fbpx
Browsing Category

Breaking News

୧୭ରେ ତେଲେଙ୍ଗାନା ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ : ତେଲେଙ୍ଗାନା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ନିର୍ମଳ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ମୁକ୍ତି ଦିବସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଏକ କାର୍ଯ୍ୟକ୍ରମକୁ ମଧ୍ୟ…

ACF ସୌମ୍ୟ ମୃତ୍ୟୁ ମାମଲା: ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ଖଇରା ବନ୍ଦ

ଖଇରା (ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦିନକୁ ଦିନ କିଛି ନୂଆ ତଥ୍ୟ ମିଳୁଛି, କିନ୍ତୁ ଆଜିଯାଏ ନ୍ୟାୟ ମିଳିପାରୁ ନାହିଁ । ଏହି ଘଟଣାକୁ ନେଇ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ପାଳନ ହେଉଛି ।…

ନିୟମ-କାନୁନ ଅନୁସାରେ ବ୍ୟବହାର କରିବାକୁ ପଡ଼ିବ କଣ୍ଡୋମ, ନହେଲେ ଜୋରିମାନା!

କାହାର ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷେପ କରିପାରିବେ ନାହିଁ, କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଦମ୍ପତ୍ତିଙ୍କ ବ୍ୟକ୍ତିଗତ ମୂହୁର୍ତ୍ତରେ ଆଇନ୍ ହସ୍ତକ୍ଷେପ କରିବ । କାଲିଫର୍ଣ୍ଣିଆରେ ସରକାର…

କେନାଲରେ ଖସିଲା ପିସିଆର ଭ୍ୟାନ୍‌, ଗାଡ଼ି ଛାଡି ଖସି ପଳାଇଲେ ପୋଲିସ ବାବୁ: ଟ୍ରାକ୍ଟର ସହାଯ୍ୟରେ ଗାଡିକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ବ୍ଲକ ବଳଙ୍ଗା ଥାନା ଅଞ୍ଚଳରେ ସତ୍ୟବାଦୀ ଥାନା ପୋଲିସକୁ ହଟହଟା ହେବାକୁ ପଡିଛି । ପୋଲିସ ଗାଡି ନାଳ ଭିତରକୁ ପଶିଯାଇଥିବା ବେଳେ ଜଣେ ଏଏସଆଇ ଗାଡିଚାଳକ ଅଳ୍ପକେ ରକ୍ଷା…

ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ପ୍ରସଙ୍ଗ; SCBରେ ରାତି ଅଧରେ ପୋଷ୍ଟମର୍ଟମ

କଟକ (ଓଡ଼ିଶା ଭାସ୍କର): ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁଜଙ୍ଗ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଛିି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ରାତି ଅଧରେ ତାଙ୍କର…

ବ୍ରହ୍ମପୁତ୍ର ନଦୀରେ ୨ ଯାତ୍ରୀବାହୀ ଡଙ୍ଗା ମୁହାଁମୁହିଁ ଧକ୍କା: ଜଣେ ମୃତ, ୪୨ ଉଦ୍ଧାର, ୭୦ରୁ ଉର୍ଦ୍ଧ୍ବ ନିଖୋଜ

ଗୌହାଟୀ : ଆସାମର ବ୍ରହ୍ମପୁତ୍ର ନଦୀରେ ବୁଧବାର ବଡ଼ ଧରଣର ଡ଼ଙ୍ଗା ଦୁର୍ଘଟଣା ଘଟିଛି । ଜୋରହାଟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ୨ଟି ଯାତ୍ରୀବାହୀ ଡଙ୍ଗା ଯାଉଥିବା ବେଳେ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛି ।…

ଦିବ୍ୟାଙ୍କ ନାବାଳିକା ଏକୁଟିଆ ଥିବା ବେଳେ ଘରେ ପଶି ଦୁଷ୍କର୍ମ କଲେ ଯୁବକ: ଅଭିଯୁକ୍ତ ଗିରଫ, ପୀଡିତା ଉଦ୍ଧାର

ଭଞ୍ଜନଗର (ଭାସ୍କର ନ୍ୟୁଜ୍‌): ଭଞ୍ଜନଗର ଥାନା ଅନ୍ତର୍ଗତ ନିପଟ ପଲ୍ଲୀ ଗ୍ରାମର ଜଣେ ଦିବ୍ୟାଙ୍ଗ ନାବାଳିକାକୁ ସେହି ଗ୍ରାମର ଜଣେ ୨୫ବର୍ଷୀୟ ଯୁବକ ଘରେ କେହିନଥିବାର ସୁଯୋଗ ନେଇ ଘରେ ପଶି ଦୁଷ୍କର୍ମ କରିବା ଘଟଣାରେ…

୧୧ରେ ଆଉ ଏକ ଲଘୁଚପା: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ୧୧ସେପ୍ଟେମ୍ବର ବେଳକୁ ଉତ୍ତର-ବଙ୍ଗୋପସାଗର ତତ୍‌ ସଂଲଗ୍ନ କେନ୍ଦ୍ରୀୟ-ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସୃଷ୍ଟି ହେବାର…

ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ବିଜେଡି ନେତା ତଥା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବନ କରିଛି ବିଜେଡି । ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରଶାନ୍ତଙ୍କୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…

ରାଜ୍ୟ ସରକାରଙ୍କ ଘୋଷଣା- ପ୍ରମୋଦ ଭଗତଙ୍କୁ ଦିଆଯିବ ୬ କୋଟି ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ପ୍ରମୋଦଙ୍କୁ ୬ କୋଟି ଟଙ୍କା ଦିଆଯିବ ନେଇ ରାଜ୍ୟ ସରକାର ଆଜି ଘୋଷଣା…