Browsing Category

Breaking News

ଏବେ ନିଶା ନୁହେଁ, ସାପ ବିଷକୁ ବି ନେଇ ବେପାର: ରାକେଟ ଧରିଲା ବନ ବିଭାଗ

ବାଲେଶ୍ୱର: ବାଲେଶ୍ୱର ବାଲିଆପାଳରେ ଏକ ଅଜବ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ନାଗସାପର ବିଷକୁ ନେଇ ବ୍ୟବସାୟ ଆରମ୍ଭ କରି ଦେଇଛି ମଣିଷ ସମାଜ । ଯାହା ବର୍ତ୍ତମାନ ରେଡ ବେଳେ ପୋଳିସ ହାତରେ ଧରା ପଡ଼ିଛି । ସାପ ବିଷ…

Video : ଆତଙ୍କ ଖେଳାଉଛି କୁମ୍ଭୀର : ଯାଜପୁରରେ ମହିଳାଙ୍କ ନେଲା ଜୀବନ

ଯାଜପୁର : ବର୍ତ୍ତମାନ ରାଜ୍ୟରେ କୁମ୍ଭୀର ଆତଙ୍କ ଖେଳିଯାଇଛି । ପୁଣି ଜଣେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର । ନଦୀରେ ଲୁଗାପଟା ସଫା କରୁଥିବା ସମୟରେ କୁମ୍ଭୀର ଆସି ଟାଣିନେଲା । ମହିଳା ଜଣକ ହେଲେ ବରୀ ବ୍ଲକ ଅମଠପୁର…

ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା : ୧୩ ଜିଲ୍ଲାକୁ ୟେଲୋୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ରାଜ୍ୟରେ ପୁଣି ସକ୍ରିୟ ହେଉଛି ପାଣିପାଗ । ଆଜିଠାରୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ…

ଦେଶରେ ସର୍ବନିମ୍ନ ସ୍ଥାନରେ ଜନ୍ମହାର: ସଂଖ୍ୟା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଉଛନ୍ତି ଚୀନ ସରକାର

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରରେ ଜନ୍ମହାର ସଂଖ୍ୟା ବର୍ତ୍ତମାନ ନିମ୍ନଗାମୀ ହେବାରେ ଲାଗିଛି । ଧିରେ ଧିରେ ଚୀନର ଜନ୍ମହାର ବର୍ତ୍ତମାନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ୨୦୨୨ ମସିହାରେ ଦେଶ ଜନ୍ମହାର ସର୍ବନିମ୍ନ ୧.୦୯କୁ…

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ପୁରୀ-ଭୁବନେଶ୍ୱରରେ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ । ପୁରୀ ଏବଂ ଭୁବନେଶ୍ୱରରେ…

ହିମାଚଳରେ ବର୍ଷା ଓ ଭୂସ୍ଖଳନ: ୬୦ ଜଣଙ୍କ ମୃତ୍ୟୁ ପରେ ବି ଉଦ୍ଧାରକାର୍ଯ୍ୟ ଜାରି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସହିତ ଭୂସ୍ଖଳନ ବର୍ତ୍ତମାନ ଭୟଙ୍କର ତାଣ୍ଡବ ରଚିଛି । ସବୁଆଡ଼େ ବିତ୍ପତି ଯୋଗୁଁ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ…

ସ୍ୱାଧୀନତା ଦିବସ ପାଳନ ତ ଦୂରର କଥା, ଏଠି ଖଣ୍ଡେ ତ୍ରିରଙ୍ଗା ପତାକା ବି ଉଡି ପାରିଲା ନାହିଁ

ଓଡିଶା ଭାସ୍କର; ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ଯାହାକୁ ନେଇ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ସାରା ଦେଶବାସୀ । ସକାଳର ନୂଆ ସୁରୁଜରେ ଭାରତ ମାତା ଫରଫର କରି ଉଡାଇଛି ତାର ତ୍ରିରଙ୍ଗା…

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ଏହା ମୋଦୀଙ୍କ ଶେଷବର୍ଷ, ଆଗାମୀ ବର୍ଷ ଲାଲକିଲ୍ଲାରେ…

ଓଡିଶା ଭାସ୍କର; ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ନିଜ…

ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ଉତ୍ତେଜନା, ଗେଟ୍ ବାହାରେ ତ୍ରିରଙ୍ଗା ଧରି ବସିଲେ ଛାତ୍ରଛାତ୍ରୀ

ଓଡିଶା ଭାସ୍କର: ଆଜି ସାରା ଦେଶ ପାଳୁଛି ସ୍ୱାଧୀନତାର ୭୭ତମ ବର୍ଷ । ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଶୁଭୁଛି ଭାରତ ମାତାର ଜୟ ଗାନ । ଆଉ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ଦେଶର ପ୍ରତ୍ୟେକ ସ୍ଥାନ । ଜାତି, ଭେଦ ଭାବ,…

ବୁର୍ଜ ଖଲିଫାରେ ଚମକିଲା ତ୍ରିରଙ୍ଗା, ହେଲେ ଏହି ଅନୁମତି ପାଇଁ ଦୁଇଦିନ ପୂର୍ବରୁ ହତାସ ହୋଇଥିଲେ ପାକିସ୍ତାନୀ

ଓଡିଶା ଭାସ୍କର: ଆଜି ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି ସାରା ଭାରତ ବର୍ଷ । ଦେଶର ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଝଲସୁଛି ଭାରତ ମାତାର ତ୍ରିରଙ୍ଗା ପତାକା ଜ୍ଝ କିନ୍ତୁ ଗତକାଲି ଭାରତକୁ ଦୁବାଇ ଜଣାଇଛି ତାର ସମ୍ମାନ…