Browsing Category

Breaking News

ରାଜଧାନୀରେ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଝୁଲନ୍ତା ଅବସ୍ଥାରେ ମିଳିଲା ନର୍ସିଂ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ୱର: ରାଜଧାନୀର ଘରୋଇ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁଣି ଜଣେ ନର୍ସିଂ ଛାତ୍ରୀ  ହାରିଛନ୍ତି ଜୀବନ । ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ କଲେଜ ହଷ୍ଟେଲରୁ ମିଳିଛି ଛାତ୍ରୀଙ୍କ ମୃତଦେହ ।…

ଚିଲିକା ଡଙ୍ଗାବୁଡି ଘଟଣା: ୨ ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ଚିଲିକାରେ ଡଙ୍ଗାବୁଡ଼ି ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧରା ହୋଇଛି । ରବିବାର ସନ୍ଧ୍ୟାରେ ଭୋଜି ସାରି ଫେରୁଥିବାବେଳେ ଗମ୍ଭାରୀଗାଁ ନିକଟ କାଳିଜାଈକୁଦାରେ ବୁଡ଼ିଯାଇଥିଲା ଡଙ୍ଗା । ଡଙ୍ଗାରେ ୧୩ ଜଣ ଥିଲେ…

ଷ୍ଟ୍ରେସ ନେବା ଦ୍ୱାରା ହୋଇଥାଏ କି’ ମିସକ୍ୟାରେଜ୍? ଜାଣନ୍ତୁ ଗର୍ଭବସ୍ଥାରେ ଚିନ୍ତା ଦୂର କରିବାର ଟିପ୍ସ

ଗର୍ଭବସ୍ଥା ସମୟରେ ମହିଳାଙ୍କ ଜୀବନରେ କେବଳ ଶାରୀରିକ ପରିବର୍ତ୍ତନ ହୋଇନଥାଏ ବରଂ ଭାବନାତ୍ମକ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଏଥିପାଇଁ ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏଭଳି ଏକ…

King Kohliଙ୍କ ବ୍ୟାଟ ଗର୍ଜନରେ କମ୍ପିଲା ଷ୍ଟାଡିୟମ, ପାକିସ୍ତାନକୁ ୧୮୨ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଏସିଆର କପର ସୁପର-୪ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୮୨ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ଆଜିର କିଙ୍ଗ ବିରାଟ କୋହଲି ଅର୍ଦ୍ଧଶତକୀୟ ଇନିଂସ ଖେଳି ପୁଣି ଫର୍ମକୁ ପ୍ରତ୍ୟାବର୍ତ୍ତନ…

Odisha Juggernauts Kho Kho ଚାମ୍ପିୟନ: ଫାଇନାଲରେ ତେଲୁଗୁ ଯୋଦ୍ଧାକୁ ହରାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇତିହାସ ରଚିଲା ଓଡ଼ିଶା । ଫାଇନାଲରେ ତେଲୁଗୁ ଯୋଦ୍ଧାକୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଓଡ଼ିଶା ଜଗରନଟ୍ସ । ମହାରାଷ୍ଟ୍ରର ପୁଣେଠାରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ପ୍ରଥମ…

PDS ହିତାଧିକାରୀଙ୍କୁ ଏଣିକି ମିଳିବ ଭିଟାମିନଯୁକ୍ତ କୃତ୍ରିମ ଚାଉଳ, ପ୍ରସ୍ତୁତ କଲେ CRRIର ବୈଜ୍ଞାନିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ରେ ହିତାଧିକାରୀଙ୍କୁ ଭିଟାମିନଯୁକ୍ତ ଚାଉଳ ମିଳିବ । ପୂର୍ବରୁ ସମ୍ବଲପୁର, ବରଗଡ଼ ପରି ଜିଲ୍ଲାରେ ଏହି ପିଡିଏସ୍ ଚାଉଳ ବଣ୍ଟନ ହୋଇ ଆସୁଥିବା…

୪୮ ଘଣ୍ଟାରେ ୧୩୮ ଥର ବନ୍ଦ ହେଲା ଦୃଦସ୍ପନ୍ଦନ, Apple Watch ବଞ୍ଚାଇଦେଲା ଯୁବକଙ୍କ ଜୀବନ

ଆପଲ ୱାଚ୍ ସାହାଯ୍ୟରେ ଜଣେ ୟୁଜରଙ୍କ ଜୀବନ ବଞ୍ଚିଯାଇଛି । ଜଣେ ୟୁଜରଙ୍କ ହାର୍ଟରେ ବ୍ଲକେଜ୍ ଥିଲା, ଆଉ ଯାହାକୁ ସେ ଆପଲ ୱାଚରୁ ଜାଣିବାକୁ ପାଇଥିଲେ । ଫଳରେ ଠିକ୍ ସମୟରେ ଅପରେସନ କରିବା ପରେ ତାଙ୍କର ଜୀବନ…

Cyrus Mistry ଛାଡ଼ି ଯାଇଛନ୍ତି ୧୦୦୦ କୋଟିର ସମ୍ପତ୍ତି: ଜାଣନ୍ତୁ ତାଙ୍କର ଶିକ୍ଷା, ବ୍ୟବସାୟ, ବ୍ୟକ୍ତିଗତ ଜୀବନର ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ଭାରତର ଜଣାଶୁଣା ବିଜିନେସ ଟାଇକୁନ ସାଇରସ୍ତ୍ର ମିସ୍ତ୍ରୀ ଆଜି ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ୫୪ ବର୍ଷୀୟ ମିସ୍ତ୍ରୀଙ୍କ ମୃତ୍ୟୁରେ ବିଜିନେସ ଇଣ୍ଡଷ୍ଟ୍ରିରେ ହାହାକାର ମଚି ଯାଇଛି । ସେ ଏକ…

ବାଇକ୍ ଚାଳକ ସାବଧାନ! ୧୦୦୦ ଲୋକଙ୍କ ଲାଇସେନ୍ସ କ୍ୟାନ୍ସଲ, କରନ୍ତୁନି ଏହି ଭୁଲ୍…

ନୂଆଦିଲ୍ଲୀ: ଯଦି ଆପଣ ଦୁଇ ଚକିଆ ଯାନରେ ଯାତ୍ରା କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଗୋଟିଏ ଭୁଲ୍ ଆପଣଙ୍କ ଲାଇସେନ୍ସ ରଦ୍ଧ ହୋଇପାରେ । ଏହା ବ୍ୟତୀତ ଆପଣଙ୍କୁ ଜରିମାନା ଲାଗିପାରେ । ପ୍ରକୃତରେ ରାଜ୍ୟରେ…

(ଭିଡିଓ) ମୋର ବିକଳାଙ୍ଗ ପୁଅର ଦୁଃଖ ମୁଁ ଦେଖି ପାରୁନି, କେଉଁ ଜନ୍ମର ପାପର ଫଳ ଇଏ ପ୍ରଭୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ପୁଅ ବଡ଼ ହେଲେ ମାଆର ବୃଦ୍ଧା ଅବସ୍ଥାରେ ସାହାରା ହେବ । ମାତ୍ର ଏଠି ପୁଅର ସାହାରା ପାଲଟିଛି ମାଆ । ଲକ୍ଷେ ଶିବଙ୍କୁ ପୂଜି ମାଆ ଯେଉଁ ପୁଅକୁ ପାଇଥିଲା, ଆଜି ସେଇ ପୁଅର ଏପରି…