fbpx
BJD SKY
BJD SKY

ଆରପାରିରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତ

BJD

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଆସିଛି ଏକ ଦୁଃଖର ସମ୍ବାଦ । ଓଡ଼ିଆ ସାହିତ୍ୟର ଜଣେ ପୂଜାରୀ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କ ପରଲୋକ ଘଟିଥିବା ଜାଣିବାକୁ ମିଳିଛି । ଦୁର୍ଘଟଣାର ଶୀକାର ହୋଇ ପ୍ରବୋଧ କିଛି ଦିନରୁ ଚିକିତ୍ସିତ ହେଉଥିଲେ । ତେବେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ସେ ବର୍ତ୍ତମାନ ପ୍ରାଣ ହରାଇଛନ୍ତି । ଓଡ଼ିଆ ଭାଷା ଏବଂ ସାହିତ୍ୟକୁ ସେ ଖୁବ ଭଲ ପାଉଥିଲେ ଏବଂ ଏହାକୁ ନୂଆ ଦିଗ ଦେବାରେ ସେ ପ୍ରଚେଷ୍ଟା ଜାରି ରଖିଥିଲେ । ତେବେ ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କ ଦେହାନ୍ତରେ ଓଡ଼ିଶା ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.