Browsing Category

Breaking News

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣ ପାଲଟିଥିଲା ଓଡ଼ିଶା ମଣ୍ଡପ, ତୃତୀୟଥର ଲାଗି ପୁରସ୍କୃତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ୟାଭିଲିୟନ୍ ପୁରସ୍କୃତ ହୋଇଛି । ଲଗାତର ତୃତୀୟଥର ପାଇଁ ପୁରସ୍କୃତ ହୋଇଛି ଓଡ଼ିଶା । ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶା ମଣ୍ଡପ ।

ସାମ୍ନାକୁ ଆସିଲା ୧୦ଟି ବଡ଼ କାରଣ! ଏହି ସମସ୍ତ କାରଣରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ହେଉଛି ବିଳମ୍ବ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବହୁମତ ହାସଲ କରିଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାରେ ବିଳମ୍ବ ହେବାରେ ଲାଗିଛି । ମେଣ୍ଟ ଦଳ ମଧ୍ୟରେ ବିଜେପି ସର୍ବାଧିକ ୧୩୨ଟି ଆସନ ଜିତିଥିବା…

ଗନ୍ଧମାର୍ଦ୍ଦନକୁ ନେଇ ଗୃହରେ ଉଦବେଗ, ବିଜେଡିର ଆକ୍ଷେପକୁ ଖଣ୍ଡନ କଲେ KV, ଦୋଷ ସ୍ୱୀକାର ପାଇଁ ଦେଲେ ପରାମର୍ଶ

ଭୁବନଶ୍ୱେର- ବୁଧବାର ବିଧାନସଭାର ଦ୍ୱିତୀୟ ଦିନରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇଛି ମୁଖ୍ୟ ବିରୋଧୀଦଳ । ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ୟ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ…

Map ଦେଖି ବ୍ରିଜ ତଳକୁ କାର୍ ଖସିବା ମାମଲା: ସାମ୍ନାକୁ ଆସିଲା Googleର ବୟାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବରେଲୀରେ ରବିବାର ଦିନ ଗୁଗଲ ମ୍ୟାପରେ ଭୁଲ ରାସ୍ତା ଦେଖାଯିବା ପରେ ଏକ କାର ଦୁର୍ଘଟଣା ଘଟିଥିଲା। ଏହି ମାମଲାରେ ପବ୍ଲିକ ୱାର୍କ ଡିପାର୍ଟମେଣ୍ଟର ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ…

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ୨୦୨୫ ସୁଦ୍ଧା ରାଜ୍ୟର ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ…

ଭୂତ ଖାଉଥିଲେ ଚାଉଳ, ନୂଆ ରାସନକାର୍ଡ ଅପେକ୍ଷାରେ ୬ ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ୧ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଇ-କେୱାଇସି ପ୍ରକ୍ରିୟା ଜରିଆରେ ଏହି ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮…

ଆଉ ଚାଷୀଙ୍କ ଉତ୍ପାଦ ହେବନି ନଷ୍ଟ, ସରକାର ନେଉଛନ୍ତି ଆବଶ୍ୟକୀୟ ପଦକ୍ଷେପ

ଭୁବନେଶ୍ୱର- ରାଜ୍ୟରେ ଆବଶ୍ୟକ ମୁତାବକ ଶୀତଳ ଭଣ୍ଡାର ପବଲିକ ପ୍ରାଇଭେଟ ପାର୍ଟନରସିପରେ ଖୋଲାଯିବ ବୋଲି ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ବିଧାୟକ ସଞ୍ଜଳି ମୁର୍ମୁ…

ବାହାଘର ସିଜନରେ ପୁଣି ବଢିଗଲା ସୁନା ଦର, ଜାଣନ୍ତୁ କେଉଁ ବଜାରରେ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ଆଜି ବୃଦ୍ଧି ଦେଖିବାକୁ ମିଳିଛି। ଘରୋଇ ବଜାରରେ ମଧ୍ୟ ସୁନା ବଢିବା ସହ ଟ୍ରେଣ୍ଡ କରିବା ଦେଖିବାକୁ ମିଳୁଛି। ଏମସିଏକ୍ସ ଏକ୍ସଚେଞ୍ଜରେ ଆଜି ଡେଲିଭରୀ ସୁନା ୦.୬୭ ପ୍ରତିଶତ ବା ୫୧୧ ଟଙ୍କା…

ସାନିଛୁଟି ଆଗ୍ରାହ୍ୟ ପରେ କାର୍ଯ୍ୟରେ ଯୋଗଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍

ଭୁବନେଶ୍ୱର: ଜଏନ୍ କଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । କାର୍ଯ୍ୟରେ ଯୋଗଦେଲେ ଭି. କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ପତ୍ନୀ ସୁଜାତା । ୬ମାସ ପର୍ଯ୍ୟନ୍ତ ଛୁଟିରେ ଥିଲେ । ଗତକାଲି ସୁଜାତାଙ୍କ ସାନି ଛୁଟି ଆବେଦନ…

୨୨ ଜାନୁଆରୀ ନୁହେଁ, ଏହି ତାରିଖରେ ପାଳନ ହେବ ‘ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ’, ଜାଣନ୍ତୁ କାହିଁକି ନିଆଗଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ବର୍ଷର ଆରମ୍ଭରେ ୨୨ ଜାନୁଆରୀରେ ରାମ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତିର ପ୍ରାଣ-ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ସମୟରେ ଗର୍ଭଗୃହରେ ଉପସ୍ଥିତ ଥିଲେ।…