fbpx
Browsing Category

Breaking News

ଓଡ଼ିଆ IAS ସୁନାମ ଆଣିଲେ: ମିଳିତ ଜାତିସଂଘର ମହାସଭା କକ୍ଷରେ ଅଭିଭାଷଣ ଦେଲେ ପି.କେ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅନେକ ପ୍ରଶାସନିକ ଅଧିକାରୀ ଓ ରାଜନେତା ଜାତୀୟ ସ୍ତରର ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ଅଧିଷ୍ଠିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରୁ ଆରମ୍ଭ ହେବ ୩ଟି ନୂତନ ସ୍ନାତକ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୦୨୩-୨୪ ଶିକ୍ଷାବର୍ଷରୁ ୩ଟି ନୂତନ ସ୍ନାତକ ପାଠ୍ୟକ୍ରମ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏଥିରେ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ…

ପୁଣି ହେଲା ବିମୁଦ୍ରାକାରଣ! ଜାଣନ୍ତୁ କିପରି ବଦଳାଇବେ ଆପଣଙ୍କ ୨୦୦୦ ଟଙ୍କିଆ ନୋଟ୍ ?

ନୂଆଦିଲ୍ଲୀ: ପୁଣି ହେଲା ବିମୁଦ୍ରାକାରଣ, ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ଫେରାଇ ନେବାକୁ ନିଷ୍ପତି ନେଲେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଅରବିଆଇ)। ଆଗକୁ ଆଉ ୨୦୦୦ ଟଙ୍କିଆ ନୋଟ୍ ଜାରି ନକରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ…

‘+44’ କୋଡ ଥିବା ISD କଲ୍ ରିସିଭ୍ କରନ୍ତୁ ନାହିଁ: ପାକିସ୍ତାନ ଲିଙ୍କ ନେଇ ମିଳିଲା ବଡ଼ ତଥ୍ୟ, ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ସର୍ବଦା ଭାରତରେ ଅରାଜକତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ରହିଥାଏ । ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଚାଲାଣ ହେଉ କି ଡ୍ରୋନ…

ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି: ବିଦାୟ ନେବ ୨୦୦୦ ଟଙ୍କିଆ ନୋଟ୍‌, ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ୍‌ର କ’ଣ ହେବ

ନୂଆଦିଲ୍ଲୀ: ବଜାରରୁ ବିଦାୟ ନେବ ୨୦୦୦ ଟଙ୍କିଆ ନୋଟ୍ । ଆଗକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଉ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବ ନାହିଁ । ତେବେ ଲୋକମାନଙ୍କ ପାଖରେ ଥିବା ଏହି ଦୁଇ ହଜାର ଟଙ୍କିଆ ନୋଟ୍ ୨୩ ମେ ରୁ ୩୦…

ପରିବା, ଫଳ ଓ ମାଛରେ ମିଶୁଛି ‘Formalin’ କେମିକାଲ! ମହିଳାଙ୍କ ଗର୍ଭ ନଷ୍ଟ ହୋଇଯିବ, ବଢ଼ିବ କର୍କଟ ଓ ସ୍ନାୟୁ ରୋଗ, ତୁରନ୍ତ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେମାନେ ଦୈନନ୍ଦିନ ଜୀବନରେ ଯାହା ଖାଉଛେ ତାହା ସବୁ ବିଷରେ ଭର୍ତ୍ତି କହିଲେ ଚଳେ । ଆମେ ଖାଉଥିବା ବିଭିନ୍ନ ପ୍ରକାରର ଫଳ, ପନିପରିବା, ମାଛ ଓ ମାଂସକୁ ସତେଜ ରଖିବା ପାଇଁ ସେଥିରେ ବିଭିନ୍ନ…

ବିକ୍ରି ହୋଇଗଲା ଗୁଗୁଲ ସିଇଓଙ୍କ ପିଲାଦିନ ଘର, ଦୁଃଖରେ ଆଖିରୁ ଆସିଗଲା ଲୁହ, ଜାଣନ୍ତୁ କିଏ କିଣିଲେ ଏହାକୁ..

ନୂଆଦିଲ୍ଲୀ: ପ୍ରକୃତରେ ପିଲାଦିନେ ଆମେ ଯେଉଁ ଘରେ ରହିଥାଉ ସେଠାରେ ଆମର ସମସ୍ତ ସ୍ମୃତି ସଂଗୃହୀତ ହୋଇଥାଏ । ପ୍ରତ୍ୟେକ କାନ୍ଥ ବାଡରେ ବିତିଯାଇଥିବା ମୂହୁର୍ତ୍ତକୁ ଆମେ ଅନୁଭବ କରିଥାଉ । ସେହିପରି ଗୁଗୁଲର ସିଇଓ ସୁନ୍ଦର…

Video: ଜାପାନର ହିରୋସିମାରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ସ୍ୱାଗତ କରିବାକୁ ହୋଟେଲ ବାହାରେ ପ୍ରବାସୀ ଭାରତୀୟଙ୍କ ଭିଡ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ହିରୋସିମାରେ ପହଂଚିଛନ୍ତି। ଏଠାରେ ସେ ଗ୍ରୁପ୍ ଅଫ୍ ସେଭେନ (ଜି ୭) ଏବଂ କ୍ୱାଡ ସମେତ ତିନୋଟି…

ଅଭିନେତା ଆୟୁଷ୍ମାନଙ୍କ ଉପରେ ଦୁଃଖର ପାହାଡ଼, ପିତା ପଣ୍ଡିତ ପି ଖୁରାନାଙ୍କର ହାର୍ଟ ଆଟାକରେ ମୃତ୍ୟୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପିତା ଜ୍ୟୋତିଷ ପଣ୍ଡିତ ପି ଖୁରାନାଙ୍କ ର ହାର୍ଟ ଆଟାକ୍ କାରଣରୁ ଦେହାନ୍ତ ହୋଇଛି । ସେ ଅନେକ ଦିନରୁ ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ସୂଚନାନୁସାରେ,…

Meta Layoff: ପୁଣି ବଡ଼ ଛଟେଇ କରିବ ଫେସବୁକ୍, ଆସନ୍ତା ସପ୍ତାହରେ ଚାକିରି ହରାଇବେ ୬୦୦୦ କର୍ମଚାରୀ

ନୂଆଦିଲ୍ଲୀ: ଫେସବୁକ୍‌ରେ ଛଟେଇ ଥମିବାର ନାଁ ନେଉନାହିଁ। ଏବେ ପୁଣି ୬ ହଜାର କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି। ଅର୍ଥାତ୍ ମେଟା ପୁଣିଥରେ ବଡ଼ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀର ବୈଶ୍ୱିକ ବ୍ୟାପାର…