fbpx
Browsing Category

Breaking News

ଏଣିକି ମନ୍ଦିର ଭିତରକୁ ‘No Entry’ : ଛୋଟ-ଚିରା ଡ୍ରେସ ପିନ୍ଧିଲେ ଭିତରକୁ ଯାଇପାରିବେନି ଶ୍ରଦ୍ଧାଳୁ

ଦୀର୍ଘ ଦିନରୁ ମନ୍ଦିର ଭିତରକୁ ଅଶ୍ଳୀଳ ପୋଷାକ ପିନ୍ଧି ଯିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏଣିକି ଛୋଟ କିମ୍ବା ଚିରା ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବା ସମ୍ଭବ ନୁହେଁ । ଏମିତି ଡ୍ରେସ ପିନ୍ଧିଥିବା…

୧୮ ତାରିଖରୁ ଲୋକଙ୍କୁ ମିଳିବ ଜାଗା ମିଶନ ପଟ୍ଟା: ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଭୂମିହୀନ ମାନଙ୍କୁ ପ୍ରଦାନ କରାଯିବ ନିଜସ୍ୱ ଜମି ପଟ୍ଟା । ଆସନ୍ତା ୧୮ ତାରିଖରେ ଏହି ଜାଗା ମିଶନ…

ସୋନିଆଙ୍କୁ ସଂସଦରେ କଟାକ୍ଷ କଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ, କହିଲେ-”ସୋନିଆ ପୁଅକୁ ସେଟିଂ ଆଉ ଜ୍ୱାଇଁଙ୍କୁ…”

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଜୋରଦାର ଟାର୍ଗେଟ କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମଙ୍ଗଳବାର ଲୋକସଭାରେ ଅବିଶ୍ୱାସ ପ୍ରାସ୍ତାବ ଉପରେ ସରକାର ପକ୍ଷରୁ…

କଟକ ସଦର ଥାନା ଅଞ୍ଚଳରେ ଗୁଳିମାଡ଼, ଜଣେ ମୃତ

କଟକ: ଦିନ ଦ୍ଵିପ୍ରହରରେ ସିଲଭର ସିଟି କଟକରେ ଗର୍ଜିଲା ବନ୍ଧୁକ, ଟଳିପଡ଼ିଲେ ଯୁବକ। ସଦର ଥାନା ଅଞ୍ଚଳରେ ଏହି ଗୁଳିମାଡ଼ ଘଟଣା ଘଟିଛି, ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ସଦର ଥାନା…

‘ଅବିଶ୍ୱାସ ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବାକୁ ଚାହୁଁଛୁ’, ସରକାରଙ୍କୁ ଜୋରଦାର ଟାର୍ଗେଟ୍ କଲେ…

ନୂଆଦିଲ୍ଲୀ: ଲୋକସଭାରେ ମୋଦୀ ସରକାରଙ୍କ ବିପକ୍ଷରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ଜାରି ରହିଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଅବିଶ୍ୱାସ ପ୍ରସ୍ତାବ ଆରମ୍ଭ କରି ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ । ଯାହା…

ସରକାରୀ ବାସଭବନ ପୁଣି ଥରେ ଫେରିପାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ଓଡିଶା ଭାସ୍କର: ସାଂସଦ ପଦ ଫେରିପାଇବା ପରେ ଆଜି ତାଙ୍କ ସରକାରୀ ବାସଭବନ ଫେରିପାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ‘ମୋଦୀ ଉପନାମ’ ମାମଲାରେ ମାନ୍ୟବର ସୁପ୍ରିମକୋଟରୁ ସେ ଆଶ୍ୱସ୍ତି ପାଇବା ପରେ ଲୋକସେବା…

ଦିଲ୍ଲୀ ସର୍ଭିସ ବିଲ ସଂସଦର ଦୁଇ ଗୃହରେ ପାସ୍ ହେବା ପରେ ଏଣିକି ମୁଖ୍ୟମନ୍ତ୍ରୀ ନା ଉପରାଜ୍ୟପାଳ, କାହା ପାଖରେ ଅଧିକ କ୍ଷମତା ରହିବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ବିଧେୟକ ୨୦୨୩ ଗତ ୭ ତାରିଖ ଦିନ ରାଜ୍ୟସଭାରେ ପାସ ହୋଇଯାଇଛି । ଏହି ବିଧେୟକ ସଂସଦର ଦୁଇ ଗୃହରେ ପାସ ହେବା ପରେ ଏବେ ଦିଲ୍ଲୀ ସରକାରଙ୍କ ମୁସ୍କିଲ…

୪୫ ହଜାର ପୂର୍ବେ ମହିଳା କିପରି ଦେଖାଯାଉଥିଲେ: ଟେକନିକ ମାଧ୍ୟମରେ ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ନୂଆ ଚେହେରା

ନୂଆଦିଲ୍ଲୀ: ୧୯୫୦ ମସିହାରେ ଚେକ ଗଣରାଜ୍ୟର ଗୋଟିଏ ଗୁମ୍ଫାରୁ ଏକ ସମାଧି ଠାବ କରାଯାଇଥିଲା । ସେଠାରୁ ଶରୀରରୁ ଅଲଗା ହୋଇଥିବା ଜଣେ ମହିଳାଙ୍କର ଖପୁରୀ ମିଳିଥିଲା । ତାହାକୁ ପରେ ଜେନେଟିକାଲି ସିକୁଏନ୍ସ ହିସାବରେ ତାହା…

ଶାହାରୁଖଙ୍କ ଏହି କଫି ମଗରେ ଏକ ବଡ଼ କମ୍ପାନୀର ୩୫୦୦ କର୍ମଚାରୀ ଚାହା ପିଇ ପାରିବେ, ଜାଣନ୍ତୁ ଏହାର ମୁଲ୍ୟ ଏବଂ ବିଶେଷତା

ନୂଆଦିଲ୍ଲୀ: କିଙ୍ଗ ଖାନ ନାମରେ ଜଣାଶୁଣା ଶାହାରୁଖ ଖାନଙ୍କର ଏକ ବିଶ୍ୱବ୍ୟାପୀ ପ୍ରଶଂସକ ଅଛନ୍ତି। ଅଭିନେତାମାନେ ସେମାନଙ୍କର ଚଳଚ୍ଚିତ୍ର, ଘର, କାର ସଂଗ୍ରହ ପାଇଁ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ବ୍ୟତୀତ ଲାଇମଲାଇଟରେ…

ସ୍କୁଲରେ ନାମଲେଖାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ: ସମସ୍ତ DEOଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କିଛି ସ୍କୁଲରେ ପିଲାମାନଙ୍କର ନାମଲେଖା ସମୟରେ ଆଧାର କାର୍ଡ ଦାବି କରାଯାଇଥିଲା । ନାମଲେଖା ସମୟରେ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କିଛି କିଛି ସ୍କୁଲର ପ୍ରଧାନଶିକ୍ଷକ କହିଥିଲେ…