fbpx
Browsing Category

Breaking News

ଜଣେ ଗିରଫ: ଦୋଷୀଙ୍କୁ ମୃତ୍ୟୁଦଣ୍ଡ……: ମଣିପୁର ଭାଇରାଲ ଭିଡିଓ ପରେ ମୁଖ୍ୟମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ: ମଣିପୁରରେ ଦୁଇଜଣ ମହିଳାଙ୍କ ସହ ଘଟିଥିବା ଅମାନବୀୟ ଘଟଣାକୁ ନେଇ ଏବେ ସାରା ଦେଶରେ ବିରୋଧାଭାସ ଜାରି ରହିଛି । ଦୁଇଜଣ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇଥିଲେ କିଛି ବ୍ୟକ୍ତି । ପୂର୍ବରୁ ଏହି ଘଟଣାର…

ମଣିପୁରର ଦୁଇ ଜଣ ମହିଳାଙ୍କୁ ଅମାନୁଷିକ ନିର୍ଯାତନା ବିରୋଧରେ କମ୍ପିଲା ଦିଲ୍ଲୀ: ଘଟଣାକୁ ଘୋର ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଣିପୁରର ଦୁଇ ଜଣ ମହିଳାଙ୍କ ସହ ଘଟିଥିବା ଅମାନୁଷିକ ନିର୍ଯାତନା ଘଟଣାକୁ ନେଇ ଏବେ ସାରା ଦେଶରେ ତୀବ୍ର ବିରୋଧାଭାସ ଦେଖିବାକୁ ମିଳିଛି । ତିନି ମାସ ତଳର ଏହି ପୁରୁଣା ଭିଡିଓକୁ ନେଇ ଏବେ ବିରୋଧୀମାନେ…

Big Breaking: ଓଲଟିଲା ତୀର୍ଥଯାତ୍ରୀ ବସ୍: ୨୫ ଆହତ, ୫ ଗୁରୁତର

ଭଦ୍ରକ: ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଓଲଟିବା ଖବର ସାମ୍ନାକୁ ଆସିଛି । ଏଥିରେ ୨୫ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ ନିକଟରେ ଘଟିଥିବା ସୂଚନା…

DNA ରିପୋର୍ଟ ଖୋଲିଲା ପୂରା ପରିବାରର ଗୁମର

ନୂଆଦିଲ୍ଲୀ : ଆମେ ଜୀବନରେ ଅନେକ ଜିନିଷ କରିଥାଉ, ଯାହା କି ମଜାକ ମସ୍ତିରେ ହୋଇଥାଏ । କିନ୍ତୁ ଏହି ମଜାକ ହିଁ ଆମ ଉପରେ ବେଳେ ବେଳେ ବହୁତ ଭାରୀ ପଡିଥାଏ । ଆଜିର ଯୁଗ ଟେକ୍ନୋଲୋଜି ଏବଂ ସୂଚନାର ଅଟେ । ବର୍ତ୍ତମାନ…

୧୦ ଜଣ BJP ବିଧାୟକ ସସପେଣ୍ଡ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ୧୦ ଜଣ ବିଜେପି ବିଧାୟକଙ୍କୁ ସସପେଣ୍ଡ କରାଯାଇଛି । ଗୃହକାର୍ଯ୍ୟ ଜାରି ରହିଥିବା ବେଳେ ଏହି…

ଭାରତରେ ନେଟଫ୍ଲିକ୍ସର ବଡ଼ ଘୋଷଣା: ଆଉ ନିଜ ଆକାଉଣ୍ଟର ପାସୱାର୍ଡ ସେୟାର କରିପାରିବେନି ୟୁଜର୍ସ

ନୂଆଦିଲ୍ଲୀ: Streaming giant Netflix ଘୋଷଣା କରିଛି ଯେ, ଭାରତରେ ଆଉ ପାସୱାର୍ଡ ବାଣ୍ଟନକୁ ଅନୁମତି ଦିଆଯିବ ନାହିଁ। ପ୍ରତ୍ୟେକ ଆକାଉଣ୍ଟକୁ କେବଳ ଗୋଟିଏ ଘର ବ୍ୟବହାର କରିବା ଉଚିତ ବୋଲି କମ୍ପାନୀ କହିଛି।…

ଯେତେ ଜମାରାଶି ଥିଲେ ବି ପ୍ରଥମେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ: ପରୀକ୍ଷା ସଫଳ ହେଲେ ସୁଧ ସହ ଫେରାଯିବ ଅବଶିଷ୍ଟ ଅର୍ଥ

ନୂଆଦିଲ୍ଲୀ: ସାହାରା ଇଣ୍ଡିଆରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ନିବେଶକଙ୍କ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସରକାର ନିକଟରେ ‘ସାହାରା ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରିଛନ୍ତି । ଏହି ପୋର୍ଟାଲରେ ଆବେଦନ କରି ନିବେଶକମାନେ ୪୫…

ରାୟଗଡ ଭୂସ୍ଖଳନରେ ୪ ଜଣଙ୍କର ମୃତ୍ୟୁ: ମାଟିରେ ଦବି ଗଲେ ୧୦୦ ଲୋକ

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାସ୍ତବରେ, ରାୟଗଡରେ ଭୂସ୍ଖଳନରେ ୩୦ ରୁ ଅଧିକ ପରିବାର ଫସି ରହିଥିବାର ଭୟ ରହିଛି। ଏହି ଦୁର୍ଘଟଣା ରାୟଗଡର ଖାଲାପୁର ତହସିଲର ଇରଶାଲୱାଡି ଗ୍ରାମରେ ଘଟିଛି…

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ), ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କ…

WhatsApp Down: ଭାରତ, ଆମେରିକା, ବ୍ରିଟେନ, ବ୍ରାଜିଲ ସମେତ ବିଶ୍ୱର କୋଟି କୋଟି ୟୁଜର୍ସ ପ୍ରଭାବିତ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ସମୟରେ ହ୍ୱାଟସଆପ ସମସ୍ତଙ୍କର ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି । ଏପରି ସ୍ଥିତିରେ ହ୍ୱାଟସଆପ ଅଚାନକ ଡାଉନ୍ ହେବା ଫଳରେ ତା’ର କୋଟି କୋଟି ୟୁଜର୍ସ ପ୍ରଭାବିତ ହୋଇଛନ୍ତି ।…