Browsing Category
Breaking News
BJB ମାଡ଼ମରା ଘଟଣା: ୪ ଛାତ୍ରଙ୍କୁ ସସପେଣ୍ଡ କଲେ କଲେଜ କର୍ତ୍ତୃପକ୍ଷ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ କଲେଜରେ ଘଟିଥିବା ମାଡ଼ମରା ଘଟଣାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ମାଡ଼ ମାରିଥିବା ୪ ଛାତ୍ରଙ୍କୁ କଲେଜରୁ ସସପେଣ୍ଡ…
ମଣିଷ ଶବରୁ ପ୍ରସ୍ତୁତ ହେବ ଖତ; ଜାଣନ୍ତୁ କେଉଁ ଦେଶ ଆରମ୍ଭ କଲା ଏହି ପ୍ରକ୍ରିୟା
ନୂଆଦିଲ୍ଲୀ: ଖତ ପାଇଁ ବିଭିନ୍ନ ଉପାୟ ଆରମ୍ଭ କରାଯାଉଛି । ବର୍ତ୍ତମାନ ସମୟରେ ଘରୁ ବାହାରୁଥିବା ଅଳିଆକୁ ଲୋକମାନେ ନଫୋପାଡ଼ି ଏଥିରୁ ଖତ ପ୍ରସ୍ତୁତ କରୁଛନ୍ତି । ଖତ ପ୍ରସ୍ତୁତ କରିବା ପାଇଁ ସାଧାରଣତଃ ଲୋକମାନେ ଓଦା…
ବିଶ୍ଵ କ୍ରୀଡା ଇତିହାସରେ ଯୋଡିହେଲା ସ୍ଵର୍ଣ୍ଣିମ ଅଧ୍ୟାୟ:ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ…
(Video) ସାଥୀକୁ ଝୁରୁଛି ସାଥୀ: ନେଉଳ ଆକ୍ରମଣରେ ଆଖି ବୁଜିଲା ନାଗୁଣୀ, ହୃଦୟ ଫଟାଇ ଝୁରୁଛି ନାଗ
ନୂଆଦିଲ୍ଲୀ: ସାପ-ନେଉଳକୁ ନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭିଡିଓ ସବୁ ଭାଇରାଲ୍ ହୋଇଥାଏ । ତେବେ ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ନାଗୁଣୀର ମୃତ୍ୟୁ ପରେ ତାକୁ ଝୁରୁଛି ନାଗ । ଅନେକ ସମୟରେ ଏଭଳି…
ଫେବ୍ରୁଆରୀ ୨୧ରୁ ଓସିଏସ୍ –୨୦୨୧ ମୁଖ୍ୟ ପରୀକ୍ଷା
କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ ସି ) ଦ୍ଵାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ(ଓସିଏସ୍)-୨୦୨୧ ମୁଖ୍ୟ ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୨୧ ତାରିଖଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ…
BSNL ପକ୍ଷରୁ ବାହାରିଲା ୧୧,୭୦୫ଟି ପଦବୀ: ଡିସେମ୍ବର ୩୧ ପୂର୍ବରୁ ଆବେଦନ କରନ୍ତୁ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ପକ୍ଷରୁ ୧୧,୭୦୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଜୁନିୟର ଟେଲିକମ୍ ଅଫିସର ପଦରେ ନିଯୁକ୍ତି…
ପୁଷ ପୁନୀ ପାଇଁ ୧୧ ଜିଲ୍ଲାରେ ସ୍ଥାନୀୟ ଛୁଟି ଦିବସ ଘୋଷଣା କରାଯାଉ:ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର: ଓଡ଼ିଶାର ପଶ୍ଚିମାଞ୍ଚଳ ରେ ଗଣ ପର୍ବ ଭାବେ ପାଳନ ହୁଏ ପୁଷ ପୂର୍ଣ୍ଣିମା। ନୂଆଁଖାଇ ପରେ ଏହା ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ପର୍ବ । ତେବେ ଏହି ପର୍ବ କୁ ସ୍ଥାନୀୟ ଛୁଟି ଦିବସ ରୂପେ ଘୋଷଣା କରିବା…
(Video) ଏ କେମିତିକା ବାହାଘର ! ସମସ୍ତଙ୍କ ଆଗରେ କନିଆକୁ ସିନ୍ଦୁର ପିନ୍ଧାଉଛି ପ୍ରେମିକ, ଆବା-କାବା ହୋଇ ଚାହିଁ ବସିଛି ବର
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର-କନ୍ୟା ସହ ଜଡ଼ିତ ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି । ବିବାହ ଋତୁ ଶେଷ ହେଉ ହେଉ ଅନେକ ଭିଡିଓ ଅନଲାଇନରେ ସାମ୍ନାକୁ ଆସିଛି । କିଛି ଭିଡିଓକୁ ଦେଖିଲେ ଲୋକମାନେ ହସି ହସି…
ହଲ୍ଦ୍ୱାନୀ ଜବରଦଖଲ ଉଚ୍ଛେଦ ଉପରେ ସୁପ୍ରିମ୍ କୋର୍ଟର ଶୁଣାଣି, କହିଲେ ଗୋଟିଏ ରାତିରେ ୫୦ ହଜାର ଲୋକଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଉରାତାରାତି ୫୦ ହଜାର ଲୋକଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ କହି ଉତ୍ତରାଖଣ୍ଡର ହଲ୍ଦ୍ୱାନୀ ଅଞ୍ଚଳରେ ଥିବା ରେଳବାଇ ଜମିରୁ ଜବରଦଖଲ ହଟାଇବା ଲାଗି ଉତ୍ତରାଖଣ୍ଡ…
ରେଲୱେରେ ସରକାରୀ ଚାକିରି ପାଇବାର ସୁଯୋଗ: ଖାଲି ପଡ଼ିଛି ୭୯୧୪ ପଦବୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ସରକାରୀ ଚାକିରି ଖୋଜୁଥିବା ଯୁବପୀଢ଼ିମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ଭାରତୀୟ ରେଲୱେରେ ମୋଟ ୭,୯୧୪ ପଦବୀ ପାଇଁ ଖାଲି ପଡ଼ିଛି । ଏଥିପାଇଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ…