Browsing Category
Breaking News
ଲୋକଙ୍କୁ କାର୍ ଚଢାଇ ଗୁଳିମାଡ଼ କଲା ଦୁର୍ବୃତ୍ତ: ଘଟଣାସ୍ଥଳରେ ୧୦ ମୃତ, ୩୦ ଆହତ
ନୂଆଦିଲ୍ଲୀ: ନୂଆ ବର୍ଷରେ ଘଟିଲା ଅଘଟଣ, ନ୍ୟୁ ଅର୍ଲିନ୍ସରେ ଭିଡ଼ ଭିତରକୁ ମାଡିଆସିଲା କାର୍ ଚକଟି ହୋଇଗଲେ ଲୋକ। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା କୁହାଯାଉଛି।
ନ୍ୟୁ…
ନୂଆବର୍ଷରେ ନବୀନଙ୍କୁ ତେରଛା ବାଣ ମାରିଲେ ତଥାଗତ, ‘ଓଡ଼ିଆ ଲୋକେ ଏତେ ବୋକା ନୁହନ୍ତି, ଅଣ୍ଡରଏଷ୍ଟିମେଟ କରନ୍ତୁ ନାହିଁ’
ଭୁବନେଶ୍ବର: ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ତଥାଗତ ସତପଥୀ । ବିଜେଡି କାହିଁକି ହାରିଲା ଆଜି ସେନେଇ ଏକ ସମ୍ପାଦକୀୟ ଲେଖିଛନ୍ତି । ଯାହାକି ନୂଆବର୍ଷରେ ଚର୍ଚ୍ଚାର ବିଷୟ ସାଜିଛି । ପରାଜୟ ପାଇଁ…
ଚିକେନ ନେଇ ଫେରୁଥିବା ବେଳେ ଖଣ୍ଡାରେ ଖଣ୍ଡ ଖଣ୍ଡ, ଗାଁ ଦାଣ୍ଡରେ ପଡିଛି ଖଣ୍ଡ ବିଖଣ୍ଡିତ ମୃତଦେହ
ଭୁବନେଶ୍ବର: ନୂଆବର୍ଷର ଖୁସିର ଦିନରେ ଗାଁରେ ପଡିଲା ରକ୍ତଛିଟା । ଚିକେନ ଆଣି ଫେରୁଥିବା ବେଳେ ଖଣ୍ଡାରେ ଖଣ୍ଡ ଖଣ୍ଡ କଲା ଯୁବକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରେ ଘଟିଛି ଏହି ଛାତିଥରା ହତ୍ୟାକାଣ୍ଡ । କାମାକ୍ଷାନଗର…
Breaking: ନୂଆବର୍ଷରେ ପଦୋନ୍ନତି ଦେଲେ ମୋହନ ସରକାର, ଡିଜି ପାହ୍ୟାକୁ ଗଲେ ୩ IPS
ଭୁବନେଶ୍ବର: ନୂଆବର୍ଷ ଆରମ୍ଭରୁ ଖୁସି ଖବର ଦେଲେ ରାଜ୍ୟ ସରକାର । ପୁଣି 3 ଆଇପିଏସଙ୍କୁ ମିଳିଲା ପଦୋନ୍ନତି । 3ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ୧୯୯୩ ବ୍ୟାଚ୍ର ୩ IPSଙ୍କ ଡିଜି ପାହ୍ୟାକୁ…
ଆହୁରି ୨-୪ ଡିଗ୍ରୀ କମିବ ତାପମାତ୍ରା, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ହେବ ପ୍ରବଳ ଶୀତ
ଭୁବନେଶ୍ୱର- ଶୀତ ଆହୁରି ରାଜ୍ୟକୁ କଲବଲ କରିବ । କାଲୁଆ ପବନ ସହ କୁହୁଡି ପାଇଁ ରାଜ୍ୟବାସୀ ଆହୁରି ହନ୍ତସନ୍ତ ହେବା ନେଇ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୭ ଦିନନ ପାଗ ଶୁଖିଲା ନେଇ ଆକଳନ ।
ଆଞ୍ଚଳିକ ପାଣିପାଗ…
ନୂଆବର୍ଷରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କୁ ବଡ ଭେଟି, ବିଭିନ୍ନ କ୍ଷେତ୍ରରେ ମିଳିବ ଫାଇଦା
ନୂଆଦିଲ୍ଲୀ- ନୂଆବର୍ଷରେ ଚାଷୀଙ୍କ ପାଇଁ ଆସିଲା ବଡ ଖବର । ଚାଷୀଙ୍କୁ ଅତିରିକ୍ତ ସବସିଡି ସହ ପିଏମ ଫସଲ ବୀମା ଆବଣ୍ଟନ ରାଶି ବଢାଇଲେ କେନ୍ଦ୍ର ସରକାର । କ୍ୟାବିନେଟରେ ଏହି ନିଷ୍ପତ୍ତିରେ ଲାଗିଲା ମୋହର । ପିଏମ ବୀମା…
ପୁରୀରେ ଭକ୍ତଙ୍କୁ ଗଣିଲା AI, ଚଳିତ ଥର ରେକର୍ଡ ଭାଙ୍ଗିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା
ପୁରୀ: ଆଜି ନୂଆବର୍ଷ ଅବସରରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି କାଳିଆ ଦର୍ଶନ ପାଇଁ ପାଇଁ ପୁରୀରେ ଲମ୍ବା ଲାଇନ ଲଗାଇଛନ୍ତି । ଏହି ଭିଡ଼କୁ ଦୃଷ୍ଟି ରଖାଯାଇ…
Breaking: ଆୟୁଷ୍ମାନ ଯୋଜନାରେ ମହିଳାଙ୍କୁ ମିଳିବ ଅଧିକ ୫ ଲକ୍ଷ ବୀମା ସୁବିଧା, ଖୁବଶୀଘ୍ର ରାଜ୍ୟରେ ହେବ ଲାଗୁ
ଭୁବନେଶ୍ୱର: ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କର ବୀମା ସୁବିଧା ମିଳିବ । ଏ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ରାଜ୍ୟରେ ଖୁବ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହି…
ଜାନୁଆରୀ ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସୁଦ୍ଧା ସରିବ ଇ-କେୱାଇସି ପ୍ରକ୍ରିୟା । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଇ-କେୱାଇସି ପାଇଁ ବାହାର ରାଜ୍ୟକୁ ଯିବେ ଅଧିକାରୀ । ନିକଟରେ ଗୋଆକୁ…
(Big Breaking) ନୂଆବର୍ଷରେ ନୂଆ ରାଜ୍ୟପାଳ ପାଇବ ରାଜ୍ୟ, ୩ରେ ନେବେ ଶପଥ
ଭୁବନେଶ୍ୱର- ନୂଆ ବର୍ଷରେ ନୂଆ ରାଜ୍ୟପାଳ ପାଇବ ଓଡିଶା । ଆସନ୍ତା ୩ ତାରିଖରେ ହରିବାବୁ କମ୍ଭମପତି ଶପଥପାଠ କରିବେ । ତେଣୁ ଆସନ୍ତା କାଲି ସେ ଭୁବନେଶ୍ୱରରେ ପହଞ୍ଚିବେ । ଅପରାହ୍ନ ୩ଟାରେ ସେ ଭୁବନେଶ୍ୱରରେ ପହଞ୍ଚି…