Browsing Category

Breaking News

ମିଚେଲ ମାର୍ଶଙ୍କ ବିରୋଧରେ ମାମଲା ରୁଜୁ: ବିଶ୍ୱକପ୍ ଟ୍ରଫିକୁ ଅପମାନ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ନାଁରେ ଥାନାରେ ଏତଲା। ବିଶ୍ୱକପ୍ ଟ୍ରଫିକୁ ପାଦ ତଳେ ରଖି ସେ ଭାରତୀୟଙ୍କୁ ଅସମ୍ମାନ କରିଥିବା ନେଇ ଦିଲ୍ଲୀ ଗେଟ୍ ପୋଲିସ ଷ୍ଟେସନରେ ମାର୍ଶଙ୍କ…

ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର; BMC

ଭୁବନେଶ୍ୱର: ରାଜଧାନୀକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ ଜାରି ରହିଛି । ଯାହାକୁ ନେଇ ଭୁବନେଶ୍ୱର ମହାନଗର ନିଗମଃ(ବିଏମସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ ହେବାକୁ ଯାଉଛି। ସମସ୍ତ ନିରାଶ୍ରୟ…

‘ସୁଧୁରି ଯାଅ ଭାଇ…’ ବିବାଦୀୟ ବୟାନକୁ ନେଇ ପାକିସ୍ତାନକୁ ଚେତାବନୀ ଦେଲେ ଶାମୀ

ନୂଆଦିଲ୍ଲୀ: ବିଶ୍ୱକପ ହାରିବାର ଦୁଃଖରୁ ବାହାରି ପାକିସ୍ତାନକୁ କାଉଣ୍ଟର ଆଟାକ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ । ବିଶ୍ୱକପରେ ତାଙ୍କ ବୋଲିଂକୁ ନେଇ ହୋଇଥିବା ବିବାଦୀୟ ବୟାନ୍ ଉପରେ ସେ ଚେତାବନୀ…

ଆମାଜନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି ହେବା କେତେଦୂର ଗ୍ରହଣୀୟ?

ଓଡିଶା ଭାସ୍କର; ପୁରୀ ଜଗନ୍ନାଥ ମନ୍ଦିର ବଡ଼ଦେଉଳ ବା ଶ୍ରୀମନ୍ଦିର ନାମରେ ସାରା ବିଶ୍ୱରେ ପରିଚିତ । ଯେଉଁ ମନ୍ଦିରକୁ ଏକ ରହସ୍ୟମୟ ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହାର ତୁଳସୀ, ନିର୍ମାଲ୍ୟ ଟିକିଏ ପାଇବା ଲାଗି କାହିଁ…

ଜାନୁୟାରୀ ୧୫ରୁ ଆରମ୍ଭ ହେବ ଧନୁଯାତ୍ରା: ୧୧ ଦିନ ପାଇଁ କମ୍ପିବ ବରଗଡ଼ ସହର

ବରଗଡ଼: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମୟ । ଆସନ୍ତା ଜାନୁୟାରୀ ୧୫ ତାରିଖରୁ ଆରମ୍ଭ ହେବ ଦେଶର ସର୍ବବୃହତ ଖୋଲା ପେଣ୍ଡାଲ ଯାତ୍ରା । ଜାନୁୟାରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ…

ମାଙ୍କଡ ଦେହରେ ଲାଗିଲା ଭୂତ! ଛୋଟ ଛୁଆକୁ ଉଠାଇ ନେଇ ଖାଇଗଲା ମାଙ୍କଡ

ବାଲେଶ୍ୱର: ବର୍ତ୍ତମାନ ସାରା ଦେଶରେ ବ୍ୟାପିବାରେ ଲାଗିଛି ପଶୁପକ୍ଷୀଙ୍କ ଆତଙ୍କ । କେଉଁଠି ହାତୀ ତ କେଉଁଠି କୁମ୍ଭୀର-ସାପ ଆକ୍ରମଣରେ ଯାଉଛି ସାଧାରଣ ଲୋକଙ୍କ ଜୀବନ । ତେବେ ବାଲେଶ୍ୱର ଏସବୁ ପରେ ଏବେ ମାଙ୍କଡ଼ ମଧ୍ୟ…

BIG BREAKING; ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ୱ

ଓଡିଶା ଭାସ୍କର; IAS ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାବେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅତିରିକ୍ତ…

Breaking News; ଆତଙ୍କୀ ଆକ୍ରମଣରେ ୨ ବୀର ଯବାନ୍ ସହିଦ୍: ଜାମ୍ମୁ କାଶ୍ମୀରରେ ଫାୟାରିଂ ଜାରି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରଜୌରୀ ବାଜୀ ମାଲ୍ ଅଞ୍ଚଳରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସେନା ଏବଂ ଆତଙ୍କବାଦୀ । ଉଭୟ ପକ୍ଷରୁ ଗୁଳି ବିନିମୟ ମଧ୍ୟରେ ଭାରତର ୨ ବୀର ଯବାନ ସହୀଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ…

ସାପ ପାଇଁ ରାତିଦିନ ଭୁଲିଗଲାଣି ପୋଲିସ, ଛକ ଛକରେ ଲାଗିଛି ୱାଣ୍ଟେଡ୍ ପୋଷ୍ଟର

ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡର ଟିଲବର୍ଗ ସହରରେ ଏକ ସାପ ଆତଙ୍କର କାରଣ ପାଲଟିଛି । ଏବେ ଏହି ସାପକୁ ସହରର ପୋଲିସ ସହ ସ୍ଥାନୀୟ ନଗରପାଳିକା କର୍ମଚାରୀ ବି ଖୋଜିବାରେ ଲାଗି ପଡିଛନ୍ତି । କେବଳ ଏତିକି ନୁହେଁ ପୋଲିସ ଏହାର…

ରାମଲୀଳାରେ ଦୁର୍ବୃତ୍ତଙ୍କ ବାଣ ମାଡ଼, ରାମଙ୍କୁ ବଞ୍ଚାଇବାକୁ ଯାଇ ଲକ୍ଷ୍ମଣ ଲହୁଲୁହାଣ

ଓଡିଶା ଭାସ୍କର; ରାମଲୀଳାରେ ଦୁର୍ବୃତ୍ତଙ୍କ ବାଣ ମାଡ଼ । ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ଧୋବାଖାଲ ନୃସିଂହ ମନ୍ଦିର ନିକଟରେ ହେଉଥିବା ରାମଲୀଳାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଲକ୍ଷ୍ମଣ…