Browsing Category

Breaking News

(Video) ଦୁଇଭାଇ ଆଉ ବାପା ଚାଲିଗଲା ପରେ ଏବେ ସହିଦ ହୋଇଗଲେ ସୁଶାନ୍ତ: ଘର ହୋଇଗଲା ପୁରୁଷଶୂନ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଇବ ଯାହାକୁ ଦୁଃଖ ଦେବ ତାହାକୁ ରୋକିବାର ଶକ୍ତି କାହାର ନଥାଏ । ଅନେକ ସମୟରେ ଟିକିଏ ଦୁଃଖ କାରଣରୁ ଆମର ଆଖିରୁ ଲୁହ ଝରିଯାଏ । ମାତ୍ର ଥରେ ଭାବନ୍ତୁ ଯେଉଁ ପରିବାରର ବାପା, ଭାଇ ଅଳ୍ପ ଦିନ…

କୌଣସି ବି ସଂଗଠନରେ କର୍ମଚାରୀଙ୍କର ଅଭିଯୋଗ କରିବାର ସ୍ୱଭାବିକ ଅଧିକାର ରହିଛି, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ମଦୁରାଇ: ମାଡ୍ରାସ ହାଇକୋର୍ଟ ଏକ ମାମଲାରେ ନିଜର ରାୟ ଶୁଣାଇ କହିଛନ୍ତି ନିଜର କ୍ଷୋଭ ପ୍ରକାଶ କରିବା କର୍ମଚାରୀଙ୍କର ଅଧିକାର । କୋର୍ଟ ଏହି ନିଷ୍ପତ୍ତି ତାମିଲନାଡୁ ଗ୍ରାମ୍ୟ ବ୍ୟାଙ୍କର ଜଣେ କର୍ମଚାରୀଙ୍କର ପୋଷ୍ଟକୁ…

MMS ପାଇଁ ଶୁଭଲକ୍ଷ୍ମୀଙ୍କୁ କରାଯାଉଥିଲା କି ବ୍ଲାକମେଲିଂ?

ଭୁବନେଶ୍ୱର; ବାର ଗାର୍ଲ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଧୀରେ ଧୀରେ ବଢ଼ିବାରେ ଲାଗିଛି ସସପେନ୍ସ । ସପ୍ତାହେ ତଳେ ଭୁବନେଶ୍ୱର ଦୀପାଳି ବାର ଆଣ୍ଡ ହୋଟେଲର ରୁମ୍ ନମ୍ବର ୨୦୫ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଯୁକ୍ତ…

ରାସ୍ତା ପାର ହେଉଥିବା ବେଳେ ବାଘୁଣୀକୁ ପିଟିଦେଲା କାର୍, ଛଟପଟ ହୋଇ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୋନ୍ଦିଆ-କୋହମାରା ହାଇୱେ ନିକଟସ୍ଥ ମୁରଡୋଲୀ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତ୍ରୀରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସଡକ ପାର କରୁଥିବା ଏକ ବାଘୁଣୀକୁ ପିଟି ଦେବାରୁ ତାହାର ମୃତ୍ୟୁ ଘଟିଛି…

ଅଗଷ୍ଟ ୧୨ରେ ହେବ ନାହିଁ ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ: ହାଇକୋର୍ଟ ଲଗାଇଲେ ରୋକ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ)ର ନିର୍ବାଚନ ଅଗଷ୍ଟ ୧୨ ତାରିଖରେ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ତେବେ ଆସନ୍ତାକାଲି ହେବାକୁ ଥିବା ଏହି ନିର୍ବାଚନ ହେବ ନାହିଁ । ପଞ୍ଜାବ- ହରିୟାଣା…

ଗୋଇଠିରେ ଯନ୍ତ୍ରଣା ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ, ତୁରନ୍ତ ମିଳିବ ଆରାମ

ନୂଆଦିଲ୍ଲୀ:ଗୋଇଠିରେ ଯନ୍ତ୍ରଣା ହେଉଥିବା ନେଇ ବହୁ ଲୋକ ଅଭିଯୋଗ କରିଥାନ୍ତି । ଏହି କାରଣୁ ସେମାନେ ଚଲାବୁଲା ବି କରିପାରନ୍ତି ନାହିଁ । କିଛି ଲୋକ ସକାଳେ ବିଛଣାରୁ ଶୋଇକରି ଉଠିବା ପରେ ତୁରନ୍ତ ଏହି ଯନ୍ତ୍ରଣା ଅନୁଭବ…

ନକ୍ସଲ ଆକ୍ରମଣରେ ଓଡ଼ିଆ ଯବାନ ସହିଦ: ଦେଶ ପାଇଁ ଜୀବନ ଦେଲେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡରୁ ଆସିଛି ଏକ ବଡ଼ ଖବର । ଝାଡ଼ଖଣ୍ଡରେ ନକ୍ସଲମାନେ ଯବାନଙ୍କ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି ଜଣେ ଓଡ଼ିଆ ପୁଅ । ନକ୍ସଲଙ୍କ…

ସାବଧାନ! ଆସିବ ନୂଆ ଆଇନ, ଗଣଦୁଷ୍କର୍ମୀଙ୍କୁ ମିଳିବ ମୃତ୍ୟୁଦଣ୍ଡ…

ଓଡିଶା ଭାସ୍କର; ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଏବେ ସାରା ଦେଶ ଉଠୁଛି ଓ ପଡୁଛି । ଦେଶରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ନଥିବା ଅଭିଯୋଗ ଆଣିଛନ୍ତି ପ୍ରାୟ ସମସ୍ତ ବିରୋଧୀ ଦଳ । ଏମିତି କି କେନ୍ଦ୍ର ସରକାରଙ୍କ…

୪ଟି ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କିଛି ବ୍ୟାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ତେବେ ନିକଟରେ ଆରବିଆଇ ୪ଟି ବ୍ୟାଙ୍କ ଉପରେ ଜରିମାନା ଲାଗୁ…

CMCର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ମହାନଗର ନିଗମ (ସିଏମସି)ର ପ୍ରଥମ ମେୟର ତଥା ପୂର୍ବତନ ବିଧାୟିକା ନିବେଦିତା ପ୍ରଧାନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । କିଛିଦିନ ଧରି ନିବେଦିତା…