fbpx
Browsing Category

Breaking News

ଟ୍ରେନ୍ ଛାଡ଼ିବାର ୧୦ ମିନିଟ୍ ପରେ ସିଟକୁ ନଆସିଲେ ବାତିଲ ହୋଇଯିବ କି ଟିକେଟ୍ ? ଜାଣନ୍ତୁ ରେଲୱେର ନୂଆ ନିୟମ

ନୂଆଦିଲ୍ଲୀ: ସହରଗୁଡ଼ିକରେ ଟ୍ରାଫିକ୍ ଜାମ୍ ସମସ୍ୟା ବୃଦ୍ଧି ଏବଂ ପରିବହନରେ ଅଧିକ ସମୟ ଲାଗୁଥିବାରୁ ଅନେକ ଲୋକ ଟ୍ରେନରେ ଯିବାଆସିବା କରିବାକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଯଦି ଯାତ୍ରୀ ଗୋଟିଏ କିମ୍ବା…

ପ୍ରବଳ ବର୍ଷା ନେଇ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର: ଅନ୍ୟ ରାଜ୍ୟ ପାଇଁ ବି ଚେତାବନୀ

ଦେଶରେ ମୌସୂମୀ ଜନିତ ବର୍ଷା ଲାଗି ରହିଛି । ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ଆଦି ଅଞ୍ଚଳରେ ବନ୍ୟା ହୋଇଥିବା ଫଳରେ ବିଭିନ୍ନ ରାଜ୍ୟ ଏବେ ବି ମରୁଡ଼ିସମ ସ୍ଥିତି ଉପୁଜୁଛି । କିନ୍ତୁ ଆଜିଠାରୁ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା…

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ ଦୋକାନ: ନିଆଁ ଲିଭାଉଛନ୍ତି ୧୮ ଦମକଳ

ପଶ୍ଚିମବଙ୍ଗ: ହାୱଡ଼ାରେ ସକାଳୁ ସକାଳୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି । ସାରା ସହରରେ ହୁତୁହୁତୁ ହୋଇଛଇ ଜଳୁଛି ନିଆଁ । ମଙ୍ଗଳହାଟ ବଜାରରେ ହଠାତ୍ ଏଭଳି ଭୟଙ୍କର ଅଗ୍ନକାଣ୍ଡ ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡର…

ଆଜି ରାଜ୍ୟ କ୍ୟାବିନେଟ୍: ୧୨ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବୈଠକରେ ବହୁ ଗୁରୁ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା…

ମଣିପୁର ଓ ରାଜସ୍ଥାନରେ ମୃଦୁ ଭୂମିକମ୍ପ ଝଟକା

ନୂଆଦିଲ୍ଲୀ: ଭୋର ସକାଳୁ ୨ ରାଜ୍ୟରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି । ରାଜସ୍ଥାନରେ ଗୋଟିଏ ଘଣ୍ଟାରେ ୩ଟି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଜୟପୁରରେ ଅନୁଭୂତ ଭୂମିକମ୍ପର ତୀବ୍ରତା ୩.୪ ରେକର୍ଡ କରାଯାଇଛି ।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ: ୨୫ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଯାହାର ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୮ଟି…

ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବାକୁ ପ୍ରାଣୀଧନ କ୍ଷେତ୍ରରେ ‘କ୍ରେଡିଟ୍ ଗ୍ୟାରେଣ୍ଟି’ ଯୋଜନା ଆରମ୍ଭ; ଉପକୃତ ହେବ ଏମ୍‌ଏସ୍‌ଏମଇ ଉଦ୍ୟୋଗ

ନୂଆଦିଲ୍ଲୀ: ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ପ୍ରାଣୀଧନ କ୍ଷେତ୍ରରେ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ଋଣ ଯୋଗାଣ ସୁନିଶ୍ଚିତ କରିବାକୁ ସରକାର କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରିଛନ୍ତି । କେନ୍ଦ୍ର ପଶୁ ସମ୍ପଦ…

HC on Misuse of Rape Law: ଅଧୁନିକ ସମାଜରେ କିଛି ମହିଳା ଯୌନ ନିର୍ଯାତନାର ଅପବ୍ୟବହାର କରୁଛନ୍ତି: ଉତ୍ତରାଖଣ୍ଡ ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭାରତରେ ଅନେକ ସ୍ଥାନରେ ମହିଳାମାନେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୭୬ ର ଅପବ୍ୟବହାର ବଢୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉତ୍ତରାଖଣ୍ଡ…

ସପ୍ତାହରେ ଥରେ ମାତ୍ର କରନ୍ତୁ ଏହି କାମ, ହୃଦୟ ସୁସ୍ଥ ରହିବା ସହ ହୃଦଘାତ ସମସ୍ୟାରୁ ମିଳିବ ମୁକ୍ତି

ଭାରତରେ ଦିନକୁ ଦିନ କ୍ୟାନ୍ସର ଓ ଡାଇବେଟିସ୍ ଭଳି ହୃଦୟ ଜନିତ ସମସ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଲୋକମାନେ ଅଳ୍ପ ବୟସରୁ ହୃଦଘାତରେ ଆକ୍ରାନ୍ତ ହେବା ସହ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ଏମିତି କିଛି…

ଶରଦ ପାୱାରଙ୍କୁ ଆଉ ଏକ ଝଟକା, ଆଉ ୭ ବିଧାୟକ ଅଜିତ ପାବାରଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ରେ ଅଜିତ ପାୱାରଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ପରଠାରୁ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି । ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦଳର ମୁଖ୍ୟ ଶରଦ ପାୱାର…