fbpx
Browsing Category

Breaking News

ଲିଭ-ଇନ ପାର୍ଟନର କଲେ ଯୁବତୀଙ୍କ ହତ୍ୟା : ଛାତି ଏବଂ ମୁଣ୍ଡକୁ ମାରିଲେ ଗୁଳି

ଉତ୍ତରପ୍ରଦେଶ : ଦିନ କୁ ଦିନ ଆମ ଦେଶରେ ହତ୍ୟାକାଣ୍ଡର ମାମଲା ବଢିବାରେ ଲାଗିଛି । କୁହାଯାଉଛି ଯେ, ପ୍ରେମରେ ଉଭୟ ପରସ୍ପର ପାଇଁ ଜୀବନ ଦେଇ ଦିଅନ୍ତି । କିନ୍ତୁ ଆଜିକା ଯୁଗରେ ପ୍ରେମିଯୁଗଳ ମଧ୍ୟରେ ଯଦି କୌଣସି ତିକ୍ତତା…

୨୦ ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରିୟା ମଲିକ, ଦ୍ୱିତୀୟ ଭାରତୀୟ ଭାବେ ହାସଲ କଲେ ସଫଳତା

ନୁଆଦିଲ୍ଲୀ: ୨୦ ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାରେ ଇତିହାସ ରଚିଛନ୍ତି ପ୍ରିୟା ମଲିକ । ୭୬ କେଜି ବର୍ଗରେ ବିଜୟୀ ହୋଇ ଦ୍ୱିତୀୟ ଭାରତୀୟ ଭାବରେ ସେ ଏହି ସଫଳତା ପାଇଛନ୍ତି । ପ୍ରିୟା ଏହି ଟୁର୍ଣ୍ଣାମେଣ୍ଟରେ…

ସ୍ୱାମୀ ଏବଂ ଶ୍ୱଶୁରଘର ସଂପତ୍ତି ଉପରେ ସ୍ତ୍ରୀର କେତେ ଅଧିକାର? ପ୍ରତ୍ୟେକ ମହିଳା ଏହା ଜାଣିବା ନିହାତି ଜରୁରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ପୈତୃକ ସଂପତ୍ତି ଉପରେ ପୁରୁଷମାନଙ୍କ ଭଳି ସମାନ ଅଧିକାର ଦିଆଯାଇଛି । ହେଲେ ଦେଶରେ ପ୍ରାୟତଃ ମହିଳାମାନେ ନିଜ ପୈତୃକ ସଂପତ୍ତି ଉପରେ ନିଜର ଭାଗ ଦାବି କରିନଥାନ୍ତି । ହେଲେ ଆପଣ ଜାଣିଛନ୍ତି…

ଡୋପ୍ ଟେଷ୍ଟରେ ବିଫଳ ହେଲେ ଦୂତି ଚାନ୍ଦ, ୪ ବର୍ଷ ବାସନ୍ଦ

ଭୁବନେଶ୍ୱର: ଭାରତର ଦ୍ରୁତତମ ଧାବିକା ଅଲମ୍ପିଆନ୍ ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ବାସନ୍ଦ ହୋଇଛନ୍ତି। ଗତବର୍ଷ ଡସେମ୍ବରରେ ନାଡାର ସ୍ୱତନ୍ତ୍ର ଅଧୀକାରୀଙ୍କ ଦ୍ୱାରା ଭୁବନେଶ୍ୱରରେ ଦୁଇଥର ହୋଇଥବା ଡୋପ୍…

ଭୁଟାନ କଲା ମୋଦୀ ସରକାରଙ୍କ ପ୍ରଶଂସା: ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଚମତ୍କାର ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭୁଟାନର ସ୍ୱାସ୍ଥ୍ୟମନ୍ତ୍ରୀ ପାରମ୍ପରିକ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଛନ୍ତି । ଭୁଟାନର କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ, ‘ପାରମ୍ପରିକ ଏବଂ ଏଲୋପାଥିକ…

ସକ୍ରିୟ ହେଉଛି ମୌସୁମୀ : କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଉତ୍ତରପୂର୍ବ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ‘CSP Plus’ ବ୍ୟାଙ୍କିଂ ଆଉଟଲେଟ୍: କେଉଁ ଜିଲ୍ଲାରେ କେତୋଟି ଖୋଲିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ମୋଟ ୬୭୯୮ଟି ପଞ୍ଚାୟତ ମଧ୍ୟରୁ ୪୩୭୩ଟି ପଞ୍ଚାୟତରେ ବର୍ତ୍ତମାନ ବ୍ୟାଙ୍କିଂ ସେବା ନାହିଁ । ତେଣୁ ଏହିସବୁ ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କିଂ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର…

ତଦନ୍ତ ହେଉ ଓ ଛାତ୍ରୀ ସ୍ଵର୍ଣ୍ଣଲତାଙ୍କୁ ନ୍ୟାୟ ମିଳୁ; ପ୍ରେମିକ ତଥା ଖେଳ ଶିକ୍ଷକଙ୍କ ଦାବି

ଓଡିଶା ଭାସ୍କର; ୨ ମାସ ତଳର ଘଟଣା ଏବେ ସାମ୍ନାକୁ ଆସିବା ପରେ କିଏ କହୁଛି ପ୍ରେମଜନିତ ସୁଇସାଇଡ୍ ତ ଆଉ କାହାର ଆଶଙ୍କା ଅନରକିଲିଂ । ଏସବୁ ଭିତରେ ରାଜ୍ୟ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା କମିଶନ ନିଜ ଆଡୁ ମାମଲା…

INDIA ମହାମେଣ୍ଟ ଖସୁଛି ନା ବଢ଼ୁଛି: ୧୦ଟି ପ୍ରମାଣ କହୁଛି ସବୁକିଛି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ମହାଲଢ଼େଇ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ଶିବିର ସେତିକି ଚଳଚଞ୍ଚଳ ହେବାରେ ଲାଗିଛି । ଗୋଟିଏ ପଟେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ତା’ର ରଣନୀତି…

ସେପ୍ଟେମ୍ବର ପହିଲାରୁ ଟମାଟୋ କେଜି ୩୦ ଟଙ୍କା! NCMLଲର ପରିଚାଳନା ନିର୍ଦ୍ଦେଶକଙ୍କ ଦେଲେ ସୂଚନା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଟମାଟୋ କିଲୋ ୧୦୦ ଟଙ୍କା ଉପରେ ରହିଛି । ଟମାଟୋର ମହଙ୍ଗା ମାଡ଼କୁ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଏନେଇ ଆସିଛି ଏକ ଆଶ୍ୱସ୍ତିକର ଖବର । ଖୁବଶୀଘ୍ର ଶସ୍ତାରେ ମିଳିବ ଟମାଟୋ…