Browsing Category
Breaking News
କାଲି ଏହି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ, ଜିଲ୍ଲାପାଳଙ୍କ ଘୋଷଣା
ଭୁବନେଶ୍ବର: କାଲି ଅର୍ଥାତ୍ ସୋମବାର ଦିନ ମୟୂରଭଞ୍ଜରେ ସ୍କୁଲ ବନ୍ଦ ନେଇ ଘୋଷଣା କରାଯାଇଛି । ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ନେଇ ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ।
ମୟୂରଭଞ୍ଜରେ ସ୍କୁଲ ଛୁଟି-…
Big Breaking: ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା, ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ
ଭୁବନେଶ୍ବର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏନେଇ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି ।
ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ…
ଓ୍ବେଟିଂ ଟିକେଟ ଥିବା ଯାତ୍ରୀଙ୍କୁ ଆଶ୍ବସ୍ତି, ଏଣିକି 8 ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ ଟ୍ରେନର ଚାର୍ଟ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଚାର୍ଟିଂ ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ କରିଛି । ଚାର୍ଟ ପ୍ରସ୍ତୁତ କରିବା ପାଇଁ ସମୟ ବୃଦ୍ଧି କରି ରେଳବାଇ ଓ୍ବେଟିଂରେ ଥିବା ଟିକେଟଧାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି । ଏବେ ଟ୍ରେନ୍…
ତ୍ରିଭାଷା ନୀତିରୁ ପଛକୁ ହଟିଲେ ମହାରାଷ୍ଟ୍ର ସରକାର, ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତି ବାତିଲ କଲେ
ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ପ୍ରଥମ ଶ୍ରେଣୀରୁ ହିନ୍ଦୀକୁ ବାଧ୍ୟତାମୂଳକ କରିବାର ନିଷ୍ପତ୍ତିକୁ ବାତିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି ଏହା ଘୋଷଣା କରିଛନ୍ତି । ଶିବସେନା (ଉଦ୍ଧବ ଠାକରେ)…
ଆଜି ବି ଅଧାରେ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ
କେନ୍ଦ୍ରାପଡ଼ା: ଆଜି ବି ଅଧାରେ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ। ତୁଳସୀ କ୍ଷେତ୍ର ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରାରେ ଅବ୍ୟବସ୍ଥା। ପୂର୍ବବର୍ଷ ଭଳି ଚଳିତ ବର୍ଷ ବି ଅଧାରେ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ।
ବାମ ମୋଡ଼…
କାଲି 5 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ
ପୁରୀ: କାଲି ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ହେବ ଏହି ସ୍ୱତନ୍ତ୍ର ନୀତି।
ବନକଲାଗି ନୀତି…
IND vs ENG : ଟିମ୍ ଇଣ୍ଡିଆକୁ ରୋକିବା ପାଇଁ ଇଂଲଣ୍ଡ କରିଥିଲା ଏହି ପ୍ଲାନ, ହେଡିଙ୍ଗଲି ଟେଷ୍ଟ ଜିତିବା ପରେ ଖୋଲିଲା ରହସ୍ୟ
ନୂଆଦିଲ୍ଲୀ: ହେଡିଙ୍ଗଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ଭାରତ ବିପକ୍ଷରେ 5 ୱିକେଟ୍ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ରେ ଇଂଲଣ୍ଡର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ନିଜ ଦଳକୁ…
କଂଗ୍ରେସ ବିଧାୟକ କଲେ ବଡ଼ ଖୁଲାସା, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର!
ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ ବିଧାୟକ ଏଚ୍.ଏ. ଇକବାଲ ହୁସେନ ରବିବାର ଏକ ଦାବି କରିଛନ୍ତି । କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର…
ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଏବେ ଇଡକୋର ଅଧ୍ୟକ୍ଷ ଅଛନ୍ତି
ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ୧୯୯୬ ବ୍ୟାଚର ଆଇଏଏସ ଅଫିସର ଶାଶ୍ୱତ ମିଶ୍ରଙ୍କୁ ନୂଆ ଦାୟିତ୍ୱ ମିଳିଛି ।
ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ…
ଅଳ୍ପକେ ବଞ୍ଚିଗଲେ ଲାଲୁଙ୍କ ଗେହ୍ଲା ପୁଅ ତେଜସ୍ୱୀ, ମଞ୍ଚରେ ଭାଷଣା ଦେଲାବେଳେ ଘଟିଲା ଅଘଟଣ
ପାଟନା: ବିହାର ନିର୍ବାଚନ ପାଇଁ ଆଜିକାଲି ଆରଜେଡି ନେତା ତେଜସ୍ୱୀ ଯାଦବ ବହୁତ ପରିଶ୍ରମ କରୁଛନ୍ତି। ବିଭିନ୍ନ ଜିଲ୍ଲା ଗସ୍ତ, ବିଭିନ୍ନ ସ୍ଥାନରେ ରାଲି, ବିଭିନ୍ନ ସମାଜ ସହିତ ଆଲୋଚନା ଚାଲିଛି।
ରବିବାର ରାଜଧାନୀ…