fbpx
Browsing Category

Breaking News

ଘରକୁ ମୂଷା ଆସିଲେ ମିଳିଥାଏ ଏଭଳି ସଂକେତ! ଜାଣନ୍ତୁ ଏହା ଶୁଭ ନା ଅଶୁଭ

ହିନ୍ଦୁ ଧର୍ମରେ ମୂଷାକୁ ନେଇ ଅନେକ ବିଶ୍ୱାସ, ଅନ୍ଧବିଶ୍ୱାସ ତଥା ଅନେକ ଲୋକକଥା ରହିଛି । ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ବାହନ ବୋଲି ମୂଷାକୁ ମଧ୍ୟ ପୂଜା କରାଯାଇଥାଏ । ତେଣୁ ମୂଷାକୁ ମଧ୍ୟ ହିନ୍ଦୁ ଧର୍ମାବଲମ୍ବୀମାନେ ଶୁଭ…

ବାଙ୍ଗଲୋର ରୁ ଦିଲ୍ଲୀ ଫେରିବା ବେଳେ ସୋନିଆ-ରାହୁଲଙ୍କ ବିମାନ ଜରୁରୀ ଅବତରଣ

ନୂଆଦିଲ୍ଲୀ: ବିରୋଧୀ ଏକତାର ଦ୍ୱିତୀୟ ବୈଠକ ଆଜି ବାଙ୍ଗଲୋରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୬ ବିଜେପି ବିରୋଧୀ ଦଳ ଯୋଗ ଦେଇଥିଲେ । ଦୁିଇ ଦିନିଆ ବୈଠକରେ କଂଗ୍ରେସ ଅଧ୍ୟକ୍ଷତା କରିଥିଲା । ଏହି ବୈଠକ ପରେ…

(Video) ସବୁ ଝିଅଙ୍କର ଥାଏ ଏହିସବୁ ଦୁର୍ବଳତା: ଏହି ଆଳରେ ହାସଲ କରିହେବ ସମସ୍ତ କାମ

ପ୍ରତ୍ୟେକ ମଣିଷର କିଛି ନା କିଛି ଜିନିଷ ପ୍ରତି ଦୁର୍ବଳତା ରହିଥାଏ । କେହି ଖାଦ୍ୟ ପ୍ରତି ଦୁର୍ବଳ ଥାଏ ତ କେହି ପୋଷା ଏବଂ ଗାଡି ମୋଟର ପ୍ରତି ଆକୃଷ୍ଟ ହୋଇଥାଏ । ତେବେ ଦୁର୍ବଳତା କ୍ଷେତ୍ରରେ ପୁଅଙ୍କ ଅପେକ୍ଷା…

ଚା’ ସହ ମିଶାଇ ପିଅନ୍ତୁ ଏହି ଜିନିଷ, ଟେନସନ୍ ଦୂର ହେବା ସହ ଡାଇବେଟିସରୁ ମିଳିବ ମୁକ୍ତି

ବର୍ଷାଦିନେ ଥଣ୍ଡା ପାଗ ସାଙ୍ଗକୁ ଚା’ ପିଇବାର ମଜା କିଛି ଅଲଗା ଅନୁଭୂତି ଦେଇଥାଏ । ଭାରତରେ ପ୍ରାୟ ପ୍ରତ୍ୟେକ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି । ସକାଳେ ଖବର କାଗଜ ପଢିବା ସମୟରେ ହେଉ କିମ୍ବା ସନ୍ଧ୍ୟା ସମୟରେ,…

(Video) ଭକ୍ତଙ୍କ ହାତରୁ କ୍ଷୀର ପିଉଛନ୍ତି ଆଣ୍ଠୁଆ ଗୋପାଳ: ପିତ୍ତଳ ମୂର୍ତ୍ତିରେ ଆବିର୍ଭାବ ହେଲେ ମହାପ୍ରଭୁ

ଭଦ୍ରକ: ପ୍ରଭୁ ଭୋଳାନାଥ ଏବଂ ମାତା ପାର୍ବତୀଙ୍କ ପରେ ଏବେ କ୍ଷୀର ପିଉଛନ୍ତି ଆଣ୍ଠୁଆ ଗୋପାଳ । କଳିଯୁଗରେ ଅବତାର ନେଇ ଭଗବାନ ଭକ୍ତଙ୍କ ମନୋସ୍କାମନା ପୂରଣ କରିଛନ୍ତି । ପିତ୍ତ ମୂର୍ତ୍ତିରେ ଜୀବନ ଭରି ଆଣ୍ଠୁଆ ଗୋପାଳ…

ଆରପାରିରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତ

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଆସିଛି ଏକ ଦୁଃଖର ସମ୍ବାଦ । ଓଡ଼ିଆ ସାହିତ୍ୟର ଜଣେ ପୂଜାରୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କ ପରଲୋକ ଘଟିଥିବା ଜାଣିବାକୁ ମିଳିଛି । ଦୁର୍ଘଟଣାର ଶୀକାର ହୋଇ…

‘ଲୋକ ସେମାନଙ୍କୁ ସୁଯୋଗ ଦେଇଥିଲେ; କିନ୍ତୁ ମୋଦୀ ୯ ବର୍ଷରେ ଆକାଶ-ପାତାଳ ସବୁ ବିକିଦେଲେ’: କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଟକ୍କର ଭାଷାରେ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳର ଏକତା ବୈଠକରେ ଭାଗ…

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ…

ଅନ୍‌ଲାଇନ୍ ଗେମିଂ ଉପରେ ୨୮% ଜିଏସ୍‌ଟି ଲାଗୁ ନେଇ କମ୍ପାନୀ ଜଣାଇଲେ ଆପତ୍ତି, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ଅନଲାଇନ୍ ଗେମିଂ ଉପରେ ୨୮% ଜିଏସ୍‌ଟି ଲାଗୁ କରିଥିଲେ। ଏହି ନିଷ୍ପତିକୁ ଗେମିଂ ଇଣ୍ଡଷ୍ଟ୍ରି ବିରୋଧ କରିଛନ୍ତି । ଏବେ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ନେଇ କହିଛନ୍ତି…

ବିଧାନସଭା ସାମ୍ନାରେ ଫୁଙ୍ଗୁଳା ଦେହରେ ପ୍ରଦର୍ଶନ, ରାଜ୍ୟ ଇତିହାସରେ ପ୍ରଥମ, କ’ଣ ରହିଛି ଦାବୀ ଆସନ୍ତୁ ଜାଣିନେବା

ରାୟପୁର: ଛତିଶଗଡ ବିଧାନସଭା ସାମ୍ନାରେ କିଛି ଲୋକ ଆଜି ଏକ ଭିନ୍ନ ତରିକାରେ ପ୍ରଦର୍ଶନ କରିଛନ୍ତି । ଏମାନଙ୍କ ପ୍ରଦର୍ଶନର ତରିକାରୁ ଏତିକି ତ ଅନୁମାନ କରି ହେଉଛି ଯେ, ବହୁଦିନର ପୁଞ୍ଜିଭୂତ ରାଗକୁ ଏମାନେ ଆଜି ଏପରି…