
Browsing Category
Breaking News
“ଆମେ ଏବେ ଶାରୀରିକ ସମ୍ପର୍କ ରଖି ପାରିବା ନାହିଁ”, ଚଉଠି ରାତିରେ ରାଜାଙ୍କୁ ଏମିତି ଭୂଆଁ ବନାଇଥିଲେ ସୋନମ
ନୂଆଦିଲ୍ଲୀ: ଇନ୍ଦୋରର ପରିବହନ ବ୍ୟବସାୟୀ ରାଜା ରଘୁବଂଶୀ ଜୁନ୍ 2 ତାରିଖରେ ସୋନମ ରଘୁବଂଶୀଙ୍କୁ ବିବାହ କରି ଖୁବ ଖୁସି ଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ, ଯାହାଙ୍କ ସହିତ ସେ ସୁନ୍ଦର ସ୍ୱପ୍ନ ଦେଖିଥିଲେ, ସେ ତାଙ୍କୁ…
(Video) ରାଜା ରଘୁବଂଶୀ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଉପରେ ରାଗିଗଲେ ବ୍ୟକ୍ତି, କ୍ୟାମେରା ସାମ୍ନାରେ ଚାପୁଡ଼ା ମାରିଲେେ
ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଇନ୍ଦୋରର ଦେବୀ ଅହଲ୍ୟାବାଇ ହୋଲକର ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ରାଜା ରଘୁବଂଶୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ସେଠାରେ ଉପସ୍ଥିତ ଜଣେ ଯାତ୍ରୀ…
ଭୂମିକମ୍ପ ଝଟକାରେ କମ୍ପି ଉଠିଲା ଭୂଇଁ, ଭୟରେ ଘରୁ ପଦାକୁ ପଳାଇ ଆସିଲେ ଲୋକେ
ନୂଆଦିଲ୍ଲୀ: ଆମେରିକାର ଲସ ଆଞ୍ଜେଲ୍ସରେ ମଙ୍ଗଳବାର ଦିନ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି କାରଣରୁ ଲୋକେ ଭୟଭୀତ ହୋଇଛନ୍ତି। ଏହି ଭୂମିକମ୍ପର ତୀବ୍ରତା ୩.୪ ତୀବ୍ରତା ରହିଛି। ଅନ୍ୟ କେତେକ ଅଞ୍ଚଳରେ ହାଲୁକା…
୧୦ ଦିନ ପରେ ପୁଣି ଫାଇନାଲ ଖେଳିବେ ଶ୍ରେୟସ ଆୟର, ଏଥର ଟ୍ରଫି ପକ୍କା!
ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ଜୁନ୍ ୧୨ ତାରିଖରେ ଆଉ ଏକ ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଏଥର ସେ ଜୁନ୍ ୧୨ ତାରିଖରେ ୱାଙ୍ଖେଡେ ଷ୍ଟାଡିୟମ୍ ପଡ଼ିଆରେ ଟାଇଟଲ୍ ଜିତିବାକୁ ପ୍ରବେଶ କରିବେ…
ମୁସଲମାନମାନେ ସର୍ବାଧିକ ଦ୍ରୁତ ବୃଦ୍ଧି ପାଉଛନ୍ତି, ପଛରେ ପଡ଼ିଲେ ହିନ୍ଦୁ…
ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟା ୨୦୧୦ ରୁ ୨୦୨୦ ମଧ୍ୟରେ ବୃଦ୍ଧି ପାଇଛି, ଏବଂ ଅଧିକାଂଶ ଧର୍ମୀୟ ଗୋଷ୍ଠୀ ଏହି ଦଶନ୍ଧିରେ ସମାନ ବୃଦ୍ଧି ଦେଖିଛନ୍ତି, ଏକ ସମ୍ପ୍ରତି ପ୍ରକାଶିତ ରିପୋର୍ଟ କହିଛି।
ଖ୍ରୀଷ୍ଟିୟାନ ଧର୍ମ…
Axiom Mission-4 ପୁଣି ହେଲା ସ୍ଥଗିତ, ଶୁଭାଂଶୁ ଶୁକ୍ଳାଙ୍କୁ ଆଜି ସନ୍ଧ୍ୟାରେ ଭରିବାର ଥିଲା ଉଡାଣ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯିବା ସ୍ୱପ୍ନରେ ବ୍ରେକ୍ ଲାଗିଛି। ଶୁଭାଂଶୁ ଏବଂ ଅନ୍ୟ ୩ ଜଣଙ୍କୁ ନେଇ ଇଣ୍ଟରନେସନାଲ ସ୍ପେସ ଷ୍ଟେସନ ଯିବାକୁ ଥିବା ଅକ୍ସିଓମ-୪କୁ ସ୍ଥଗିତ…
ଅଫିସ ହେଉ କି ମଲ୍…ଏବେ 20°C ତଳେ ଚାଲିବନି AC!
ନୂଆଦିଲ୍ଲୀ: ଭାରତରେ ଏସି ବ୍ୟବହାରକୁ ନେଇ ଏକ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି । ଏବେ ଏସିର ତାପମାତ୍ରା 20 ଡିଗ୍ରୀ ସେଲସିୟସ୍ ରୁ କମ୍ ଏବଂ 28 ଡିଗ୍ରୀ ସେଲସିୟସ୍ ରୁ ଅଧିକ ରଖାଯାଇପାରିବ ନାହିଁ ।
ସେ ଘର,…
ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା; ଲୋକାରଣ୍ୟ ବଡ଼ଦାଣ୍ଡକୁ ଜଗିବ AI
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିଛି। ଭକ୍ତଙ୍କ ଗହଳି ନେଇ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ଜାରି କରାଯାଇଛି।
ପୁରୀରେ ଟ୍ରାଫିକ ବ୍ୟବସ୍ଥାକୁ…
ଆନ୍ଧ୍ରପ୍ରଦେଶ ସଡ଼କ ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ 2ଜଣ ବ୍ୟକ୍ତିଙ୍କ ସହିତ ଜଣେ ଶିଶୁ ପ୍ରାଣ ହରାଇଥିବା ଜଣାପଡ଼ିଛି । ଶ୍ରୀକାକୁଲମ ଜିଲ୍ଲାର କୋଟାବୋମାଲି ମଣ୍ଡଳ ଅନ୍ତର୍ଗତ…
ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ
ଭୁବନେଶ୍ବର: ଆଜି ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବର୍ତ୍ତମାନ ସ୍ନାନ ବେଦୀକୁ ବିଜେ କରୁଛନ୍ତି ଶ୍ରୀ ଜଗନ୍ନାଥ ।
ଭୋରରୁ ପହଣ୍ଡି ଆରମ୍ଭ ହୋଇସାରିଛି । ମହାପ୍ରଭୁଙ୍କର ଏହି ଦିବ୍ୟ ଦର୍ଶନ ଦେଖିବା…