Browsing Category

Breaking News

ରାଜ୍ୟର ସମସ୍ତ ସରକାରୀ ବିଭାଗରୁ ପେଟ୍ରୋଲ, ଡିଜେଲ ଗାଡ଼ି ହଟିଯିବ: ଲାଗୁହେବ ବିଦ୍ୟୁତଚାଳିତ ଯାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟର ସରକାରୀ ବିଭାଗରୁ ପେଟ୍ରୋଲ ଓ ଡିଜେଲ ଚାଳିତ କାର ହଟିଯିବ । ଉକ୍ତ ସ୍ଥାନରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାର କରାଯିବ । ସମସ୍ତ ମନ୍ତ୍ରୀ, ଅଧିକାରୀମାନେ ବିଦ୍ୟୁତଚାଳିତ ଯାନ…

ରାଜଧାନୀର ଗଛ, ଖୁଣ୍ଟ, କାନ୍ଥରେ ବ୍ୟାନର ଓ ପୋଷ୍ଟର ଲଗାଇଲେ କଠୋର କାର୍ଯ୍ୟାନୁଷ୍ଠାନ: ନିର୍ଦ୍ଦେଶନାମା ଜାରି କଲା BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜଧାନୀ ଭୁବନେଶ୍ୱରରେ କୌଣସି ବେଆଇନ ପୋଷ୍ଟର, ବ୍ୟାନର ଲଗାଯାଇ ପାରିବ ନାହିଁ । ବିଶେଷ କରି ଗଛ, ଖୁଣ୍ଟ ଓ କୌଣସି କାନ୍ଥରେ ପୋଷ୍ଟର ନ ଲାଗିବା ନେଇ ଭୁବନେଶ୍ୱର ମହାନଗର ନିଗମ…

୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା: ଆଗାମୀ ୪ ଦିନ ଯାଏଁ ଭିଜିବ ସାରା ଓଡିଶା

ଭୁବନେଶ୍ୱର: ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଅଥୟ କରିଦେଇଛି । କିନ୍ତୁ ଏବେ ଏହି ତାତିରୁ ମୁକ୍ତି ମିଳିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳରୁ…

Vivo ମୋବାଇଲ କିଣିଲେ ମିଳୁଛି ୪ ହଜାର ଟଙ୍କାର CashBack: FIFA ୱାର୍ଲ୍ଡ କପ୍ ଟିକେଟ ବି ଜିତିପାରନ୍ତି

ନୂଆଦିଲ୍ଲୀ: ଭିଭୋ ତରଫରୁ ତା’ର ଗ୍ରାହକଙ୍କ ପାଇଁ ଏକ ଶାନଦାର ଅଫର ଲଞ୍ଚ କରାଯାଇଛି । ଏଥିରେ ଆପଣଙ୍କୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ମିଳୁଛି । ଏଥିସହିତ ଆପଣମାନେ କତାରଠାରେ ଅନୁଷ୍ଠିତ ହେବାକୁ ଥିବା ଫିଫା…

Rourkela Steel Plant ପକ୍ଷରୁ ବାହାରିଲା ୩୩୩ଟି ଚାକିରି, ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଆ ସୁଯୋଗ

ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ), ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ୩୩୩ଟି ପଦବୀ ପାଇଁ ଚାକିରି ବାହାରିଛି । କାର୍ଯ୍ୟନିର୍ବାହୀ ଓ ଅଣକାର୍ଯ୍ୟନିର୍ବାହୀ ପଦବୀ…

ବ୍ରହ୍ମାସ୍ତ୍ର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ନୁହେଁ, ଏହାଠାରୁ ଭୟଙ୍କର ବିନାଶକାରୀ ଅସ୍ତ୍ର ପ୍ରାଚୀନ କାଳରେ ଥିଲା

ପ୍ରାଚୀନ କାଳରେ ହିନ୍ଦୁ ଶାସ୍ତ୍ରରେ ବ୍ରହ୍ମାସ୍ତ୍ରକୁ ସବୁଠାରୁ ବିନାଶକାରୀ ଅସ୍ତ୍ର ଭାବେ ବିବେଚନା କରାଯାଇଛି । ଏହି ଅସ୍ତ୍ରର ପ୍ରୟୋଗ ଦ୍ୱାରା ବିଶ୍ୱରେ ପ୍ରକମ୍ପ ସୃଷ୍ଟି ହେଉଥିଲା । ରାମାୟଣ ଓ ମହାଭାରତରେ ଦେବତା ଓ…

ଆସିଲା ସାଇରସ୍ ମିସ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଏମିତି ହୋଇଥିଲା ମୃତ୍ୟୁ …

ନୂଆଦିଲ୍ଲୀ: ସାଇରସ୍ ମିସ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁ ପଛର ଅସଲ କାରଣ ସାମ୍ନାକୁ ଆସିଛି | ସେପ୍ଟେମ୍ବର ୪ତାରିଖରେ କାର ଦୁର୍ଘଟଣାରେ ତାଙ୍କର ଏବଂ ଜହାଙ୍ଗିର ପଣ୍ଡୋଲେ ଘଟଣା ସ୍ଥଳରେ…

EWSକୁ ସରକାରୀ ଚାକିରି, ଆଡମିସନ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ କି ନା, ୧୩ରେ ଆସିବ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ଦେଶରେ ଆର୍ଥକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ)ଙ୍କୁ ସରକାରୀ ଚାକିରି, ଆଡମିସନ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ କି ନାହିଁ, ସେ ନେଇ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଏନେଇ ସୁପ୍ରିମକୋର୍ଟ…

ପାକିସ୍ତାନଠାରୁ ହାରିବା ପଡ଼ିଲା ମହଙ୍ଗା: ତଥାପି ଟିମ୍ ଇଣ୍ଡିଆ ଖେଳିବ ଫାଇନାଲ, ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ: ଏସିଆ କପର ସୁପର-୪ ପର୍ଯ୍ୟାୟରେ ଭାରତ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ପରାସ୍ତ ହେବା ପରେ ମୁସ୍କିଲ ବଢ଼ିଯାଇଛି । ଏବେ ଭାରତ ଫାଇନାଲରେ ପହଞ୍ଚିବ ପାରିବ କି ନା ସେନେଇ ଆଶଙ୍କା ସୃଷ୍ଟି ହୋଇଛି ।…

NEET UG Result 2022:ଜାଣନ୍ତୁ କିଭଳି ଆଉ କେଉଁଠୁ ଜାଣିପାରିବେ ଆପଣଙ୍କ ଫଳାଫଳ

ନିଟ ୟୁଜି ରେଜଲ୍ଟ ୨୦୨୨ : ଜାତୀୟ ଯୋଗ୍ୟତା ଏଜେନ୍ସି / NTA ର ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା, ସ୍ନାତକୋତ୍ତର / ନିଟ ୟୁଜି ୨୦୨୨ ଫଳାଫଳ ଶୀଘ୍ର ପ୍ରକାଶ ହୋଇପାରେ । ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ…