fbpx
Browsing Category

Breaking News

ପୀୟୁଷଙ୍କ ପରେ ପୁଷ୍ପରାଜ ଜୈନଙ୍କ ଘରେ ଆଇଟି ରେଡ୍, ଲଞ୍ଚ କରିଥିଲେ ସମାଜବାଦୀ ଅତର

ନୂଆଦିଲ୍ଲୀ: କାନପୁରରେ ଅିର ବ୍ୟବସାୟୀ ପୀୟୁଷ ଜୈନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଆୟପର ବିଭାଗ ଏବେ ପୁଷ୍ପରାଜ ଜୈନଙ୍କ ଘରେ ଚଢ଼ାଉ କରିଛି । ପୁଷ୍ପରାଜ ଜୈନ ସମାଜବାଦୀ ପାର୍ଟିର ଏମଏଲସି ହୋଇଥିବା ସହ ସେ ସମାଜବାଦୀ…

ବଢ଼ିଲା ଚିନ୍ତା: ଦେଶରେ ଦିନକରେ ୧୬,୭୬୪ ପଜିଟିଭ୍ ଚିହ୍ନଟ, ହଜାରେ ଟପିଲା ଓମିକ୍ରନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ କରୋନା ସଂକ୍ରମଣ ଆଜି ୧୫ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଦେଶରେ ୨୨୦ କରୋନା ଆକ୍ରାନ୍ତଙ୍କ…

ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କଲେ ମେଡିକାଲ୍ ଛାତ୍ରୀ

ନୂଆଦିଲ୍ଲୀ: ମୌଲାନା ଆଜାଦ୍ ମେଡିକାଲ୍ କଲେଜ୍ ର ଜଣେ ୧୯ ବର୍ଷୀୟା ଛାତ୍ରୀ ଗୁରୁବାର ଦିନ ସକାଳ ସମୟରେ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ହଷ୍ଟେଲ୍ ରୁମ୍ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ୍ କହିଛି ।…

ପୁଣି ବିବାଦ ଘେରରେ ଦିଦି: ରାଜ୍ୟ ସରକାରଙ୍କ ମନୋମୁଖୀ ଶାସନ ବିରୋଧରେ ଗର୍ଜିଲେ ରାଜ୍ୟପାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ତ୍ତମାନ ଜାତୀୟ ରାଜନୀତିରେ ଏଣ୍ଟ୍ରି ମାରିବା ସହ ବିଭିନ୍ନ ରାଜ୍ୟରେ ଟିଏମସିର ଚାରା ରୋପଣ କରିବାରେ ଲାଗିଛନ୍ତି । ଦିଦିଙ୍କର ଏକଛତ୍ରବାଦୀ ନୀତି କାହାକୁ…

ଭୁଲରେ ୭୫ ହଜାର ଗ୍ରାହକଙ୍କ ଖାତାକୁ ଚାଲିଗଲା ୧୩୦୩ କୋଟି ଟଙ୍କା, ଆଦାୟ କରିବା ବେଳକୁ ବ୍ୟାଙ୍କ୍ କର୍ମଚାରୀ ହଟହଟା

ନୂଆଦିଲ୍ଲୀ: ବ୍ରିଟେନରେ ସେଣ୍ଟେଣ୍ଡର୍ ବ୍ୟାଙ୍କ କ୍ରିସମସ୍ ରେ ନିଜର ଗ୍ରାହକଙ୍କୁ ଭୁଲରେ ୧୩ କୋଟି ପାଉଣ୍ଡ ଅର୍ଥାତ୍ ୧୩୦୩ କୋଟି ଟଙ୍କା ଜମା କରିଦେଇଛି । ଏହି ଟଙ୍କା ପ୍ରାୟ ୭୫ ହଜାର ଗ୍ରାହକଙ୍କ ଖାତାକୁ ଚାଲିଯାଇଛି…

(ଭିଡ଼ିଓ) ଭାରତରେ ପ୍ରଥମ ଓମିକ୍ରନ ମୃତ୍ୟୁ, WHOର ଚେତାବନୀ-‘ଆସିପାରେ ସୁନାମୀ’

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । କରୋନାର ଏହି ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ଦେଶରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ…

ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ଗାଙ୍ଗୁଲି, କିନ୍ତୁ ବିରାଟଙ୍କ ନାଁ ଧରିଲେ ନାହିଁ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନରେ ପ୍ରଥମ ଏସିଆ ଦେଶ ଭାବେ ଭାରତ ଟେଷ୍ଟ ମ୍ୟାଚ ଜିତିଥିଲା । ଏହି ବିଜୟ ଫଳରେ ଅଧିନାୟକ ବିରାଟ କୋହଲି ଏକ କୀର୍ତ୍ତମାନ ସ୍ଥାପନ କରିଛନ୍ତି । ଏକମାତ୍ର କ୍ୟାପ୍ଟେନ…

ଚେନ୍ନାଇରେ ବର୍ଷାର ତାଣ୍ଡବ: ୪ ଜିଲ୍ଲାକୁ ରେଡ୍ ଆଲର୍ଟ, ଏବେସୁଦ୍ଧା ୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଚେନ୍ନାଇରେ ପ୍ରବଳବର୍ଷା ରେକର୍ଡ କରାଯାଇଛି । ବର୍ଷା ଯୋଗୁୁଁ ବିଭିନ୍ନ ରାଜ୍ୟର ସ୍ଥିତି ବିଗିଡ଼ି ଯାଇଛି । ଏହି ପରିପ୍ରେକ୍ଷୀରେ ୪ଟି ଜିଲ୍ଲାକୁ ରେଡ୍ ଆଲର୍ଯ ଜାରି କରାଯାଇଛି । ତେବେ ପ୍ରବଳ ବର୍ଷା…

ବୁର୍ଖା ପିନ୍ଧି ଫିଲ୍ମ ଦେଖିବାକୁ ସିନେମା ହଲରେ ପହଞ୍ଚିଲେ ସାଇ ପଲ୍ଲବୀ, ସାମନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ସିନେମା ଦେଖିବାକୁ କେବଳ ସାଧାରଣ ଲୋକ ପାଗଳ ନୁହନ୍ତି ବରଂ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି । ଗୋଟିଏ ଫିଲ୍ମକୁ ଲୋକଙ୍କ ତରଫରୁ ମିଳୁଥିବା…

ନୂଆବର୍ଷରେ ସମସ୍ତ ଗାଡ଼ିଚାଳକଙ୍କ ପାଇଁ ସରକାରଙ୍କ ଉପହାର: DL, RC ପରି ସମସ୍ତ ପରିବହନ ସେବା ମିଳିବ ଅଧା ଖର୍ଚ୍ଚରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରିବହନ ବିଭାଗ ପକ୍ଷରୁ ସମସ୍ତ ସମସ୍ତ ଜନସାଧାରଣଙ୍କୁ ନୂଆ ବର୍ଷ ଉପଲକ୍ଷେ ଭେଟି ଦିଆଯାଇଛି । ଏଣିକି ଗାଡ଼ି ପଞ୍ଜିକରଣ, ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଭଳି ସମସ୍ତ ପରିବହନ ସେବା ଅଧା…