Browsing Category

Breaking News

ୟୁପିରେ ଯୋଗୀଙ୍କ ବୁଲଡୋଜର ଅଟକିଯିବ କି, ଆସନ୍ତାକାଲି ସୁପ୍ରିମକୋର୍ଟ କରିବେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ଷ୍ଟୋରୀ କାହାକୁ ବା ଅଜଣା । ଏହି ବୁଲଡୋଜର ଅନେକ ବେଆଇନ ଘରକୁ ନିମିଷକ ମଧ୍ୟରେ ଧୂଳିସାତ କରିଦେଇଥିଲା । ତେବେ ଅପରାଧୀଙ୍କ ବେଆଇନ ସମ୍ପତ୍ତି…

ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ ସିଂହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାକୁ ନେଇ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ଓ ବିରୋଧୀମାନେ କସରତ ଆରମ୍ଭ କରିଦେଇଛନ୍ତି ।…

ଖୁବଶୀଘ୍ର Adobe ଜାରି କରିବାକୁ ଯାଉଛି Photoshopର ଫ୍ରି ୱେବ ଭର୍ସନ, Canva ସହିତ ହେବ ଜୋରଦାର ଟକ୍କର

ନୂଆଦିଲ୍ଲୀ: ଖୁବଶୀଘ୍ର ଆଡୋବେ ଫଟୋଶପର ଫ୍ରି ୱେବ ଭର୍ସନ ମିଳିପାରେ । କମ୍ପାନୀ ଫଟୋଶପର ୱେବ ଭର୍ସନ ଉପରେ ପରୀକ୍ଷଣ କରୁଥିବା ଜଣାପଡ଼ିଛି । ପାଖାପାଖି ଏକବର୍ଷ ପୂର୍ବରୁ ଆଡୋବେ ଫଟୋଶପର ୱେବ ଭର୍ସନ ଜାରି କରିଥିଲା ।…

ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ, ପାଣି ନ ବାହାରିଲେ ବୋରୱେଲକୁ ପୋତି ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସମସ୍ତଙ୍କ ମୁହଁରେ ଗୋଟିଏ ଶବ୍ଦ ‘ରାହୁଲ’ । ଦୀର୍ଘ ୧୦୫ ଘଣ୍ଟାର ସଂଘର୍ଷମୟ ଅପରେସନ ପରେ ଉଦ୍ଧାର ହୋଇଥିଲା ଛତିଶଗଡ଼ର ୧୦ ବର୍ଷର ବାଳକ ରାହୁଲ । ମଙ୍ଗଳବାର ରାତି ପାଖାପାଖି ୧୨ଟା…

ରାହୁଲକୁ ମୃତ୍ୟୁମୁଖରୁ ଫେରାଇ ଆଣିଲେ ମହାପ୍ରଭୁ ଜଗନ୍ନାଥ: ପୁରୀରେ ହଜିଥିଲା ୧୦ ବର୍ଷର ବାଳକ, ଏବେ ପାଇଲା ପୁନର୍ଜନ୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୧୦୫ ଘଣ୍ଟାର ସଂଘର୍ଷ, କୋଟି କୋଟି ଜନତାଙ୍କ ଆକୁଳ ନିବେଦନ ବ୍ୟର୍ଥ ଯାଇନାହିଁ । ଶେଷରେ ସମସ୍ତ ଆଶଙ୍କା ଉପରେ ବିଜୟ ଲାଭ କରି ଧରାପୃଷ୍ଠରେ ନୂଆ କରି ଜନ୍ମଲାଭ କଲା ୧୦ ବର୍ଷର ବାଳକ…

ଚିଡ଼ିଆଖାନା ବାହାରେ ବୁଲୁଥିଲା ରହସ୍ୟମୟ ଜୀବ! କ୍ୟାମେରାରେ କଏଦ ହେଲା ଫଟୋ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ରହସ୍ୟମୟ ଘଟଣା ଘଟିବା କିଛି ନୂଆ କଥା ନୁହେଁ । ଅନେକ ସମୟରେ ଏହିଠାରେ ହିଁ ଏଲିୟନଙ୍କ ଅସ୍ଥିତ୍ୱ ନେଇ ଖବର ଆସୁଛି । ଏଠାରେ ପ୍ରତିଦିନ ଅଜବ ବସ୍ତୁ କିମ୍ବା ଜୀବ ବିଷୟରେ ଅନେକ…

ସରିଲା ବିରୋଧୀ ଦଳ ନେତାଙ୍କ ବୈଠକ, ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ଭାବେ ଦେବେ ପ୍ରାର୍ଥୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବିରୋଧୀ ଦଳ ବୈଠକ ଶେଷ ହୋଇଛି । ଏହି ବୈଠକରେ ବିରୋଧୀ ନେତା ଆଗାମୀ ରାଷ୍ଟ୍ରପତି…

‘ରାହୁଲ ସୋନିଆଙ୍କୁ କିଛି ହେଲେ ଦେଶରେ ନିଆଁ ଜଳିବ’, ମୋଦୀଙ୍କୁ ବି ଟାର୍ଗେଟ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡିର ସମନକୁ ନେଇ କଗ୍ରେଂସ ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯାହାକୁ ନେଇ ଅନେକ କଂଗ୍ରେସ ନେତା ହିଂସା ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ…

ପ୍ରାୟ ୨୦୦ରୁ ଅଧିକ ଥର ସାପ କାମୁଡିଥିଲେ ମଧ୍ୟ ଜୀବିତ ଅଛନ୍ତି ଏହି ବ୍ୟକ୍ତି!

ଯଦି କାହାକୁ ସାପ କାମୁଡେ, ତେବେ ଘଣ୍ଟାଏ ମଧ୍ୟରେ ଶରୀରରୁ ବିଷ ବାହାର ନକଲେ, ତା’ର ମୃତ୍ୟୁ ସୁନିଶ୍ଚିତ । ନଚେତ୍ ବ୍ୟକ୍ତି ଜଣଙ୍କ କୋମାର ମଧ୍ୟ ଶିକାର ହୋଇଯାଇପାରନ୍ତି । ମାତ୍ର ଆଜି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ…

୮ବର୍ଷ ପରେ ସୁପ୍ରିମକୋର୍ଟଙ୍କ ଯୋଗୁଁ ପୂରଣ ହେଲା IAS ସ୍ୱପ୍ନ

ଆଇଏଏସ୍ ହେବାର ସ୍ୱପ୍ନ ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନଥାଏ । କିଛି ଅଭିଜ୍ଞ ଛାତ୍ର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ବହୁ ଚେଷ୍ଟା କରିବା ପରେ ବି ପରିଶେଷରେ ଫେଲ ମାରନ୍ତି । ମାତ୍ର ଆଉ କିଛି କ୍ଷେତ୍ରରେ…