Browsing Category
Breaking News
ସ୍ୱାଇନ୍ ଫ୍ଲୁରେ ୧୦୪ ଘୁଷୁରି ମୃତ୍ୟୁ: ପ୍ରଶାସନ ନେଲା ବଡ ପଦକ୍ଷେପ
ଉତ୍ତରପ୍ରଦେଶ: ଲକ୍ଷ୍ନୌର ଜିଲ୍ଲାପାଳ ବର୍ତ୍ତମାନ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଘୁଷୁରି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦ୍ରବ୍ୟ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ସହରରେ ୧୦୦ ରୁ ଅଧିକ ଘୁଷୁରିଙ୍କ ମୃତ୍ୟୁ ପରେ ଏପରି…
ହୋଟେଲ ‘ନିମନ୍ତ୍ରଣ’ରେ ବଡ଼ ଧରଣର ଘୋଟାଲା: ବନ୍ଧାହେଲେ OTDC ମ୍ୟାନେଜର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୋଟେଲ ‘ନିମନ୍ତ୍ରଣ’ରେ ହୋଇଛି ବଡ଼ ଧରଣର ଘୋଟାଲା । ୧୭ ଲକ୍ଷ ୫୦ ହଜାର ଟଙ୍କା ଚଳୁ ହୋଇଥିବା ବେଳେ ଏଥିରେ ଓଟିଡିସି ମ୍ୟାନେଜର ଅର୍ଦ୍ଧେନ୍ଦୁ ମହାନ୍ତିଙ୍କୁ ଗିରଫ କରାଯାଇଛି । ଠିକା…
କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି? କାଉଣ୍ଟ ଡାଉନ୍ ଆରମ୍ଭ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୮ ଜୁଲାଇରେ ଭୋଟିଂ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଭୋଟ ଗଣତି । ଦେଶର ପଞ୍ଚଦଶ ରାଷ୍ଟ୍ରପତି କିଏ ହେବେ, ତାହା ଜାଣିବାକୁ ଚାହିଁବସିଛନ୍ତି ଜନତା । ଏହାରି ମଧ୍ୟରେ କାଉଣ୍ଟ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଫିଲ୍ମ ଅଭିନେତା ଆର. ମାଧବନ
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି କ୍ଲାସିକ ଅଭିନେତା ଆର ମାଧବନ । ନବୀନ ନିବାସରେ ନବୀନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମାଧବନ । ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ସମୟରେ…
ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୩ଟି ଗେଟ୍
ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଆଜି ଖୋଲାଯାଇଛି । ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି, ଯାହାକୁ ଦୃଷ୍ଟିରେ ରଖି ଗେଟ୍ ଖୋଲାଯାଇଛି ବୋଲି ଜଣାପଡିଛି । ପୂର୍ବରୁ ୫ଟି…
ବିଦେଶରୁ ଭାରତକୁ ମିଳିଛି ସବୁଠାରୁ ଅଧିକ ମନିଅର୍ଡର: ଡବ୍ଲୁଏଚଓ ରିପୋର୍ଟରେ ବଡ଼ ଖୁଲାସା
ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ବ୍ୟାଙ୍କିଂର ଯୁଗ ହୋଇଥିବା ବେଳେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଟଙ୍କା ଟ୍ରାନ୍ସଫର କରଯାଉଛି । କିନ୍ତୁ ଏଭଳି ସମୟରେ ବି ଭାରତରେ ମନି ଅର୍ଡର ଦ୍ୱାରା ଟଙ୍କା ପଠାଇବାର ଯୁଗ ଜାରି ରହିଛି…
ଉଚ୍ଚ ରକ୍ତଚାପକୁ ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ
ନୂଆଦିଲ୍ଲୀ: ଆଜିକାଲି ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟିଛି । ଏପରି ପରିସ୍ଥିତିରେ ଆପଣ ଯଦି ଉଚ୍ଚ ରକ୍ତଚାପ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ତେବେ ଆପଣ କିଛି ଘରୋଇ ଉପଚାର ଆପଣେଇ ପାରିବେ । ତେବେ କଣ ସେହି…
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍ ମାନଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ: ମେଡିକାଲରେ ଭର୍ତ୍ତି
ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିଯାଇଛି, ଯାହାଫଳରେ ତାଙ୍କୁ ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଧବାର ସକାଳେ ହିଁ ତାଙ୍କୁ…
ଓଡ଼ିଶାରୁ ଆଜି ୧୧୯୬ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୬୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
ଭୀଷଣ ମୁଦ୍ରାସ୍ଫୀତି ୭ କୋଟି ଲୋକଙ୍କୁ ଅଧିକ ଗରିବ କରିବ, ୨୦୨୨ ଅପେକ୍ଷା ଅଧିକ କଷ୍ଟସାଧ୍ୟ ହେବ ଆସନ୍ତା ବର୍ଷ: IMF
ନୂଆଦିଲ୍ଲୀ: ବିଶ୍ୱରେ ଅହୁରୀ ୭ କୋଟି ଲୋକେ ଗରିବୀର ଶିକାର ହେବେ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) କହିଛି ଯେ କରାନା ପରେ ଏବେ ଯାହା ପରିସ୍ଥିତି ଦେଶରେ ରହିଛି, ଆସନ୍ତା ବର୍ଷ ପରିସ୍ଥିତି ଆହୁରି ଖରାପ…