Browsing Category

Breaking News

ପୁଣି ଟ୍ରୋଲ୍ ହେଲେ ସବ୍ୟସାଚୀ, ‘Unhappy’ ମଡେଲଙ୍କୁ ନେଇ ଏପରି କହିଲେ ୟୁଜର୍ସ

ନୂଆଦିଲ୍ଲୀ: ସେଲିବ୍ରିଟି ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚ୍ଚୀ ମୁଖାର୍ଜୀ ମଙ୍ଗଳସୁତ୍ର ବିଜ୍ଞାପନ ପରେ ପୁଣି ଗହଣା ବିଜ୍ଞାପନକୁ ନେଇ ଖୁବ୍ ଟ୍ରୋଲ୍ ର ଶିକାର ହୋଇଛନ୍ତି । ସେ ନିଜର ନୂତନ ଭାବରେ ଲଞ୍ଚ କରିଥିବା ଫାଇନ୍…

ଲେବର୍ ପେନ୍ ହେବାରୁ ସାଇକେଲ୍ ଚଲାଇ ହସ୍ପିଟାଲକୁ ଗଲେ ସାଂସଦ, ୧ ଘଣ୍ଟା ମଧ୍ୟରେ ଦେଲେ ଶିଶୁକୁ ଜନ୍ମ

ନୂଆଦିଲ୍ଲୀ: ଅନେକ ସମୟରେ ମହିଳା ମାନେ ଏପରି କିଛି କରିବସନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ବିଭିନ୍ନ ପ୍ରକାର ବିଷମ ପରିସ୍ଥିତିରେ ସେମାନେ ଏପରି କିଛି ନିଷ୍ପତ୍ତି ନେଇଥାନ୍ତି ଯାହା ପୁରୁଷ ମାନେ ଆଦୌ…

୨ ରୁ ଓଡ଼ିଶାରେ ହେବ ବର୍ଷା; ଆଏମଡି ଡିଜିଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୩୦ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଧୀରେ ଧୀରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର…

ଜିଲ୍ଲା ମେଡିକାଲରେ ୮୨ଟି ପଦବୀ ଖାଲି, ଡିସେମ୍ବର ୧୫ ପୂର୍ବରୁ କରନ୍ତୁ ଆବେଦନ

ସୁନ୍ଦରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଚାକିରି ପାଇଁ ଏକ ବିଜ୍ଞାପନ ବାହାରିଛି । ଏନଏଚଏମ ଅଧୀନରେ କଣ୍ଟ୍ରାକଚୁଆଲ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏଥିରେ ଆବଦନ କରିପାରିବେ । ତେବେ ମୋଟ ୮୨ ପୋଷ୍ଟ ପାଇଁ…

ଗୌତମଙ୍କୁ ପୁଣି ମିଳିଲା ଧମକ, ଲେଖାଅଛି-‘ଦିଲ୍ଲୀ ପୋଲିସରେ ରହିଛି ଆମ ଗୁପ୍ତଚର…’

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ ମିଳିଛି । ‘ଆଇଏସଆଇଏସ କାଶ୍ମୀର’ ପକ୍ଷରୁ ଇ-ମେଲ ଯୋଗେ ଧମକ ଦିଆଯାଇଛି । ଗୌତମଙ୍କୁ…

UPTET ପେପର୍ ଲିକ୍ ପରେ ରାଜ୍ୟରେ ପରୀକ୍ଷା ବାତିଲ, ୩ ଜଣଙ୍କୁ ଉଠାଇଲା ଏସଟିଏଫ୍; ପଚରାଉଚରା ଜାରି

ଲଖନଉ: ଉତ୍ତରପ୍ରଦେଶରେ ରବିବାର ଦିନ ଅର୍ଥାତ୍ ୨୮ ତାରିଖ ଦିନ ହେବାକୁ ଥିବା ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହୋଇଯାଇଛି । ଯାହାପରେ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ପରୀକ୍ଷାର ପ୍ରଶ୍ନପତ୍ର…

ପୋଷ୍ଟ ଅଫିସର ଏହି ଯୋଜନାରେ ମିଳୁଛି ସବୁଠାରୁ ଅଧିକ ସୁଧ, ଛୁଆର ଭବିଷ୍ୟତକୁ କରିପାରିବେ ସୁରକ୍ଷିତ

ନୂଆଦିଲ୍ଲୀ: ଯଦି ଆପଣ ଆଗାମୀ ଦିନରେ ନିବେଶ କରିବାକୁ ଚାହୁଁଛ, ତେବେ ଆପଣ ପୋଷ୍ଟ ଅଫିସର ଛୋଟ ସେଭିଂ ଯୋଜନାରେ ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ ସହିତ ନିବେଶର ଟଙ୍କା ମଧ୍ୟ ସୁରକ୍ଷିତ…

ଯୁବବର୍ଗଙ୍କ ଠାରେ ଅଧିକ ସଂକ୍ରାମକ ‘ଓମିକ୍ରନ୍’! ଏନେଇ ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଏବେ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି । ଡେଲଟା ଭାରିଆଣ୍ଟ୍ ପରି ଏହା ଆଉ ଏକ ମାରାତ୍ମକ ସ୍ୱରୂପ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ…

ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ ସପକ୍ଷରେ ରାଷ୍ଟ୍ରପତି, ଏଣିକି ଅଲ୍ ଇଣ୍ଡିଆ ପରୀକ୍ଷା ମାଧ୍ୟମରେ ହୋଇପାରେ ଚୟନ

ନୂଆଦିଲ୍ଲୀ: ଦେଶରେ ପୂର୍ବରୁ ଚାଲିଆସିଥିବା ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ଖୁବଶୀଘ୍ର ହୋଇପାରେ ପରିବର୍ତ୍ତନ । ବର୍ତ୍ତମାନ ଜଜଙ୍କ ନିଯୁକ୍ତି ପ୍ରକ୍ରିୟା ବଦଳିବା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମତ ଦେଇଛନ୍ତି ।…

ସହକର୍ମୀଙ୍କୁ ହୋଇଥିବା ଦୁଷ୍କର୍ମର ବିରୋଧ କରିବାରୁ ୨୦୦ ମହିଳା ଶ୍ରମିକଙ୍କୁ ବାହାର କରିଦେଲା କମ୍ପାନୀ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ: ମହିଳା ସହକର୍ମୀଙ୍କ ସହ ହୋଇଥିବା ରେପର ବିରୋଧ କରିବାରୁ ଏକ କମ୍ପାନୀ ୨୦୦ ଜଣଙ୍କୁ ଚାକିରିରୁ ବାହାର କରିଦେଇଛି । ସମସ୍ତ ୨୦୦ ମହିଳା ଶ୍ରମିକ ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବାସିନ୍ଦା ବୋଲି…