Browsing Category
Breaking News
ମହାବଳ ବାଘ ଛାଲ ଜବତ ଘଟଣା: ଉଦଳା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଗିରଫ କଲା ବନ ବିଭାଗ
ବାଲେଶ୍ବର: (ଓଡ଼ିଶା ଭାସ୍କର) ମହାବଳ ବାଘ ଛାଲ ଜବତ ଘଟଣାରେ ଗିରଫ ହେଲେ ଜଣେ ଡାକ୍ତର । ଉଦଳା ହସ୍ପିଟାଲର ଜଣେ ଡାକ୍ତରଙ୍କୁ ଗିରଫ କଲା ବନ ବିଭାଗ । ଡାକ୍ତର ଜଣଙ୍କ ଟଙ୍କା ଦେଣନେଣର ମୁଖ୍ୟ କାର୍ପଟଦାର ଥିବା ମିଳିଲା…
(Video) India ପାଇଁ ଅତ୍ୟନ୍ତ ଖାସ୍ SpaDeX ମିଶନ, ଇସ୍ରୋ ଦେଖାଇଲା ଝଲକ
ନୂଆଦିଲ୍ଲୀ: ଆସନ୍ତା 30 ତାରିଖ ଅର୍ଥାତ ସୋମବାର ଦିନ PSLV-C60 ରେ ଭାରତର ସ୍ପେଡେକ୍ସ ମିଶନ୍ ମହାକାଶକୁ ଯିବ । PSLV C60 / SPADEX ମିଶନ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ରାତି 9.58 ରେ ଲଞ୍ଚ କରାଯିବ…
୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ହ୍ରାସ କରିବାକୁ କେନ୍ଦ୍ର କରୁଛି ବିଚାର : ରିପୋର୍ଟ
ନୂଆଦିଲ୍ଲୀ : ନୂଆବର୍ଷ ଆଣିପାରେ କରଦାତାଙ୍କ ପାଇଁ ଖୁସି ଖବର । ଏକ ସୂତ୍ରରୁ ଜଣାପଡିଛି ଯେ, ମଧ୍ୟବିତ୍ତ ଲୋକଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ଆଗାମୀ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ…
ଏଣିକି ସ୍କୁଲ ପିଲାମାନେ ଅଟୋ ଏବଂ ଟୋଟୋରେ ଯାଇପାରିବେ ନାହିଁ, ସରକାର ନେଲେ ବଡ଼ ନିଷ୍ପତ୍ତି !
ନୂଆଦିଲ୍ଲୀ: ସ୍କୁଲ ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ବିହାର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପିଲାମାନଙ୍କୁ ସ୍କୁଲକୁ ନେଉଥିବା ଅଟୋ ଏବଂ ଟୋଟୋ ଭଳି ତିନି ଚକିଆ ଯାନ ବିରୋଧରେ ରାଜ୍ୟ…
ରୋଷେଇ ଛାଡି କରୁଥିଲେ REEL, ସ୍ୱାମୀ ପାଟି କରିବାରୁ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଦେଲା ସ୍ତ୍ରୀ
ନୂଆଦିଲ୍ଲୀ: ଆଜିକାଲି ସମସ୍ତଙ୍କୁ ରିଲ୍ ନିଶା ଚଢିଛି। ରିଲ୍ ପାଇଁ କିଛି ବି କାର୍ଯ୍ୟ କରିବାକୁ ପଛାଉନାହାନ୍ତି ଲୋକେ। ତେବେ ଏହି ରିଲ୍ କରିବା ପାଇଁ ଉତ୍ତରପ୍ରଦେଶରେ ଜଣେ ନବ ବିବାହିତାଙ୍କ ପ୍ରାଣହାନି ଘଟିଛି। ସ୍ୱାମୀ…
ଗଠନ ହେଲା ଓଡ଼ିଶା ଲ’ କମିଶନ: ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଅଧ୍ୟକ୍ଷ
ଭୁବନେଶ୍ୱର: ଗଠନ ହେଲା ଓଡ଼ିଶା ଲ’ କମିଶନ। ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଲ’କମିଶନର ଅଧ୍ୟକ୍ଷ। ଲ’ କମିଶନରେ ଅଧ୍ୟକ୍ଷଙ୍କ ସହ ୬ଜଣ ସଦସ୍ୟ ଅଛନ୍ତି। ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏକ୍ସ ଅଫିସିଓର ସଦସ୍ୟ…
ମନମୋହନ ସିଂହଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ ସଲମାନ ଖାନ, ରିଲିଜ କରିବେନି ‘ସିକନ୍ଦର’ର ଟିଜର
ନୂଆଦିଲ୍ଲୀ: ମନମୋହନ ସିଂହଙ୍କ ପରଲୋକକୁ ନେଇ ଦୁଃଖପ୍ରକାଶ କଲେ ସଲମାନ ଖାନ। ସେ ରିଲିଜ କରିବାକୁ ମନାକଲେ ସିକନ୍ଦର ଫିଲ୍ମର ଟିଜର। ଏନେଇ ସଲମାନ ଖାନ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସଲମାନଙ୍କ ଫ୍ୟାନ୍ସ ସିକନ୍ଦର…
RBIର ବଡ ନିଷ୍ପତ୍ତି: PPI ପାଇଁ ଥାର୍ଡ ପାର୍ଟୀ UPI ଆକସେସ୍ କୁ ଦେଲା ମଞ୍ଜୁରୀ, ପେମେଣ୍ଟ ସିଷ୍ଟମରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର ଦିନ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ (ପିପିଇ) ପାଇଁ ଥାର୍ଡ ପାର୍ଟୀ ୟୁପିଆଇ ଆକସେସ୍ କୁ ଅନୁମତି ଦେଇଛି । ବର୍ତ୍ତମାନ ପିପିଆଇ ହୋଲ୍ଡର ଥାର୍ଡ…
ମୋରୋକ୍କୋରେ ବୁଡ଼ିଲା ସ୍ପେନ୍ ଅଭିମୁଖେ ଯାଉଥିବା ଡ଼ଙ୍ଗା: ୬୯ ଜଣ ପ୍ରବାସୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାରୁ ସ୍ପେନ୍ ଅଭିମୁଖେ ଯାଉଥିବା ଏକ ଡଙ୍ଗା ମୋରୋକ୍କୋରେ ବୁଡ଼ି ଯିବାରୁ ୬୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୨୫ ଜଣ ମାଲିୟାନ ଥିଲେ । ଅସ୍ଥାୟୀ ଡଙ୍ଗାରେ ପ୍ରାୟ ୮୦ ଜଣ ଯାତ୍ରୀ…
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଚେୟାରମ୍ୟାନ୍ ଓସାମୁ ସୁଜୁକିଙ୍କର ପରଲୋକ
ନୂଆଦିଲ୍ଲୀ: ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଚେୟାରମ୍ୟାନ୍ ଓସାମୁ ସୁଜୁକିଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି । ସେ ଲିମ୍ଫୋମା ନାମକ ଏକ ରୋଗରେ ପୀଡିତ ଥିଲେ । ଓସାମୁ ୩୦ ଜାନୁଆରୀ ୧୯୩୦ ରେ ଜାପାନର ଜିରୋରେ…