fbpx
Browsing Category

Breaking News

ଥାନା ପରିସରରେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ୪ ଆହତ

ନରସିଂହପୁର(ଓଡ଼ିଶା ଭାସ୍କର): ନରସିଂହପୁର ଥାନା ପରିସର ପାଲଟିଛି ରଣକ୍ଷେତ୍ର । ପୋଲିସ-ଜନତାଙ୍କ ମଧ୍ୟରେ ପିଟାପିଟି ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ପୋଲିସ କର୍ମଚାରୀ ଥିବା ବେଳେ ଆଉ…

ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରସ୍ତୁତି ପ୍ରସଙ୍ଗରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ,…

‘ମୁଁ କେବେ ବି ଡ୍ରଗ୍ସ ନେଇନି, ସିଗାରେଟକୁ ନେଇ ଆର୍ଯ୍ୟନଙ୍କ ସହ କଥା ହୋଇଥିଲି’: ଅନନ୍ୟା ପାଣ୍ଡେ

ମୁମ୍ବାଇ: ଆର୍ଯ୍ୟନ୍ ଖାନଙ୍କ ମୁମ୍ବାଇ କ୍ରୁଜ୍ ପାର୍ଟି ମାମଲାରେ ଦ୍ୱିତୀୟ ଦିନ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ପଚରାଉଚରା କରୁଛି । ସୁତ୍ର ଅନୁସାରେ, ପ୍ରଥମ ଦିନର ପଚରାଉଚରା ବେଳେ ଏନସିବିକୁ କିଛି…

Gmailରେ ଆସୁଛି ନୂଆ ଅପଡେଟ୍: ବଦଳିଯିବ To, Cc ଓ Bccର ତରିକା

ନୂଆଦିଲ୍ଲୀ: ଗୁଗଲ ନିଜର ଜିମେଲ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଜିମେଲରେ ଟୁ, ସିସି ଓ ବିସିସିରେ ସୁଧାର ଆଣିବ । ଏହି ନୂଆ ଅପଡେଟ୍ ଆସିବା ପରେ ୟୁଜର୍ସଙ୍କ ପାଇଁ ଇମେଲ ଲେଖିବା ବହୁତ…

ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନାର ମୁକାବିଲା ପାଇଁ ଟିକାକରଣରୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ପିଲାଙ୍କୁ ଟିକା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ କରୋନା ଟିକା । ୨ଟି ଯାକ…

ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ଫୋନରେ କଥା ହୋଇଥିଲା, ପରଦା ପଛରେ ରହିଛି ଆଉ କାହାର ହାତ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଖୁଲାସା ହେଉଛି । ତେବେ ଗୋବିନ୍ଦକୁ ପୋଲିସ ରିମାଣ୍ଡରେ ଆଣିବା…

ବାରିପଦାରେ ନୂଆ ସ୍ମାର୍ଟକାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବାରିପଦା(ଓଡ଼ିଶା ଭାସ୍କର): ବାରିପଦାରେ ପହଞ୍ଚି ନୂଆ ସ୍ମାର୍ଟ କାର୍ଡ ବିତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ନବୀନ । ଏହା ସହ…

ବାଂଲାଦେଶରେ ଶରଣାର୍ଥୀଙ୍କ ଶିବିର ଉପରେ ଗୁଳିବର୍ଷା, ୭ ମୃତ

ନୂଆଦିଲ୍ଲୀ: ବାଂଲାଦେଶର ରୋହିଂଗ୍ୟା ଠାରେ ଶୁକ୍ରବାର ଦିନ ଗୁଳି ବର୍ଷଣ ହୋଇଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାଂଲାଦେଶ ପୋଲିସ୍ ପକ୍ଷରୁ ଏନେଇ ସୂଚନା ମିଳିଛି । ତେବେ ବାଂଲାଦେଶରେ ଦୁନିଆର…

ଆଇସ୍ କ୍ରିମରେ ମଦ ମିଶାଇ ବିକ୍ରି କରୁଥିଲେ କାଫେ, ପ୍ରଘଟ ପରେ ହେଲା କାର୍ଯ୍ୟାନୁଷ୍ଠାନ

କୋଏମ୍ବଟୁର୍: ବର୍ତ୍ତମାନର ଯୁବ ପିଢ଼ି ନିଶା କବଳକୁ ଧୀରେ ଧୀରେ ଚାଲି ଯାଉଛନ୍ତି । ତେଣୁ ସେମାନେ କୌଣସି ନା କୌଣସି ଉପାୟରେ ହେଉ ନିଶାରେ ଚୁର୍ ହୋଇ ରହିବାକୁ ପସନ୍ଦ କରୁଛନ୍ତି । ମଦ ନିଶାକୁ ନେଇ ଅନେକ ପ୍ରକାରର ଘଟଣା…

ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି: ଜାଣନ୍ତୁ କେବେ ଓ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: କାର୍ତ୍ତିକ ମାସ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ତିଥି ଅର୍ଥାତ୍ ୧୯ ନଭେମ୍ବର ୨୦୨୧ ଶୁକ୍ରବାର ଦିନ ଚଳିତବର୍ଷର ଦ୍ୱିତୀୟ ବା ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । କୁହାଯାଉଛି ଯେ ଏହା ଆଂଶିକ ଚନ୍ଦ୍ରଗ୍ରହଣ…