fbpx
Browsing Category

Breaking News

ଭଲ ନିଦ ଆପଣଙ୍କ ମୌଳିକ ଅଧିକାର: ଯଦି କିଏ ଶୋଇବାକୁ ରୋକୁଛି ତେବେ ତାଙ୍କ ବିରୋଧରେ କରିପାରିବେ ଅଭିଯୋଗ

ନୂଆଦିଲ୍ଲୀ: ଭଲ ନିଦରେ ଶୋଇବା ମଧ୍ୟ ଆପଣଙ୍କର ଏକ ମୌଳିକ ଅଧିକାର । ଯଦି କେହି ଆପଣଙ୍କୁ ଶୋଇବା ଲାଗି ମନା କରୁଛି ତେବେ ଆପଣ ତାଙ୍କ ବିରୋଧରେ କେସ ବା ଅଭିଯୋଗ କରିପାରିବେ । ରାତିରେ ଭଲଭାବେ ଶୋଇବା ସ୍ୱାସ୍ଥ୍ୟ ପାଇଁ…

ଆଜି ରାତିରେ ଦେଖାଯିବ ସବୁଠୁ ବଡ଼ ଚନ୍ଦ୍ର, ଏହି ସମୟରେ ଦେଖିପାରିବେ ଭାରତବାସୀ

ନୂଆଦିଲ୍ଲୀ: ୨୦୨୩ ଅଗଷ୍ଟ ମାସରେ ଦୁଇଟି ଘଟଣା ଘଟିବାକୁ ଯାଉଛି, ସେଥିମଧ୍ୟରୁ ଗୋଟିଏ ହେଉଛି ସୁପରମୁନ୍ ଏବଂ ଅନ୍ୟଟି ହେଉଛି ବ୍ଲୁ ମୁନ୍ ଅର୍ଥାତ୍ ଦ୍ୱିତୀୟ ସୁପରମୁନ୍। ଆଜି ରାତିରେ ପ୍ରଥମ ଘଟଣା ଘଟିବ, ଯଥା ସୁପରମୁନ୍…

(Video) ୧୦ ମହଲାରୁ ତଳକୁ ଖସିଲା ଲିଫ୍ଟ: ଦୁର୍ଘଟଣା ଘଟିବାର କିଛି ସେକେଣ୍ଡ ପୂର୍ବରୁ ବାହାରି ଆସିଥିଲେ ପିଲା

ନୂଆଦିଲ୍ଲୀ: ପୁଣେର ଏକ ସୋସାଇଟିରେ କିଛି ସେକେଣ୍ଡ ପୂର୍ବରୁ ଲିଫ୍ଟରୁ ବାହାରିଥିବା ପିଲାମାନେ ଏକ ଭୟଙ୍କର ଦୁର୍ଘଟଣାର ଶିକର ହେବାରୁ ବଞ୍ଚିଛନ୍ତି। ଏହି ହୃଦୟ ବିଦାରକ ଭିଡିଓରେ, ଏହା ଦେଖିବାକୁ ମିଳେ ଯେ, ପିଲାମାନେ…

ଗ୍ରାହକଙ୍କୁ ବଡ଼ ଝଟକା: ସୁଧ ହାର ବୃଦ୍ଧି କଲେ ଦେଶର ୩ଟି ବଡ଼ ବ୍ୟାଙ୍କ

ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଗତ ଜୁନ ମାସ ୮ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ ବୃଦ୍ଧି କରିଥିଲା । ତେବେ ଏହା ପରେ ଦେଶର ୩ଟି ବଡ଼ ବ୍ୟାଙ୍କ ଲୋନର ସୁଧ…

ମନି ଲଣ୍ଡ୍ରିଂ ମାମଲା: ହିରୋ କମ୍ପାନୀର ଚେୟାରମ୍ୟାନଙ୍କ ଘରେ ଇଡିର ଚଢାଉ

ନୂଆଦିଲ୍ଲୀ: Hero Motocorpର କାର୍ଯ୍ୟକାରୀ ଅଧ୍ୟକ୍ଷ ପବନ ମୁଞ୍ଜାଲଙ୍କ ଘରେ ଇଡି ଚଢାଉ କରିଛି । ଇଡି ପବନ ମୁଞ୍ଜାଲଙ୍କ ଘର ସମେତ ଅଫିସ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଜାରି ରଖିଛି । ଏହା ମନି ଲଣ୍ଡ୍ରିଂ ମାମଲାକୁ…

ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା : ଆସନ୍ତା ୯ରେ ହେବ ବନକଲାଗି ନୀତି

ପୁରୀ : ଚଲିଥିବା ବାଦବିବାଦର ଅନ୍ତ ହୋଇଛି । ଆସନ୍ତା ୯ରେ ମହାପ୍ରଭୁଙ୍କର ବନକଲାଗି ନୀତି ହେବା ନେଇ ନିଷ୍ପତି କରାଯାଇଛି । ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଦତ୍ତମହାପାତ୍ର…

(Video) ମିଶିଗଲେ ମାଟି-ଆକାଶ! ଆକାଶରୁ ଝରିଲା ଝରଣା: ପ୍ରବଳ ବର୍ଷା ବେଳେ ଅଦ୍ଭୁତ ଦୃଶ୍ୟ ଦେଖାଇଲା ପ୍ରକୃତି

ଭୁବନେଶ୍ୱର: ଆକାଶରୁ ବର୍ଷା ହେବାର ତ ସମସ୍ତେ ଦେଖିଥିବେ । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରବଳ ବର୍ଷାରେ ଚତୁର୍ଦିଗ ଅନ୍ଧାର ଦେଖା…

ଜୁଲାଇ ୨୦୨୩ରେ ସଂଗ୍ରହ ହେଲା ୧.୬୫ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି

ନୂଆଦିଲ୍ଲୀ: ଜୁଲାଇ ୨୦୨୩ରେ ଭାରତ ସରକାର ୧,୬୫,୧୦୫ କୋଟି ଜିଏସ୍‌ଟି ସଂଗ୍ରହ କରିଛନ୍ତି । ଯାହା ଗତ ବର୍ଷ ଜୁଲାଇ ମାସଠାରୁ ୧୧% ଅଧିକ ରହିଛି । ଜିଏସ୍‌ଟି ଲାଗୁ ହେବା ପରେ ପଞ୍ଚମ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୬୦…

କେଉଁ ମୋବାଇଲ ବେଶୀ କିଣୁଛନ୍ତି ଭାରତୀୟ ଗ୍ରାହକ? ଏହି କମ୍ପାନୀ ରହିଛି ସବୁଠୁ ଆଗରେ

ନୂଆଦିଲ୍ଲୀ: ବୈଶ୍ୱିକ ସ୍ତରରେ ଆପଲର ଶୀର୍ଷ ବଜାରମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛି । ୨୦୨୩ ମସିହାର ଦ୍ୱିତୀୟାର୍ଦ୍ଧରେ ପ୍ରାୟ ୫୯ ପ୍ରତିଶତ ସହିତ ଅଲଟ୍ରା ପ୍ରିମିୟମ ସେଗମେଣ୍ଟ(୪୫ ହଜାର ଟଙ୍କା…

ପର୍ଯ୍ୟଟକଙ୍କ ସ୍ୱର୍ଗ ଲାବାସାରେ ନିର୍ମାଣ ହେବ ପ୍ରଧାନମନ୍ତ୍ରୀଙ୍କ ୨୦୦ ମିଟର ଉଚ୍ଚତା ପ୍ରତିମୁର୍ତ୍ତି! ଜାଣନ୍ତୁ କ’ଣ ପାଇଁ ଏବଂ…

ନୂଆଦିଲ୍ଲୀ: ପୁନେର ଲାବାସାରେ ଖୁବ୍‌ଶୀଘ୍ର ଅନାବରଣ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦୦ ମିଟର ଉଚ୍ଚତାର ଭବ୍ୟ ପ୍ରତିମୁର୍ତ୍ତି । ଯାହା ଦୁନିଆର ସର୍ବୋଚ୍ଚ ପ୍ରତିମୁର୍ତ୍ତିର ମାନ୍ୟତା ମଧ୍ୟ…