fbpx

(Video) ସବୁ ଝିଅଙ୍କର ଥାଏ ଏହିସବୁ ଦୁର୍ବଳତା: ଏହି ଆଳରେ ହାସଲ କରିହେବ ସମସ୍ତ କାମ

ପ୍ରତ୍ୟେକ ମଣିଷର କିଛି ନା କିଛି ଜିନିଷ ପ୍ରତି ଦୁର୍ବଳତା ରହିଥାଏ । କେହି ଖାଦ୍ୟ ପ୍ରତି ଦୁର୍ବଳ ଥାଏ ତ କେହି ପୋଷା ଏବଂ ଗାଡି ମୋଟର ପ୍ରତି ଆକୃଷ୍ଟ ହୋଇଥାଏ । ତେବେ ଦୁର୍ବଳତା କ୍ଷେତ୍ରରେ ପୁଅଙ୍କ ଅପେକ୍ଷା ଝିଅମାନଙ୍କର ଦୁର୍ବଳତା ଅଧିକ ଥାଏ । ସେମାନେ ଖୁବଶୀଘ୍ର କୌଣସି ଜିନିଷ ପ୍ରତି ଆକୃଷ୍ଟ ହୋଇଯାଆନ୍ତି ଏବଂ ସେତିପ୍ରତି ସେମାନଙ୍କର ଅହେତୁକ ଦୁର୍ବଳତା ସୃଷ୍ଟି ହୋଇଥାଏ । କିନ୍ତୁ ଏମିତି କିଛି ଜିନିଷ ଅଛି, ଯାହାପ୍ରତି ପ୍ରତ୍ୟେୃକଟି ଝିଅର ଦୁର୍ବଳତା ରହିଥାଏ । ଏହି ଜିନିଷର ଲୋଭ ଦେଖାଇ ସେମାନଙ୍କ ଦ୍ୱାରା କିଛି ବି କାମ କରାଯାଇ ପାରିବ ।

ଝିଅ ମାନଙ୍କର ସବୁଠାରୁ ବଡ ଆଉ ସର୍ବ ପ୍ରଥମ ଦୁର୍ବଳତା ହେଉଛି ଲୋଭ । କିଛି ଲୋଭ ପାଇଁ ଝିଅମାନଙ୍କ ଜୀବନରେ ବହୁତ ଭୟଙ୍କର ସମସ୍ୟାମାନ ସୃଷ୍ଟି ହୋଇ ଥାଏ । କାରଣ ସେମାନେ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେମିତି ରେ ଆମେ ଏଠାରେ ଟଙ୍କା ପଇସା ର କଥା କହୁ ନାହିଁ । ବରଂ ଝିଅଙ୍କୁ କିଛି ଜିନିଷ ର ଲୋଭ ଦେଖେଇ କରି ତାଙ୍କ ଦ୍ୱାରା କିଛି ବି କାର୍ୟ୍ୟ କରି ନିଆ ଯାଉଥିବା ବିଷୟ ରେ କହୁଛୁ । ଝିଅ ମାନେ ଟିକିଏ ସାବଧାନ ରୁହନ୍ତୁ । ଅତ୍ୟଧିକ ଲୋଭ କରନ୍ତୁନି କାରଣ ଆପଣଙ୍କ ଲୋଭ ଆପଣଙ୍କୁ କେବେ ସମସ୍ୟାରେ ପକାଇ ଦେଇପାରେ …

ସେହିପରି ଦ୍ୱୀତୀୟ ଦୁର୍ବଳତା ହେଉଛି ଡର । ସେମିତି ରେ କିଛି ଝିଅ ମାନଙ୍କୁ ଘରେ ସବୁ ବେଳେ କହି ଥାନ୍ତି କି ଯଦି ତୁ କିଛି ଖରାପ୍ କାର୍ୟ୍ୟ କରି ଦେଲୁ ତେବେ ଆମର ଘର ଇଜ୍ଜତ୍ ରହିବ ନାହିଁ । ତେବେ ସେବେଠୁ ସେମାନଙ୍କ ମନ ରେ ସବୁ ବେଳେ ଏମିତି ହିଁ ଡର ମାଡି ବସି ଥାଏ । ଏବଂ ସେମିତି ରେ ଏହି ଯୋଗୁଁ ସେମାନଙ୍କ ମନ ରେ ଅନ୍ୟ ପ୍ରକାରର ଭୟ ବି ବାସ କରି ଥାଏ ତେବେ ସେମିତି ବେଳେ ସେମାନେ ବହୁତ ସମୟ ରେ ବିଭିନ୍ନ କଥା ରେ ଡରି ଥାନ୍ତି । ଏବଂ ତୃତୀୟ ରେ ହେଉଛି ଭାବୁକ ଦୁର୍ବଳତା । ଆପଣ ମାନେ ଜାଣିଛନ୍ତି କି ଝିଅ ମାନେ ବହୁତ ଭାବୁକ ସ୍ୱଭାବ ର ହୋଇ ଥାନ୍ତି ବୋଲି ।

ତେବେ ଆମ ସମାଜରେ ଏମିତି କିଛି ଝିଅ ରହିଛନ୍ତି ଯେଉଁମାନେ ଅନ୍ୟର ପଇସା ସହିତ ମତଲବ୍ ରଖିଥାନ୍ତି । ସେମାନେ ସବୁ ବେଳେ ତୁମର ହିଁ ଧନ ଏବଂ ସଂମ୍ପତୀ ଉପରେ ଆକର୍ଶିତ ହୋଇ ଥାନ୍ତି । ଏମାନଙ୍କୁ କିଛି ବି ଫରକ୍ ପଡେ ନାହିଁ ଆପଣଙ୍କ ଭାବନା ଉପରେ । ତେବେ ଏମିତି ଝିଅ ମାନଙ୍କ ଠାରୁ ଦୁରେଇ ରୁହନ୍ତୁ । ଆଂଜ୍ଞା ହଁ ଦର୍ଶକବନ୍ଧୁ ସବୁ ଝିଅ ସମାନ ନୁହନ୍ତି କିନ୍ତୁ ଏପରି କିଛି ଝିଅଙ୍କ ପାଇଁ ସମସ୍ତେ ଝିଅ ମାନଙ୍କୁ ଭୁଲ ବୁଝିଥାନ୍ତି …

Get real time updates directly on you device, subscribe now.