fbpx
Browsing Category

Breaking News

ଖୋଲିବ ରତ୍ନ ଭଣ୍ଡାର: ଲେଜର ସ୍କାନିଂ ଦ୍ୱାରା କରାଯିବ ଯାଞ୍ଚ

ଓଡିଶା ଭାସ୍କର : ଆସନ୍ତାବର୍ଷ ଖୋଲିବ ଶ୍ରୀମନ୍ଦୀରର ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ରଥଯାତ୍ରା ସମୟରେ ଏହା ଖୋଲାଯାଇପାରେ । ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହେବ ବୈଷୟିକ…

ରାସ୍ତା କଡ଼ରୁ ହାସ୍ୟ ଅଭିନେତାଙ୍କ ମୃତଦେହ ଉଦ୍ଧାର: ଆଶ୍ଚର୍ଯ୍ୟଜନକ ଭାବରେ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ଭାବରେ ଅନେକ ଲୋକଙ୍କ ପାଖରେ ପହଞ୍ଚିଥିବା ଜଣେ ଅଭିନେତାଙ୍କ ମୃତଦେହ ରାସ୍ତକଡ଼ରୁ ଉଦ୍ଧାର କରାଯାଇଛି । ଅନେକ ସିନେମାରେ ସେ ନିଜ ଅଭିନୟ ଏବଂ କମେଡିରେ ଲୋକଙ୍କ ହୃଦୟ ଜିତି ପାରିଛନ୍ତି ।…

ଭିଜିଲାନ୍ସ ଜାଲରେ RI : ୬୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ଜଗତସିଂହପୁର : ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେଉ ବା ଲାଞ୍ଚ ନେବା ଅଭିଯୋଗରେ ହେଉ ପ୍ରତ୍ୟେକ ଦିନ କେହି ନା କେହି ଭିଜିଲାନ୍ସ ଜାଲରେ ଫସୁଛନ୍ତି । ପିଅନ…

ସଂସଦରେ ହଙ୍ଗାମା ଭିତରେ ବିଧେୟକ ଉପସ୍ଥାପନ କରିପାରିଲେନି ରାଜନାଥ, ରାଗିଯାଇ ଉଠିଗଲେ ପଛକୁ

ନୂଆଦିଲ୍ଲୀ: ଏବେ ସଂସଦର ମୌସୁମୀ ଅଧିବେଶନ ଚାଲିଛି । ତେବେ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଉଭୟ ସରକାରୀ ଓ ବିରୋଧୀ ଦଳ ମଧ୍ୟରେ କଥା କଟାକଟି ଓ ବିଭିନ୍ନ ସମୟରେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହେଉଥିବାର ନଜରକୁ ଆସିଛି…

ଓଡ଼ିଶାରେ ବଢ଼ୁଛି ଶିଶୁ ଚାଲାଣ: ୫ ବର୍ଷରେ ଚାଲାଣ ହୋଇଛନ୍ତି ୧୧୦୫ ଜଣ ପିଲା, କେନ୍ଦ୍ରମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ୧୮ ବର୍ଷରୁ କମ୍ ବୟସର ଶିଶୁ ଚାଲାଣ । ଉଭୟ ନାବାଳକ ଓ ନାବାଳିକା ଏହାର ଶିକାର ହେଉଥିବା ଜଣାପଡ଼ିଛି । ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ ଏହି…

ଲାଭାଦାୟକ FD ନିବେଶର ଶେଷ ସୁଯୋଗ! ଅଗଷ୍ଟରେ ସରିଯିବ ଡେଡଲାଇନ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୨ ମସିହାରୁ ଏହାର ରେପୋ ହାରକୁ ଅନେକ ଥର ବୃଦ୍ଧି କରିଛି। ଏହାର ପ୍ରଭାବ ସ୍ପଷ୍ଟ…

(Video) ବରାକୁ ଛୁଇଁଲେ ମାରୁଛି କରେଣ୍ଟ: ବରା ଖାଇବା ତ ଦୂରର କଥା, ଛୁଇଁବାକୁ ଡରୁଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ କୌଣସି ବିଦ୍ୟୁତ ସୁପରିବାହୀ ବସ୍ତୁରେ ବିଦ୍ୟୁତ ପ୍ରବାହିତ ହେବା ଫଳରେ ତାକୁ ଛୁଇଁଲେ କରେଣ୍ଟ ମାରିଥାଏ । ମାତ୍ର ଆପଣମାନେ କେବେ ବରାରେ କରେଣ୍ଟ ମାରୁଥିବା କଥା ଶୁଣିଛନ୍ତି…

୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରିବେ ରାହୁଲ? ସଂସଦକୁ ଫେରି ପାରିବେ କି ନା, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ କ’ଣ ହେବ

ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ରାହୁଲଙ୍କ ଜେଲଦଣ୍ଡାଦେଶ ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲାଗୁ କରିଛନ୍ତି । ତେବେ ଏହି ନିଷ୍ପତ୍ତି ପରେ ଏବେ…

ଆଗରୁ ଫିକ୍ସ ହୋଇଥିଲା କି ଡେଟ୍ ? ଚର୍ଚ୍ଚାରେ ବିଜେପିର ୱାନ୍ ଡେ ଡବଲ ଧମାକା

ଭୁବନେଶ୍ୱର : ଆଜି ଓଡିଶା ଗସ୍ଥରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ରାତି ୧୦ଟା ୪୦ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଆସନ୍ତାକାଲି ଶାହାଙ୍କର ବିଭିନ୍ନ ସରକାରୀ କାର‌୍ୟ୍ୟକ୍ରମ ରହିଥିବାର…

ASO ଚୟନ ଅନିୟମିତତା ମାମଲା: ଆସିଲା ହାଇକୋର୍ଟଙ୍କ ନୂଆ ନିର୍ଦ୍ଦେଶ

ଭୁବନେଶ୍ୱର : ASO ଚୟନ ଅନିୟମିତତା ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ OPSCକୁ…