Browsing Category
Breaking News
ଆଈକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲା ନାତି
ବାରିପଦା (ଭାସ୍କର ନ୍ୟୁଜ୍): ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ନିଜ ଆଈକୁ ହାଣି ଦେଲା ନାତି । ଖାଲି ଆଈକୁ ନୁହେଁ, ଆଖି ସାମ୍ନାରେ ଯିଏ ବି ଆସିଲା ତାକୁ ଟାଙ୍ଗିଆ ଧରି ଗୋଡ଼ାଇଲା । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି…
ମାଓପ୍ରବଣ ଅଞ୍ଚଳରେ ଡିଜିଟାଲ୍ ମାଧ୍ୟମରେ ପାଠପଢ଼ିବେ ଛାତ୍ରଛାତ୍ରୀ, ମିଳିବ ଗୁଣାତ୍ମକ ଶିକ୍ଷା
ବଲାଙ୍ଗିର,(ଭାସ୍କର ନ୍ୟୁଜ): ବଦଳିବ ବଲାଙ୍ଗିର ଜିଲ୍ଲା ତୁରେକେଲ୍ଲା ଅଞ୍ଚଳର ପରିଚୟ । ସ୍ମାର୍ଟ ହେବ ଶିକ୍ଷା ବ୍ୟବସ୍ଥା । ତୁରେକେଲ୍ଲା ବ୍ଲକ ଏକ ପଛୁଆ ଓ ମାଓପ୍ରବଣ ବ୍ଲକ ଭାବେ ପରିଚିତ ଥିବାବେଳେ ଏବେ ସେହି ଅଞ୍ଚଳର…
୨୩ରୁ ଆରମ୍ଭ ହେବ ଯୁକ୍ତ ୩ ନାମଲେଖା ଆବେଦନ ପ୍ରକିୟା, ଡିସେମ୍ବର ୩ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଶିକ୍ଷାବର୍ଷ ୨୦୨୧- ୨୨ରେ ଦ୍ୱିତୀୟ ପର୍ଯ୍ୟୟ ଯୁକ୍ତ ୩ ପ୍ରଥମ ବର୍ଷ ନାମ ଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ…
ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା: କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ ଟ୍ରଫି ଗ୍ରହଣ କଲେ ଥାନାଧିକାରୀ
ନୂଆଦିଲ୍ଲୀ/ ଭଞ୍ଜନଗର, (ଭାସ୍କର ନ୍ୟୁଜ): ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା । ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଶ୍ରେଷ୍ଠ ଥାନା ତଥା ଓଡ଼ିଶାର ଏକମାତ୍ର ଶ୍ରେଷ୍ଠ ଥାନା ଭାବେ ସ୍ଥାନ…
ଉହାନର ଆନିମଲ୍ ମାର୍କେଟରୁ ଚିହ୍ନଟ ହୋଇଥିଲା ପ୍ରଥମ କରୋନା ସଂକ୍ରମିତ: WHO
ନୂଆଦିଲ୍ଲୀ: କରୋନାର ସଠିକ୍ ଉତ୍ପତ୍ତି ସ୍ଥଳକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ ଶେଷରେ ସେହି ସ୍ଥାନ ସମସ୍ତଙ୍କ ସାମନାକୁ ଆସିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସ୍ଥାନର ଖୁଲାସା କରିଛନ୍ତି ।…
ସୀମାରେ ଥରିବେ ଭାରତର ଶତ୍ରୁ ରାଷ୍ଟ୍ର, ବାୟୁ ସେନାକୁ ମିଳିଲା ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟରସ
ଝାନ୍ସୀ,: ଏବେ ଥରିବେ ଭାରତର ଶତ୍ରୁ ରାଷ୍ଟ୍ର । ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟର । ଫଳରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି । ଏଥର ବିଦେଶୀ ନୁହେଁ ସେନାକୁ ସମର୍ପିତ କରାଗଲା…
ଚଳନ୍ତା ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରୁ ବାହାରିଗଲା ଚକା, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲ୍ପର୍
ଟାଙ୍ଗୀ-ଚୌଦ୍ୱାର (ଭାସ୍କର ନ୍ୟୁଜ୍) : ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ଚାଉଳିଆ ପୋଲ ଉପରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାଥାଉକି, ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ଏକ ୧୦୮…
ଟ୍ରେନ୍ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ହେଲା ଆରମ୍ଭ, ପୂର୍ବଭଳି ଦିଆଯିବ ରେଡି-ଟୁ-ଇଟ୍ ମିଲ୍
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପୁଣି ଆରମ୍ଭ କରାଯିବା ନେଇ ରେଳ ବୋର୍ଡ ନିଷ୍ପତ୍ତି ନେଇଛି । କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ରନ୍ଧା ଖାଦ୍ୟ ଯୋଗାଣ ଉପରେ କଟକଣା ଲଗାଯାଇଥିଲା। କିନ୍ତୁ…
ମୁମ୍ବାଇରେ ସବୁ ମାସ ୧୦ କିଲୋ ଡ୍ରଗ୍ସ ପହଞ୍ଚାଉଥିବା ଓକିଲ ବାନ୍ଧିଲା ପୋଲିସ୍, ୨.୩୫ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ
ମୁମ୍ବାଇ : ମୁମ୍ବାଇରେ ସବୁ ମାସ ୧୦ କିଲୋ ଡ୍ରଗ୍ସ ପହଂଚାଉଥିବା ଓକିଲ ରାଜକୁମାର ରାଜହଂସଙ୍କୁ ଶୁକ୍ରବାର ଦିନ ପୋଲିସ୍ର ଆଣ୍ଟି ନାର୍କୋଟିକ୍ସ ସେଲ୍(ଏଏନ୍ସି) ଗିରଫ କରିଛି । ସତ୍ର ନ୍ୟାୟାଳୟ ଅଭିଯୁକ୍ତଙ୍କୁ ୨୨…
ଆଜି ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଏସ୍କେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ…
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ସେବାରେ ସାମିଲ ହେବ ଆଉ ୨ଟି ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ଗସ୍ତ କରି…