Browsing Category
Breaking News
ଅକ୍ଷୟ କୁମାରଙ୍କ ‘OMG-2’କୁ ଝଟକା: ୨୦ଟି ଦୃଶ୍ୟ କାଟିବା ଲାଗି ପରାମର୍ଶ ଦେଲା ସମୀକ୍ଷା କମିଟି
ନୂଆଦିଲ୍ଲୀ:ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଓ ମାଇଁ ଗଡ-୨କୁ ନେଇ ବିବାଦ ଥମିବାର ନାଁ ଧରୁନି । ପୂର୍ବରୁ ସେନ୍ସର ବୋର୍ଡର ଅନୁସନ୍ଧାନ କମିଟି ଏହି ଚଳଚିତ୍ରକୁ ସମୀକ୍ଷା କମିଟିକୁ…
ଆଜି କୃଷକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ଉପହାର: ୯କୋଟି ଖାତାରେ ପଠାଇବେ ଦୁଇ-ଦୁଇ ହଜାର ଟଙ୍କା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୯କୋଟି କୃଷକଙ୍କ ଖାତାରେ ଦୁଇ-ଦୁଇ ହଜାର ଟଙ୍କାର କିସାନ ସମ୍ମାନ ନିଧି ପଠାଇବେ । ଏଥି ସହ ସାରା ଦେଶର ସମସ୍ତ କୃଷକଙ୍କୁ ବାର୍ତ୍ତା ପଠାଇବା ପାଇଁ ମଧ୍ୟ ପ୍ରସ୍ତୁତ…
ଭାରତ ଉପରେ କାର୍ଗିଲ ଯୁଦ୍ଧ ଲଦି ଦିଆଯାଇଥିଲା, ପାକିସ୍ତାନ ଆମ ପିଠିରେ ଆଘାତ କରିଥିଲା: ରାଜନାଥ ସିଂ
ନୂଆଦିଲ୍ଲୀ: ବୁଧବାର ଥିଲା କାର୍ଗିଲ ବିଜୟ ଦିବସ । ଏହି ଉପଲକ୍ଷେ ଭାରତ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ଅମର ଯବାନଙ୍କୁ ଦେଶ ଜଣାଇଛି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଆଜକୁ ୨୪ବର୍ଷ ତଳେ ପାକ୍ ସେନାକୁ ଭାରତୀୟ ସେନା…
ବେନାମୀ ସମ୍ପତ୍ତି ଠାବ କରିବାକୁ ଆୟକର ବିଭାଗର ତତ୍ପରତା: ବେନାମୀ ସମ୍ପତ୍ତିର ସୂଚନାଦାତାଙ୍କୁ ମିଳିବ ୧କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ…
ଭୁବନେଶ୍ୱର: ବେନାମୀ ସମ୍ପତ୍ତି କାରବାରକୁ ରୋକିବା ପାଇଁ ଭାରତ ସରକାରଙ୍କ ଆୟକର ବିଭାଗ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏପରି ବେନାମୀ ସମ୍ପତ୍ତି କାରବାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରିବା ତଥା ବେନାମୀ…
ଖାତିରି ନାହିଁ ଭକ୍ତଙ୍କ ଆକୁଳ ନିବେଦନ କାମ ଦେଲାନି ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ, ସଂପନ୍ନ ହେଲାନି ବନକଲାଗି ନୀତି
ପୁରୀ: ପ୍ରଶାସନ ନିଯୋଗ ମଧ୍ୟରେ ବିବାଦ ମଝିରେ ଫସିଲେ ମହାପ୍ରଭୁ ଜଗନ୍ନାଥ। ଖାତିରି ନାହିଁ ଭକ୍ତଙ୍କ ଆକୁଳ ନିବେଦନ କାମ ଦେଲାନି ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ। ଆଜି ବି ଶ୍ରୀମନ୍ଦିରରେ ସଂପନ୍ନ ହେଲାନି ବନକଲାଗି…
ଗଠନ ହେଲା ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ, ବୋର୍ଡରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଦୀପାଳି ଦାସ ସାମିଲ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡରେ…
ମୋର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ଶୀର୍ଷ-୩ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତୀୟ ପ୍ରଦର୍ଶନୀ ସମ୍ମିଳନୀ କେନ୍ଦ୍ର କମ୍ପେ୍ଲକ୍ସକୁ ସମଗ୍ର ଦେଶ ପାଇଁ ସର୍ମିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି…
ଗରିବ ଓ ଅସହାୟମାନଙ୍କୁ ଆଇନଜୀବୀମାନେ ସହଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ଆହ୍ୱାନ
କଟକ: ଭାରତର ସ୍ୱାଧୀନତା ସଂଗ୍ରାମକୁ ବହୁ ଆଇନଜୀବୀ ନେତୃତ୍ୱ ଦେଉଥିଲେ । ଓଡ଼ିଶାର ମଧୁବାରିଷ୍ଟର ଏହି ମୁକ୍ତ ସଂଗ୍ରାମରେ ଜଣେ ପ୍ରମୁଖ ଯୋଦ୍ଧା ଥିଲେ । ଆଜି କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ…
ଜ୍ଞାନବାପି ପରିସର ସର୍ଭେ ଉପରେ ଜାରି ରହିବ ସ୍ଥଗିତାଦେଶ, ଗୁରୁବାର ପୁଣି ହେବ ଶୁଣାଣି
ନୂଆଦିଲ୍ଲୀ: ବାରଣାସୀର ବିବାଦୀୟ ଜ୍ଞାନବାପି ପରିସରରେ ଏଏସ୍ଆଇ ସର୍ଭେ ଉପରେ ସ୍ଥଗିତାଦେଶକୁ ଆଲହାବାଦ ହାଇକୋର୍ଟ ବଢାଇ ଦେଇଛନ୍ତି । ଏହି ମାମଲା ଉପରେ ଗୁରୁବାର ଅପରାହ୍ନ ୩ଟା ୩୦ ମିନିଟ୍ରେ କୋର୍ଟ ପୁଣି ଶୁଣାଣି…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଲେ ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର
ଭୁବନେଶ୍ୱର: ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ସହରୀ ଭିତ୍ତିଭୂମି, ଜଳବାୟୁ ପରିବର୍ତ୍ତନ,…