fbpx
Browsing Category

Breaking News

ଜାତୀୟ ଶିକ୍ଷା ସମାଜ ପକ୍ଷରୁ ୬୩୨୯ଟି ପଦ ପାଇଁ ବାହାରିଲା ବିଜ୍ଞାପନ, ଗ୍ରାଜୁଏଟ୍ ପ୍ରାର୍ଥୀ କରିପାରିବେ ଆବେଦନ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସମାଜ (ନେଷ୍ଟସ) ପକ୍ଷରୁ ଅନେକ ପଦ…

ନବମ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ୨୫ହଜାର ଟଙ୍କା, ଶୀଘ୍ର କରନ୍ତୁ ଆବେଦନ

ଗାନ୍ଧୀନଗର:କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରୁଛନ୍ତି , ଯାହାଦ୍ୱାରା ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟକହୋଇପାରିବ ।…

୪୩ ଦିନ ଧରି ଶୁକ୍ରଙ୍କ ବକ୍ରୀ ଚଳନ, କେଉଁ କେଉଁ ରାଶି ଉପରେ କ’ଣ ପ୍ରଭାବ ପଡିବ ଓ ପ୍ରତିକାର କ’ଣ କରିବେ ଆସନ୍ତୁ ଜାଣିବା

୨୩ ଜୁଲାଇରୁ ଶୁକ୍ର ଗ୍ରହ ବକ୍ରୀ ହେବାକୁ ଯାଉଛନ୍ତି ଶୁକ୍ର । ଶୁକ୍ର ବକ୍ରୀ ହୋଇ ସିଂହ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ । ଯେତେବେଳେ ବି କୌଣସି ଗ୍ରହ ବକ୍ରୀ ହୋଇଥାନ୍ତି ଏହାର ସିଧା ପ୍ରଭାବ ରାଶି ଉପରେ ପଡିଥାଏ…

ବିଶ୍ୱର ଗୋଟିଏ ଦେଶର ଅବସ୍ଥା ଅସମ୍ଭାଳ! ବ୍ୟାଙ୍କରୁ ଜମା ଟଙ୍କା କାଢ଼ିବା ମନା, ଲୋକଙ୍କ ପାଖରେ ଖାଇବା ଓ ପିଇବାକୁ ନାହିଁ ଅର୍ଥ

ନୂଆଦିଲ୍ଲୀ: ମଧ୍ୟ-ପୂର୍ବ ଦେଶ ଲେବାନନ ବିଶ୍ୱର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ରିୟାଦ ସଲାମେହ ୩୦ ବର୍ଷ ପରେ ନିଜର ପଦ ଛାଡ଼ିବାକୁ ଯାଉଛନ୍ତି । ଯେ କୌଣସି…

ସାଫ୍ ଚାମ୍ପିଅନସିପ୍ ଜିତିବା ପରେ ସୁନିଲ ଛେତ୍ରୀଙ୍କ ପଛରେ ଲାଇନ୍ ଲଗାଇଲେ ବଡ଼ବଡ଼ ବ୍ରାଣ୍ଡ, ଅନ୍ୟ ଖେଳାଳିଙ୍କୁ ମଧ୍ୟ ମିଳିଲା ବଡ଼ ଅଫର

ନୁଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳ ଗତ କିଛି ବର୍ଷ ହେବ ଭଲ ପ୍ରଦର୍ଶନ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିକଟରେ ଭାରତୀୟ ଟିମ୍ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଏବଂ ନବମ ଥର ପାଇଁ ସାଫ୍ କପ୍ ଜିତିବା ପରେ ବଡ଼ ବଡ଼…

ବର୍ଷାଦିନେ ଏକ୍ସରସାଇଜ କରୁଥିଲେ ମାନନ୍ତୁ ଏହିସବୁ ନିୟମ ଅନ୍ୟଥା ନଷ୍ଟ ହୋଇଯାଇପାରେ ଶରୀରର ବିଭିନ୍ନ ଅଙ୍ଗ

ନୂଆଦିଲ୍ଲୀ: ମୌସୁମୀ ଆସିବା ପରେ ତ ସମସ୍ତଙ୍କୁ ବହୁତ ଭଲ ଲାଗେ । ଥଣ୍ଡା ଥଣ୍ଡା ପାଗ ସାଙ୍ଗକୁ ଚାରିଆଡେ ସବୁଜିମା ମନକୁ ପ୍ରଫୁଲ୍ଲିତ କରିଦିଏ । ତେଣୁ ଏହି ସମୟରେ ବାହାରେ ଚଲାବୁଲା କରି ଟିକେ ପ୍ରକୃତିକୁ ଉପଭୋଗ…

ଆଖିଧରା ରୋଗ ବିନା ଔଷଧରେ ଭଲ ହୋଇ ପାରିବ: ଏହା କାହିଁକି ହୁଏ, ଏହାର ଲକ୍ଷଣ କ’ଣ, କିପରି ସଚେତନ ରହିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଗାଁଠାରୁ ଆରମ୍ଭ କରି ରାଜ୍ୟର ସବୁଆଡ଼େ ଆଖିଧରା ରୋଗ ବଢ଼ୁଥିବା ଦେଖିବାକୁ ମିଳୁଛି । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ସଚେତନତା…

Video: ଭବିଷ୍ୟତ କାର୍ଯ୍ୟକାଳ ପାଇଁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଏହି ବଡ଼ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜି -୨୦ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇଥିଲେ। ସେ କହିଛନ୍ତି ଯେ ସୌଭାଗ୍ୟବଶତଃ ଏହି ବୈଠକ ଏକ ଦେଶରେ ଅନୁଷ୍ଠିତ ହେଉଛି ଯେଉଁଥିରେ…

ଜ୍ଞାନବାପୀ ମସଜିଦ ପରିସରରେ ASI ସର୍ଭେ ହେବ: ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ଆସିଛି ଏକ ବଡ଼ ଖବର । ବାଣାସାସୀ କୋର୍ଟ ଜ୍ଞାନବାପୀ ମସଜିଦ ପରିସରର ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ (ଏଏସଆଇ) ସର୍ଭେ କରାଇବାକୁ ଅନୁମତି ଦେଇଛନ୍ତି । ବିବାଦୀୟ ସ୍ଥାନକୁ ଛାଡ଼ି…

ଏବେ ଠାରୁ ନଭେମ୍ବର ପର୍ଯ୍ୟନ୍ତ ସବୁ ଟ୍ରେନ୍ ଫୁଲ୍ , ଦିୱାଲି ଓ ଛଟପୂଜାରେ ଘରକୁ ଯିବାକୁ ଚାହୁଁଥିଲେ କିପରି କରିବେ ଟିକେଟ ଯୋଗାଡ ଜାଣି…

ନୂଆଦିଲ୍ଲୀ: ଯଦି ଆପଣ ଦିୱାଲି ଓ ଛଟ ପୂଜା ଲାଗି ଘରକୁ ଯିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ବହୁତ ଜରୁରୀ । କାରଣ ଭାରତରେ ବହୁ ଲୋକ ଟ୍ରେନରେ ହିଁ ଯାତ୍ରା କରିଥାନ୍ତି । ଏପରି ସ୍ଥିତିରେ ପର୍ବ…