CHARIDHAM
Browsing Category

Breaking News

ପୂର୍ବତଟ ରେଳବାଇ ପକ୍ଷରୁ ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‍ର ଟ୍ରାଏଲ ରନ୍‍ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଚାଲିବାକୁ ଥିବା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‍ ଆଜି ପରୀକ୍ଷାମୂଳକ ଭାବେ ଚଳାଚଳ କରିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହାକୁ ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ୍‍ ରନ୍‍ କରାଯାଇଛି । ଏହି…

ସେୟାର ବଜାରରେ ଉତ୍ସାହର ପ୍ରଭାବ, ଅଗଷ୍ଟ ମାସରେ SIP ମାଧ୍ୟମରେ ମ୍ୟୁଚୁଆଲ ଫଣ୍ଡରେ ହେଲା ରେକର୍ଡ ନିବେଶ

ନୂଆଦିଲ୍ଲୀ: ସେୟାର ବଜାରରେ ଜାରି ରହିଥିବା ଉତ୍ସାହ ମଧ୍ୟରେ ଅଗଷ୍ଟ ମାସରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ପାଞ୍ଚ ମାସର ସର୍ବୋଚ୍ଚ ସ୍ତର ୨୦,୨୪୫ କୋଟି ଟଙ୍କାରେ ପହଞ୍ଚିଛି । ସେହିଭଳି ଅଗଷ୍ଟ ମାସରେ ସିଷ୍ଟମେଟିକ୍…

ଦିୱାଲୀ ପୂର୍ବରୁ ଝଟକା ଦେଲେ ମୁଖ୍ୟମନ୍ତ୍ରୀ: ରାଜଧାନୀରେ ବାଣ ଉପରେ ଲଗାଇଲେ ବ୍ୟାନ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପର ଜିକମିକ ଆଲୁଅ ସାଙ୍ଗକୁ ବାଣର ଶବ୍ଦର ସମ୍ଭାର ହେଉଛି ଏହି ପବିତ୍ର ଦୀପାବଳି ପର୍ବ । କିନ୍ତୁ ଆଲୋକର ଏହି ପର୍ବକୁ କିଛି ଦିନ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ…

ଘର ବିକ୍ରି କରିବାକୁ ମନା କରିବାରୁ ବାଥରୁମରେ ସ୍ତ୍ରୀ’କୁ…., ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ : ନୋଏଡାର ସେକ୍ଟର-୩୦ରେ ଥିବା ଘରେ ରବିବାର ଦିନ ଏକ ଶବ ଉଦ୍ଧାର ହୋଇଥିଲା । ଶବ ଥିଲା ସୁପ୍ରିମ କୋର୍ଟର ମହିଳା ଓକିଲଙ୍କର । ୨ ଦିନ ଫୋନ ନ ଉଠାଇବାରୁ ମହିଳା ଓକିଲଙ୍କ ଭାଇ ପୋଲିସରେ ଖବର ଦେଇଥିଲେ । ଏହା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମହିଳା ମୃତ, ଟ୍ରକକୁ ପିଟିଲା ଭ୍ୟାନ

ତାମିଲନାଡୁ: ତାମିଲନାଡୁରେ ସୋମବାର ସକାଳୁ ସକାଳୁ ଏକ ଭୀଷଣ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏକ ଟ୍ରକ ୭ ଜଣ ମହିଳାଙ୍କ ଉପରେ ମାଡିଯିବା ପରେ ଭ୍ୟାନକୁ ପଛରୁ ପିଟିଛି । ଫଳରେ ୭ଜଣ ମହିଳାଙ୍କର ମୃତ୍ୟୁ ଘଟିଛି ।…

କାନାଡ଼ାରେ ପୁଣି ଖଲିସ୍ତାନ ସମର୍ଥନ ନାରାବାଜି: PM ମୋଦୀ, ଅମିତ ଶାହା, ଜୟଶଙ୍କରଙ୍କୁ ଧମକ

ନୂଆଦିଲ୍ଲୀ: ପୁଣିଥରେ କାନାଡ଼ାରେ ଖଲିସ୍ତାନ ସମର୍ଥନକୁ ନେଇ ଆରମ୍ଭ ହୋଇଛି ନାରାବାଜି । ଏହାସହିତ ଭାରତ ବିରୋଧୀ ଜନମତ ସଂଗ୍ରହ ଉପରେ ଏକ ଆୟୋଜନ ମଧ୍ୟ କରାଯାଇଛି । ଏହାକୁ ନେଇ ଜି-୨୦ ସମ୍ମିଳନୀରେ କାନାଡ଼ାର…

ଶିବଙ୍କ ରୂପରେ ଆସୁଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ: ତୃତୀୟ ଥର ସାଜିବେ ଭଗବାନ!

ମୁମ୍ବାଇ: ପୁଣିଥରେ ପୌରାଣିକ ବିଷୟବସ୍ତୁକୁ ନେଇ ପରଦାକୁ ଆସୁଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ । ଆଦିପୁରୁଷରେ 'ରାଘବ' ଚରିତ୍ର ପରେ ଏବେ ଦେବ ଦେବ ମହାଦେବଙ୍କ ରୂପରେ ନଜର ଆସିବେ ରିବେଲ ଷ୍ଟାର । ୬୦୦ କୋଟିରେ ପ୍ରସ୍ତୁତ…

‘କାନ୍ଧରେ ହାତ ରଖିବା, କପଡ଼ା ଟାଣିବା… ଅପରାଧ’: ପୋକ୍ସୋ ମାମଲାରେ ହାଇକୋର୍ଟଙ୍କ ରାୟ

ଭୋପାଳ: ପୋକ୍ସୋ ଆକ୍ଟ ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଜଣେ ଯୁବତୀ କିମ୍ବା ମହିଳାଙ୍କ କପଡ଼ା ଟାଣିବା କିମ୍ବା ତାଙ୍କ କାନ୍ଧରେ ହାତ ରଖିବା ଯୌନ ଅପରାଧର ଅନ୍ତର୍ଭୁକ୍ତ ହେବ । ଜଣେ ବ୍ୟକ୍ତିଙ୍କ…

Bali was Bali, Delhi is Delhi… ନୂଆଦିଲ୍ଲୀ ଘୋଷଣାପତ୍ରକୁ ନେଇ ଏମିତି କାହିଁ କହିଲେ ଜୟଶଙ୍କର?

ନୂଆଦିଲ୍ଲୀ: ଜି୨୦ ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରୀ ମିଳିଛି । ତେବେ ନୂଆଦିଲ୍ଲୀ ଘୋଷଣାନାମା ଏବଂ ବାଲି ଘୋଷଣାନାମା ମଧ୍ୟରେ ତଳନାକୁ ନେଇ ମନ୍ତବ୍ୟ ଦେଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.…

ଜନ୍ମଦିନରେ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ: ଆରମ୍ଭ ହେବ ‘ଆୟୂଷ୍ମାନ ଭବଃ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ପାଳିବେ ନିଜର ୭୩ତମ ଜନ୍ମ ଦିବସ । ତେବେ ଏହି ଅବସରରେ ଦେଶବାସୀଙ୍କ ପାଇଁ ଏକ ବଡ଼ ଉପହାର ଆଣିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୧୭ ଅର୍ଥାତ୍ ମୋଦୀଙ୍କ…