Browsing Category

Breaking News

DC vs PBKS: ପ୍ରଭାସିମ୍ରନଙ୍କ ଶତକ, ଦିଲ୍ଲୀ ଆଗରେ ବିଜୟ ଲକ୍ଷ୍ୟ ୧୬୮ ରନ୍‌

ନୂଆଦିଲ୍ଲୀ: ପ୍ରଭାସିମ୍ରନ ସିଂଙ୍କ ଲଢୁଆ ଶତକୀୟ ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଦଳ ୭ ୱିକେଟ୍ ହରାଇ ଦିଲ୍ଲୀ କ୍ୟାପିଟାଲସ ଆଗରେ ୧୬୭ ରନ୍ ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆଜି ପଞ୍ଜାବ ପାଇଁ ଅଧିନାୟକ ଶିଖର ଧାୱନଙ୍କ…

କେବଳ ଭାରତ ନୁହେଁ, ସାରା ଦୁନିଆର ଆଖି ଖୋଲୁଛି ‘The kerala Story’, ଆମେରିକା ଏବଂ କାନାଡାର ୨୦୦ରୁ ଅଧିକ ହଲରେ ହୋଇଛି ରିଲିଜ

ନୂଆଦିଲ୍ଲୀ: "ଦ କେରଳ ଷ୍ଟୋରୀ", ଯାହା ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ଆଇଏସ୍) ର ବିପଜ୍ଜନକ କାର୍ଯ୍ୟ ବିଷୟରେ ସତ୍ୟକୁ ସାରା ବିଶ୍ୱରେ ସାମ୍ନାକୁ ଆଣିଛି, କେବଳ ଭାରତୀୟ ସିନେମା ହଲରେ ନୁହେଁ ବରଂ ଏହା…

ଆସିଲା ରାଘବ ଚଡ୍ଡା-ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧର ପ୍ରଥମ ଫଟୋ, ପୁରା ପରିବାର ଉତ୍ସବର ମାହୋଲ

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟାଇ ସେହି ଶୁଭ ସମୟ ଆସିଛି ଆଉ ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧର ଶେଷ ହୋଇଛି। ଆଗକୁ ସେମାନେ ଆନୁଷ୍ଠାନିକ ଭାବରେ ବିବାହ ବନ୍ଧନରେ ବାନ୍ଧି ହେବେ। ପରିବାର ଏବଂ…

ଭୁବନେଶ୍ୱରଠାରେ ଆସନ୍ତାକାଲି ଆରମ୍ଭ ହେବ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଆସନ୍ତାକାଲି ଭୁବନେଶ୍ୱରଠାରେ ଆରମ୍ଭ ହେବ । ଏହି ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ତଥା ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନର…

Video: ମ୍ୟାଚ ମଝିରେ କୋହଲି..କୋହଲି ଚିଲାଇ ଗୌତମ ଗମ୍ଭୀରଙ୍କ ଉପରକୁ ଚପଲ ପକାଇଲେ ଦର୍ଶକେ, ଅଟକିଲା ଖେଳ

ହାଇଦ୍ରାବାଦ: ଶନିବାର ହାଇଦ୍ରାବାଦରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ ରେ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଏଲଏସଜି…

ସମୁଦ୍ର ସୀମାରେ ଜବତ ହେଲା ୧୨୦୦୦ କୋଟିର ହିରୋଇନ, ଏପର୍ଯ୍ୟନ୍ତ ଏହା ସବୁଠାରୁ ବଡ ପୁନରୁଦ୍ଧାର

କୋଚି: କୋଚିର ସାମୁଦ୍ରିକ ସୀମାରେ ବିପୁଳ ପରିମାଣରେ ନିଶାଦ୍ରବ୍ୟ ଜବତ କରାଯାଇଛି। ଭାରତୀୟ ନୌସେନା ସହିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା କରାଯାଇଥିବା ଏହା ହେଉଛି ସବୁଠାରୁ ବଡ ଅପରେସନ୍। ଏନସିବି ଏବଂ…

ବନ୍ଦ ଘରୁ ଉଦ୍ଧାର ହେଲା ୩ ମୃତ ଦେହ, ହତ୍ୟା ସନ୍ଦେହ

ସମ୍ବଲପୁର: ଏକ ବନ୍ଦ ଘରୁ ୩ଟି ମୃତ ଦେହ ଉଦ୍ଧାର କରିବା କଥା ସାମ୍ନାକୁ ଆସିଛି । ସେହି ଘରୁ ମା’ ଓ ୨ ଶିଶୁଙ୍କ ମୃତଦେହ ଠାବ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏହା ଏକ ହତ୍ୟା ମାମଲା…

ପୂରନଙ୍କ ବିସ୍ପୋରକ ବ୍ୟାଟିଂ: ହାଇଦ୍ରାବାଦ୍‌କୁ ହରାଇ ପ୍ଲେ ଅଫ୍ ଆଶା ବଞ୍ଚାଇ ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ହାଇଦ୍ରାବାଦ୍‌: ଚଳିତ ଆଇପିଏଲ୍ ସିଜିନ୍‌ର ୫୮ ତମ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଲକ୍ଷ୍ନୌ। ଏହି ମ୍ୟାଚ୍ ଦୁଇ ଟିମ୍ ପାଇଁ ଗୁରୁତ୍ୱପୁର୍ଣ୍ଣ ଥିବା ବେଳେ ବାଜି ମାରି ନେଇଛି ଲକ୍ଷ୍ନୌ। ପ୍ରଥମେ ବ୍ୟାଟିଂ କରି…

ବିଜୟ ଉତ୍ସବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ: କହିଲେ-‘ଝାରସୁଗୁଡ଼ାର ବିକାଶ ପାଇଁ ବିଜେଡି ଅଧିକ ଗୁରୁତ୍ୱ ଦେବ’

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିପୁଳ ଭୋଟ ପାଇଁ ବିଜୟୀ ହୋଇଛନ୍ତି ଦୀପାଳି ଦାସ। ଫଳଫଳ ଘୋଷଣା ପରେ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଝାରସୁଗୁଡା ବିଜୟ ଉତ୍ସବ ପାଳନ କରାଯାଉଛି। ଏହି ଉତ୍ସବରେ…

ଲକ୍ଷ୍ନୌକୁ ୧୮୩ ରନ୍ ଟାର୍ଗେଟ୍ ଦେଲା ହାଇଦ୍ରାବାଦ, ହେନେରିକ୍ କ୍ଲାସନ୍ ଏବଂ ଅବଦୁଲ ସମଦଙ୍କ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ

ଚଳିତ ଆଇପିଏଲ୍ ସିଜିନ୍‌ର ୫୮ ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ମୁକାବିଲା ଚାଲିଛି । ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୧୮୩ ରନ୍‌ର ବିଜୟ ଲକ୍ଷ୍ୟ…