଦେଇ କରିଥିଲେ ସରକାରୀ ଚାକିରୀ, ଧରାପଡ଼ିବା ପରେ ଶିକ୍ଷା ଅଧିକାରୀ ନେଲେ କଡା କାର୍ଯ୍ୟାନୁଷ୍ଠାନ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଭାଗରେ ମାଳ ମାଳ ଜାଲ୍‌ ସାର୍ଟିଫିକେଟଧାରୀ ସରକାରୀ…

ଆକାଶର ବାଦଲରେ ଲୁଚିଛନ୍ତି ହଜାର ହଜାର ବ୍ୟାକ୍ଟେରିଆ: ବର୍ଷା ଜଳ କେତେ ସୁରକ୍ଷିତ, ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ଦିନକୁ ଦିନ ସାରା ବିଶ୍ୱ ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ଜଳ ଓ ବାୟୁମଣ୍ଡଳ କ୍ରମଶଃ ପ୍ରଦୂଷିତ ହେବା ଫଳରେ ମଣିଷ ଅନେକ ଭୟଙ୍କର ରୋଗରେ ଆକ୍ରାନ୍ତ ହେଉଛି । ସାଧାରଣ ଭାବେ ଆମେ ବର୍ଷାଜଳକୁ ସ୍ୱଚ୍ଛ ବୋଲି…

ମୋବାଇଲ୍‍ ସିମ୍‍ କାର୍ଡ ଡିଲରମାନଙ୍କ ପୋଲିସ୍‍ ଯାଞ୍ଚକୁ ବାଧ୍ୟତାମୂଳକ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମୋବାଇଲ୍‍ ସିମ୍‍କାର୍ଡ ଡିଲରମାନଙ୍କ ପୋଲିସ୍‍ ଯାଞ୍ଚକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି । ଜାଲିଆତି ରୋକିବା ସହିତ ବେଆଇନ ସଂଯୋଗ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି ବୋଲି କେନ୍ଦ୍ର ସୂଚନା ଓ…