Browsing Category

Breaking News

ଭାରତରେ ରେଳ ଦୁର୍ଘଟଣା ଘଟୁଛି କାହିଁକି: ଏଥିପାଇଁ ଦାୟୀ କିଏ, ଏହା ପଛରେ ରହିଛି ଅନେକ କାରଣ, ସମାଧାନ କିପରି ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଘଟଣା ପଛର କାରଣ ଓ ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ…

ସପ୍ତାହ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର : ବିଳମ୍ବରେ ହେଉ ପଛେ ମୌସୁମୀ କେରଳ ଛୁଇଁଛି । ପ୍ରାୟ ଏକ ସପ୍ତାହ ବିଳମ୍ବରେ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ଏନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି । ଆଗାମୀ ଦୁଇ ଦିନରେ ଅଧିକ ଅଞ୍ଚଳରେ ମୌସୁମୀ…

ପ୍ରକୃତିଙ୍କ ମହାନତା ; ଟ୍ରେନ୍ ଟ୍ରାଜେଡି ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ଦେଲେ

ଭୁବନେଶ୍ୱର : ସବୁବେଳେ ଚର୍ଚ୍ଚାରେ ଥିବା ପ୍ରକୃତି ମିଶ୍ରଙ୍କ ମହାନତା ଦେଖିବାକୁ ମିଳିଛି । ଟ୍ରେନ୍ ଟ୍ରାଜେଡିର ପୀଡିତଙ୍କ ପାଇଁ ସେ ଆଗକୁ ଆସି ସହାୟତାର ହାତ ବଢାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ…

ବଢୁଛି ଯୁଦ୍ଧର ଆଶଙ୍କା, ଏଆଇର ଗଡଫାଦର କହିଲେ ବଡ ବିପଦର କାରଣ ହେବାକୁ ଯାଉଛି ରୋବଟ୍ ସୈନିକ

ନୂଆଦିଲ୍ଲୀ:ଏବେ ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ନେଇ ବିଶ୍ୱ ଦୁଇ ଭାଗ ହୋଇଯାଇଛି । ଏହି ପରିସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ବଢିବାରେ ଲାଗିଛି । ବିଶ୍ୱରେ ଗୋଟିଏ ପଟେ ଏବେ ପରମାଣୁ ଯୁଦ୍ଧର ଆଶଙ୍କା ବଢିବାରେ…

ଜୁନ ୭ରୁ ଲାଗୁହେଲା ନୂଆ ନିୟମ: କୋଟି କୋଟି ବ୍ୟାଙ୍କ ଗ୍ରାହକଙ୍କୁ ଝଟକା, ଏଣିକି ଗଣିବାକୁ ପଡ଼ିବ ଅଧିକ ଅର୍ଥ

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ନିକଟରେ ବ୍ୟାଙ୍କ ପକ୍ଷରୁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ଦେଶର…

ଆରବିଆଇ ମୁଦ୍ରାସ୍ଫୀତି : ରେପୋ ରେଟ୍ ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ – ଗଭର୍ଣ୍ଣରଙ୍କ ସୂଚନା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ । ଏହି ହାର ୬.୫୦ ପ୍ରତିଶତରେ ହିଁ ଅପରିବର୍ତ୍ତିତ ରହିଛି । ମୁଦ୍ରା ନୀତି କମିଟିର ଦୁଇ ଦିନିଆ ବୈଠକ ପରେ ଆରବିଆଇ ଗଭର୍ଣ୍ଣର…

ମାଆର ମମତା ଆଗରେ ସବୁ ତୁଚ୍ଛ.. ସଂସଦରେ ଶିଶୁକୁ ସ୍ତନ୍ୟପାନ କରାଇବାକୁ ମିଳିଲା ଅନୁମତି

ଇଟାଲୀ : କୁହାଯାଏ ମାଆର ମମତା ଆଗରେ ସବୁ ତୁଚ୍ଛ । ମାଆ ଚାହିଁଲେ ତା ପିଲା ପାଇଁ ସବୁ କରିପାରିବ । ତା’ ପିଲାର ସୁରକ୍ଷା ପାଇଁ ସବୁ ପରିସ୍ଥିତି ସହ ଲଢିପାରିବ । ଏହାକୁ ସତ ବୋଲି ପ୍ରମାଣ କରିଛନ୍ତି ଇଟାଲୀର ଜଣେ ମହିଳା…

ମୃତକ ଓ ଆହତଙ୍କୁ ନେଇ ବଢ଼ୁଛି ସମସ୍ୟା: ୧୨୭ ଯାତ୍ରୀ ଗଲେ କୁଆଡ଼େ, ଚିନ୍ତା ବଢ଼ାଉଛି ପଡ଼ୋଶୀ ରାଜ୍ୟର ନିଖୋଜ ଯାତ୍ରୀ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ଶହ ଶହ ପରିବାରକୁ ସର୍ବସ୍ୱାନ୍ତ କରିଦେଇଥିବା ବେଳେ ଏବେ ବି ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏହି ଦୁର୍ଘଟଣାର ଆହତଙ୍କୁ ବିଭିନ୍ନ…

ସରକାରୀ କର୍ମଚାରୀଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବଢ଼ିଲା: ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୩୧ ତାରିଖରେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।…

କୋଲହାପୁରରେ ହିଂସା : ୩୬ ଜଣ ଗିରଫ, ସହରରେ ଇଣ୍ଟରନେଟ୍ ବନ୍ଦ, ୧୪୪ ଧାରା ଲାଗୁ

କୋଲହାପୁର : ମହାରାଷ୍ଟ୍ରର କୋଲହାପୁରରେ ହୋଇଥିବା ହିଂସାକାଣ୍ଡ ପରେ ପୋଲିସ ଆକସନ୍ ମୋଡକୁ ଆସିଛି । ପୋଲିସ ମୋଟ ୩୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି । ସମ୍ପ୍ରତି ଘଟଣାର ଗୁଜବକୁ…