fbpx
Browsing Category

Breaking News

ସଫା କରିବାକୁ ଯାଇ ସ୍ତ୍ରୀ ଧୋଇଦେଲା ଲାପଟପ୍ ଓ ମୋବାଇଲ୍, ରାଗରେ ଆସି ସ୍ୱାମୀ କଲା ଏଭଳି କାମ

ବେଙ୍ଗାଲୁରୁ: ଘରର ସବୁ ଜିନିଷ ସଫା କରିବା ଯାଇ ସ୍ୱାମୀର ଲାପଟପ୍ ଓ ମୋବାଇଲ୍ ଫୋନ୍ କୁ ବି ସଫା କରି ଦେଇଛି ସ୍ତ୍ରୀ । ପ୍ରକୃତରେ କହିବାକୁ ଗଲେ ଆବ୍ସୋସିଭ୍ କମ୍ପଲ୍ସିଭ୍ ଡିସଅର୍ଡର୍(ଓସିଡି), ଏହାକୁ ସାଧାରଣ ଭାବରେ…

ଜାଣନ୍ତୁ ଓମିକ୍ରନ କୋଭିଡ୍ ଭାରିଆଣ୍ଟ ବିଷୟରେ ଅନେକ ଜଣା ଓ ଅଜଣା ତଥ୍ୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ମିଳିଥିବା କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନର ପ୍ରଥମ କେସ୍ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲା । ତେବେ ଏହି ଭୟଙ୍କର ଭାରିଆଣ୍ଟ ବର୍ତ୍ତମାନ ବିଶ୍ୱର ୨୦ଟି ଦେଶକୁ ବ୍ୟାପି…

ଦେଶରେ ଚିହ୍ନଟ ହୋଇଥିବା ପ୍ରଥମ ଓମିକ୍ରନ୍ ରୋଗୀଙ୍କ ଠାରେ ଦେଖାଦେଲା ଏହି ସବୁ ଲକ୍ଷଣ, ଆପଣ ବି ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: କରୋନାର ନୁତନ ପ୍ରଜାତି ଓମିକ୍ରନ୍ ସାରା ବିଶ୍ୱକୁ କାବୁ କରିବାରେ ଲାଗିଲାଣି । ଏହାରି ମଧ୍ୟ୍ରରେ ୩୦ଟି ରାଷ୍ଟ୍ରରେ ଏହି ଭାରିଆଣ୍ଟ ବ୍ୟାପିସାରିଲାଣି । ତେବେ ଏହି କ୍ରମରେ ଭାରତରେ ମଧ୍ୟ ଦୁଇଜଣ ଓମିକ୍ରନ୍…

ଆସନ୍ତାକାଲିଠାରୁ ଦୁଇଦିନ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ଦୁଇଦିନ ପାଇଁ ବନ୍ଦ ରହିବ ଶିମିଳିପାଳ । ଆଗକୁ ବାତ୍ୟା ‘ଦୱାଦ’ ଆସୁଥିବାରୁ ଏହାକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ବାତ୍ୟାର ପ୍ରଭାବରେ ୪ ଓ ୫ ତାରିଖରେ…

ଥଣ୍ଡା, କାଶ, ଛିଙ୍କ ହୋଇଥିଲେ ସ୍କୁଲରେ କେହି ପ୍ରବେଶ କରିପାରିବେନି: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେଣୁ ସତର୍କ ରହିବା ସହ କଟକଣା କଡ଼ାକଡ଼ି କରିବାକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ…

ଆଇଏମ୍ଏଫର ବଡ଼ ଘୋଷଣା: ବିଶିଷ୍ଟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥଙ୍କୁ ମିଳିଲା ପଦୋନ୍ନତି, ଏବେ ଏହି ପଦରେ ହେବ ନିଯୁକ୍ତି

ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ର ପ୍ରଥମ ମ୍ୟାନେଜିଂ ଡାଇରେକ୍ଟର୍ ହେବେ । ଗୁରୁବାର ଦିନ ଆଇଏମ୍ଏଫ୍ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ୨୦୨୨ ଜାନୁଆରୀ…

Omicron ଯୋଗୁଁ ପୁଣି ଫେରିଲା Lockdown ଯୁଗ: ଦକ୍ଷିଣ ଆଫ୍ରିକାର ପରିସ୍ଥିତି ସଙ୍ଗୀନ, ବିଶ୍ୱ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସମଗ୍ର ବିଶ୍ୱ ଥରହର ହେବାରେ ଲାଗିଛି । ପୂର୍ବରୁ ଏକାଧିକ ଭାରିଆଣ୍ଟ ସାମନାକୁ ଆସିଥିବା ବେଳେ ବର୍ତ୍ତମାନ ଓମିକ୍ରନକୁ ନେଇ ଅଧିକ ଚର୍ଚ୍ଚା ଚାଲିଛି । କାରଣ ଏହା…

ଆଉ ୧୨ ଘଣ୍ଟା ପରେ ବାତ୍ୟା ‘ଜୱାଦ’: ଆସନ୍ତାକାଲି ସକାଳ ସୁଦ୍ଧା ଓଡ଼ିଶା-ଆନ୍ଧ୍ର ଉପକୂଳରେ ପହଞ୍ଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’କୁ ନେଇ ବର୍ତ୍ତମାନ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ପୂର୍ବରୁ ଫନି, ଅମ୍ଫାନର ଭୟଙ୍କର ତାଣ୍ଡବ ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଗୋଟିଏ ପରେ ଆଉ ଗୋଟିଏ…

ସସପେଣ୍ଡ ହେଲେ ପରମବୀର ସିଂହ, ଆଗକୁ ଯଦି ନିୟମ ନ ମାନିବେ ଚାକିରିରୁ ବିଦାହେବେ

ନୂଆଦିଲ୍ଲୀ: ଶେଷରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କୁ ମହାରାଷ୍ଟ୍ର ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ଏଥିସହ ଡିଜିପି ଅଫିସର ବିନା ପରମିସନରେ ସେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ସେ…

ତୈଳରୁ ଓଡ଼ିଶା ସରକାରଙ୍କ ଆୟ ୬୭୫ କୋଟି ଓ ମଦରୁ ରାଜସ୍ୱ ସଂଗ୍ରହ ହୋଇଛି ୧୬୮ କୋଟି

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଟିକସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷ ଭରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଓଡିଶା ସରକାରଙ୍କୁ ଭରପୁର ଫାଇଦା ହୋଇଛି…