Browsing Category
Breaking News
ଏହା କି ପ୍ରକାର ରୋଗ: ଏଥିରେ ଆକ୍ରାନ୍ତ ହେବା ପରେ ମଣିଷ ଗାଈ ପରି ଘାସ ଖାଉଛି, ଚାରିଗୋଡ଼ରେ ଚାଲୁଛି
ସାଧାରଣତଃ ଆପଣମାନେ କ୍ୟାନସର, ଟିବି ପରି ବିଭିନ୍ନ ପ୍ରକାର ଭୟଙ୍କର ରୋଗ ବିଷୟରେ ଜାଣିଥିବେ । ଏକଥା ହୁଏତ ଆପଣମାନେ ଜାଣି ନଥିବେ ଯେ, ଏପରି ଏକ ରୋଗ ଅଛି ଯେଉଁ ରୋଗରେ ଆକ୍ରାନ୍ତ ହେବା ପରେ ମଣିଷର ଲକ୍ଷଣ ଗାଈ ପରି…
ପିଲାଙ୍କ ଅନଲାଇନ୍ ଗେମିଂ ଅଭ୍ୟାସକୁ ନେଇ ଅଭିଭାବକ ଓ ଶିକ୍ଷକଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍, ଜାଣନ୍ତୁ କଣ ରହିଛି
ନୂଆଦିଲ୍ଲୀ: ପିଲାମାନଙ୍କୁ ଅନଲାଇନ୍ ଗେମିଂ ବିପଦରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଅଭିଭାବକ ଏବଂ ଶିକ୍ଷକମାନଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି । ଏଥିରେ ଗେମ୍ ଡାଉନଲୋଡ୍ କରିବା ସମୟରେ ବ୍ୟକ୍ତିଗତ ସୂଚନା ନ…
ମା’ ହେବାକୁ ଯାଉଛନ୍ତି କମେଡି କୁଇନ୍ ଭାରତୀ, ଭିଡିଓ ସେୟାର କରି ଦେଲେ ଖୁସିଖବର
ନୂଆଦିଲ୍ଲୀ: ବଲିଉଡର କମେଡି କୁଇନ୍ ଭାରତୀ ସିଂ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ସେ ନିଜ ସାଙ୍ଗମାନଙ୍କ ସହିତ ଏକ ଫଟୋ ସେୟାର କରି ଗର୍ଭବତୀ ଥିବା ଖବରକୁ ସ୍ପଷ୍ଟ କରିଛନ୍ତି । ସ୍ୱାମୀ ହର୍ଷ ଲିମ୍ବାଚିୟା, ଜସ୍ମିନ୍…
ଓମିକ୍ରନ ପ୍ରଭାବ: ମାୟାନଗରୀରେ ଲାଗୁ ହେଲା ୧୪୪ ଧାରା
ମୁମ୍ବାଇ: ଦେଶରେ ଦିନକୁ ଦିନ ଓମିକ୍ରନ ସଂକ୍ରମିତ ବଢ଼ିଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୩୨ ମାମଲା ସାମନାକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମାୟାନଗରୀ ମୁମ୍ବାଇରେ ଦୁଇଦିନ ୧୪୪ ଧାରା ଲାଗୁ କରଯାଇଛି । ୧୧…
ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ପ୍ରକାଶ ପାଇଲା ୱାର୍ଡ ଚିଠା ସଂରକ୍ଷଣ ତାଲିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ୩ଟି ମହାନଗର ନିଗମ ପାଇଁ ୱାର୍ଡ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ…
ଚପର କ୍ରାସ୍: ଆଜି ଆସୁଛି ଓଡ଼ିଆ ଯବାନଙ୍କ ମରଶରୀର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତାମିଲନାଡ଼ୁରେ ହେଲିକପ୍ଟର୍ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରି ରଖିଦେଇଛି । ଇତିମଧ୍ୟରେ ଆଉ ୪ ବାୟୁସେନା କର୍ମଚାରୀଙ୍କ ମୃତଦେହ ଠାବ କରାଯାଇଛି । ଏଥିରେ…
କାହିଁକି ତପସ୍ୱିନୀଙ୍କୁ ଏପରି ଝଟକା ଦେଉଛନ୍ତି ସୁମିତ, ତାଙ୍କର ଆଉ କିଛି ଉଦ୍ଦେଶ୍ୟ ରହିଛି କି?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କୁ ନେଇ ପୁଣି ଉଠିଛି ଝଡ଼ । ଗତକାଲି ସୁମିତ ଅଚାନକ କୁଆଡ଼େ ଗାଏବ୍ ହୋଇଯାଇଥିଲେ । ଏହାପରେ ତାଙ୍କ ପତ୍ନୀ ତପସ୍ୱିନୀ କାନ୍ଦିକାନ୍ଦି ସୋସିଆଲ ମିଡ଼ିଆରେ ନିଜର…
ଚପର ଦୁର୍ଘଟଣା: ଚିହ୍ନଟ ହେଲା ଆଉ ୪ ଯବାନଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ : ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ରେ ହୋଇଥିବା ସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ ଅନ୍ୟ ୬ ଯବାନଙ୍କ ମୃତଦେହ ଚିହ୍ନଟ କରାଯାଇଛି । ଚିହ୍ନଟ କରାଯାଇଥିବା ମୃତଦେହ ଗୁଡିକ ୱିଙ୍ଗ କମାଣ୍ଡର ପିଏସ୍…
ଆଜିଠୁ ଆର୍ବିଆଇ ଗଭର୍ଣ୍ଣର ଭାବେ ଦ୍ୱିତୀୟ ପାଳି ଆରମ୍ଭ କରିବେ ଶକ୍ତିକାନ୍ତ ଦାସ, ଦେଶର ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ଉପରେ ଫୋକସ୍
ନୂଆଦିଲ୍ଲୀ: ଆଜିଠୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ୱିତୀୟ ପାଳି ଆରମ୍ଭ ହେବ । ଏହି ପାଳିରେ ତାଙ୍କୁ ବହୁ ପୁରୁଣା ଆହ୍ୱାନ ସାମ୍ନା କରିବାକୁ ପଡ଼ିବ । ସେଥିରୁ ଦୁଇଟି ପ୍ରମୁଖ ବିଷୟ ହେଉଛି…
ବିନା ଅନୁମତିରେ ପତ୍ନୀଙ୍କ କଲ୍ ରେକର୍ଡିଂ କରିବା ଗୋପନୀୟତା ଅଧିକାର ଉଲଂଘନ କରିବା ସହିତ ସମାନ: ହାଇକୋର୍ଟ
ନୂଆଦିଲ୍ଲୀ: ପତ୍ନୀଙ୍କୁ ନିଷ୍ଠୁରତା ଦେଖାଇବା ପାଇଁ ତାଙ୍କ ବିନା ଅନୁମତିରେ କଲ୍ ରେକର୍ଡିଂ କରିବା ହେଉଛି ଗୋପନୀୟତା ଅଧିକାରର ଉଲ୍ଲଂଘନ କରିବା ସହିତ ସମାନ । ଯାହାକୁ କୌଣସି ପରିସ୍ଥିତିରେ ବି ଉତ୍ସାହିତ କରାଯିବା…