fbpx
Browsing Category

Breaking News

ଥମୁନି ମାର୍କେଟ ବିଲ୍ଡିଂ ବିବାଦ : ସ୍ଥାୟୀ ସମାଧାନ ନ ହେବା ଯାଏଁ ବନ୍ଦ ରହିବ

ଭୁବନେଶ୍ୱର : ସମାଧାନ ଆଶାରେ ବ୍ୟବସାୟୀ ସଂଘ ଚରମ ନିଷ୍ପତ୍ତି ନେଉନଥିବା ବେଳେ ବିଏମ୍‌ସି ବି ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ମଧ୍ୟ ନେଉ ନାହିଁ। ଦୀର୍ଘ ୮ ଦିନ ପରେ ଆଜଚି ବିଏମ୍‌ସି ମୁହଁ ଖୋଲିଥିଲେ ମଧ୍ୟ ବିବାଦ…

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍, ଲଗାଣିଆ ବର୍ଷା ହେତୁ ବୃଦ୍ଧି ପାଉଛି ଜଳସ୍ତର

ସମ୍ବଲପୁର: ଉପରମୁଣ୍ଡରେ ଲଗାଣିଆ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି । ସେଲାଗି ଆଜି ପୁଣି ହୀରାକୁଦ ଡ୍ୟାମ ୪ଟି ଗେଟ ଖୋଲିଛି । ଗତକାଲି ୩ଟି ଗେଟ ଖୋଲିବା ହେତୁ ସମୁଦାୟ ୮ଟି ଗେଟରେ ଜଳ ନିଷ୍କାଷିତ ହେଉଥିଲା ।…

IRCTC ଆପ୍ ଏବଂ ୱେବସାଇଟରେ ହେଉନି ଟ୍ରେନ୍ ଟିକେଟ ବୁକିଂ, ପେମେଣ୍ଟକୁ ନେଇ ଦେଖାଦେଲା ଯାନ୍ତ୍ରିକ ସମସ୍ୟା

ନୂଆଦିଲ୍ଲୀ: ଯଦି ଆପଣ ଅନ୍ଲାଇନରେ ଟ୍ରେନ୍ ଟିକେଟ୍ ବୁକ୍ କରିବାକୁ ଯାଉଛନ୍ତି ତେବେ IRCTC ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି। ଆଇଆରସିଟିସି କହିଛି ଯେ, ବୈଷୟିକ ସମସ୍ୟା ହେତୁ ୱେବସାଇଟ୍ ଏବଂ ଆପରୁ ଟିକେଟ୍…

କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଯୁବତୀଙ୍କୁ ଛୁରାମାଡ଼, ଶରୀରର ବିଭିନ୍ନ ସ୍ଥାନରେ ଲାଗିଛି ଆଘାତ

କଟକ: ଦେଶରେ ନାରୀମାନଙ୍କ ପ୍ରତି ନିର୍ଯାତନା ଏବଂ ଆକ୍ରମଣ ବଢିବାରେ ଲାଗିଛି । କିଏ ସମସ୍ତଙ୍କ ସମ୍ମୁଖରେ ପଥରରେ ଛେଛି ଜୀବନରୁ ମାରିଦେଉଛି ତ କିଏ ଯୁବତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଉଛି । ଏହାରି ମଧ୍ୟରେ ଆଜି…

ପୁଣି ସାପ କାମୁଡାରେ ୨ ଭାଇ ମୃତ: ଘର ଚଟାଣରେ ଶୋଇଥିବା ବେଳେ କାମୁଡିଲା ଚିତି ସାପ

ଦେବଗଡ଼: ରାଜ୍ୟରେ ସାପ କାମୁଡାରେ ମୃତ୍ୟୁ ହାର ବଢିବାରେ ଲାଗିଛି । ଜାତୀୟ କ୍ରାଇମ ବ୍ୟୁରୋ ରେକର୍ଡର ତଥ୍ୟ ଅନୁସାରେ ଜାତୀୟସ୍ତରରେ ସାପକାମୁଡା ମୃତ୍ୟୁ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଏହାରି ମଧ୍ୟରେ…

ବିବାହରେ ଗୀତ ବାଜିବା କପିରାଇଟ କାନୁନର ବିରୋଧ?, ସରକାର ଜାରି କରିଲେ ସ୍ପଷ୍ଟି କରଣ

ନୂଆଦିଲ୍ଲୀ : ବିବାହରେ ବାଜୁଥିବା ଗୀତଗୁଡ଼ିକ ସମ୍ପର୍କରେ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ଗୀତଗୁଡ଼ିକରେ କେହି ରୟାଲଟି ଦାବି କରିପାରିବେ ନାହିଁ ବୋଲି ସରକାର କହିଛନ୍ତି। ଏହା କପିରାଇଟ୍ ନିୟମର ଉଲ୍ଲଂଘନ ନୁହେଁ ।…

OAS ସ୍ତରରେ ଅଦଳବଦଳ, ରାମଚନ୍ଦ୍ର ପଣ୍ଡାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସେକ୍ରେଟାରି ଭାବେ ଦାୟିତ୍ୱ

ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅବକାରୀ ବିଭାଗ ଅତିରିକ୍ତ କମିଶନର…

ଲଣ୍ଡନର ବାର୍ବିକନ ଥିଏଟରରେ ହେବ ‘ମହାଭାରତ’ର ୟୁକେ ପ୍ରିମିୟର, ଦୁଇ ଭାଗରେ ପ୍ରଦର୍ଶିତ ହେବ ଉପନ୍ୟାସ

ନୂଆଦିଲ୍ଲୀ: ପ୍ରାଚୀନ ଭାରତୀୟ ଉପନ୍ୟାସ 'ମହାଭାରତ'ର ଏକ ନୂତନ ପର୍ଯ୍ୟାୟ ଉପରେ କାମ ଚାଲିଛି। ରିପୋର୍ଟ ଅନୁଯାୟୀ, ମହାଭାରତର ଷ୍ଟେଜ୍ ଆଡାପ୍ଟେସନ୍ ଏହି ଶରତରେ ଲଣ୍ଡନର ବାର୍ବିକନ ଥିଏଟରରେ ଏହାର ୟୁକେ ପ୍ରିମିୟର୍…

ବଙ୍ଗୋପସାଗରେ ସକ୍ରିୟ ହେଉଛି ଲଘୁଚାପ : ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପର କ୍ଷେତ୍ର । ଏହା ଘନିଭୂତ ହୋଇ ଆସନ୍ତା କାଲି ଅର୍ଥାତ ୨୬ରେ ଅବପାତର ରୂପ ନେବ । ଚଳିତ ମୌସୁମୀ ଋତୁରେ ପ୍ରଥମ ଅବପାତ ସୃଷ୍ଟି ସମ୍ଭାବନା ଥିବା ପାଣିପାଗ ବିଭାଗ…

‘କେବଳ ମହାତ୍ମା ଗାନ୍ଧୀ ଏବଂ ସନ୍ଥ ଥିରୁଭାଲୁଭାରଙ୍କ ଫଟୋ ଲଗାଯାଇପାରିବ, ଆମ୍ବେଦକରଙ୍କ ନୁହେଁ’: ହାଇକୋର୍ଟ

ନୂଆଦିଲ୍ଲୀ: କୋର୍ଟରେ ବିଆର ଆମ୍ବେଦକରଙ୍କ ଫଟୋ ସ୍ଥାପନ ସମ୍ପର୍କରେ ସୂଚନା ଦେଇ ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ, କୋର୍ଟରେ କେବଳ ମହାତ୍ମା ଗାନ୍ଧୀ ଏବଂ ସନ୍ଥ ଥିରୁଭାଲୁଭାରଙ୍କ ପ୍ରତିମୂର୍ତ୍ତି ଏବଂ ଫଟୋ…