fbpx
Browsing Category

Breaking News

RBIର ଘୋଷଣା: ରେପୋ ରେଟ୍ ଅପରିବର୍ତ୍ତିତ, ହୋମ ଲୋନ ଓ ଅଟୋ ଲୋନର EMI ବଢ଼ିବ ନାହିଁ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରା ନୀତି ସମିତି (ଏମପିସି) ବୈଠକରେ ଫଳାଫଳ ଘୋଷଣା କରିଛି । ଗତ ୮ ତାରିଖରୁ ୬ ଜଣ ସଦସ୍ୟଙ୍କୁ ନେଇ ବସିଥିବା ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ…

ବଡ଼ ଖୁଲାସା! ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ପାକିସ୍ତାନକୁ ଧମକ ଦେଇଥିଲା ଆମେରିକା

ନୂଆଦିଲ୍ଲୀ: ଗତ ୫ ତାରିଖରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହୋଇଥିଲେ । ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ଜିଲ୍ଲା ଓ ସେସନ୍ସ କୋର୍ଟ ଇମ୍ରାନଙ୍କୁ ୩ ବର୍ଷର…

‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଜନଜାତିଙ୍କ ବିକାଶରେ ମାଇଲଷ୍ଟୋନ ସୃଷ୍ଟି ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କର ସାମାଜିକ, ଅର୍ଥନୈତିକ ବିକାଶ ସାଧନ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହି କ୍ରମରେ ରାଜ୍ୟ ସରକାର ଦେଶର ପ୍ରଥମ ରାଜ୍ୟ…

ପାକିସ୍ତାନ ସଂସଦକୁ ଭଙ୍ଗକଲେ ରାଷ୍ଟ୍ରପତି: ଦେଶରେ ହେବ ନୂଆ ନିର୍ବାଚନ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦକୁ ରାଷ୍ଟ୍ରପତି ଭଙ୍ଗ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶକ୍ରମେ ଗତ ବୁଧବାର ବିଳମ୍ବିତ ରାତ୍ରିରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ ସୃଷ୍ଟି ହୋଇଥିବା…

ସର୍ଟ ସର୍କିଟରୁ ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଲାଗିଲା ନିଆଁ : ଚନ୍ଦ୍ରଶେଖରପୁରର ନନ୍ଦନବିହାରରେ ଘଟିଲା ଅଘଟଣ

ଭୁବନେଶ୍ୱର : ଚନ୍ଦ୍ରଶେଖରପୁରର ନନ୍ଦନବିହାରରେ ଆଜି ସକାଳ ସମୟରେ ଘଟିଛି ଏକ ଅଘଟଣ । ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ଡଟି ୩ ମହଲା ବିଲ୍ଡିଂରେ  ଘଟିଛି । ଅଗ୍ନିକାଣ୍ଡ ବେଳେ ମହଲାରେ…

Video : ଫର୍ଣ୍ଣାଣ୍ଡୋ ବିୟାହବିସେନସିଓଙ୍କୁ ଗୁଳି କରି ହତ୍ୟା : ନିର୍ବାଚନ ପ୍ରଚାର ବେଳେ ଘଟିଲା ଅଘଟଣ

କ୍ୱିଟୋ : ଗତକାଲି ସନ୍ଧ୍ୟା ବେଳେ କ୍ୱିଟୋରେ ନିର୍ବାଚନ ପ୍ରଚାର ରାଲି ଶେଷ ହେବା ପରେ ଘଟିଲା ଏକ ଅଘଟଣା । ପ୍ରଚାର ରାଲି ସରିବା ବେଳେ ଉକ୍ୱାଡରର ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଣ୍ଡୋ ବିୟାହବିସେନସିଓଙ୍କୁ ଗୁଳି ମାରି…

IPS ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ମହିଳା: ମଦ ନିଶାରେ ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ଜଣେ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କୁ ଜଣେ ମହିଳା ଚାପୁଡ଼ା ମାରିଛନ୍ତ । ନାଇଟ୍ କ୍ଲବରେ ଆଇପିଏସ ଅଧିକାରୀ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ…

ରାଜ୍ୟର ୧୬ଟି ଜିଲ୍ଲାର ୬ ହଜାର ପ୍ରାଥମିକ ସ୍କୁଲକୁ ଅତ୍ୟାଧୁନିକ କରାଯିବ: ଶ୍ରେଣୀଗୃହକୁ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ୫ଟି ଉପକ୍ରମ ଅନୁସାରେ ରାଜ୍ୟର ଅନେକ ହାଇସ୍କୁଲକୁ ରୂପାନ୍ତରଣରେ ସାମିଲ କରାଯାଇଛି…

ଏସିଆ କପ୍ ୨୦୨୩: ଇତିହାସରେ ପ୍ରଥମ, ପାକିସ୍ତାନ ଲେଖାଥିବା ଜର୍ସିରେ ପିନ୍ଧିବ ଭାରତୀୟ କ୍ରିକେଟ୍ ଟିମ୍‌

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍‌ ଆଗାମୀ ଏସିଆ କପ୍ ୨୦୨୩ ଖେଳିବାକୁ ଯାଉଛି। ଅନେକ ବିବାଦ ପରେ ଏସିଆ କପ୍ ଖେଯାଉଥବା ବେଳେ ଭାରତୀୟ ଟିମ୍ ଜର୍ସିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।…

ମୌସୁମୀ ହେଲା ଦୁର୍ବଳ: ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବଡ଼ ବର୍ଷା ନଥିବା ସୂଚନା

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ । ମୌସୁମୀ ନିମ୍ନ ଚାପରେଖା ଆଜି ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରୁଛି । ଫଳରେ ରାଜ୍ୟରେ ମୌସୁମୀର ପ୍ରଭାବ ଦୁର୍ବଳ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫…