Browsing Category
Breaking News
LOC ରେ ଚୋରା ଚାଲାଣକାରୀଙ୍କ ବଡ଼ ଷଡ଼ଯନ୍ତ୍ର ବିଫଳ, ୨୦୦ କୋଟିର ନିଶାଦ୍ରବ୍ୟ ଜବତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁଞ୍ଜ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରୁ ସୁରକ୍ଷା କର୍ମୀ ଶନିବାର ଚୋରାଚାଲାଣକାରୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ କରିବା ସହ ୪୪ କିଲୋଗ୍ରାମ ନିଶା ପଦାର୍ଥ ଜବତ କରିଛନ୍ତି । ଜବତ ହୋଇଥିବା…
ପୁରୀ ସାଂସଦ ପିନାକୀଙ୍କୁ କଳାପତାକା ପ୍ରଦର୍ଶନ ଓ କାଳିମାଡ଼, ୮ ଅଟକ (VIdeo)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ସାଂସଦ ପିନାନୀ ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ ସହ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ ହୋଇଛି । ଏଭଳି କାର୍ଯ୍ୟ କରିଛି ଛାତ୍ର କଂଗ୍ରେସ । ପୁରୀ ଭିଆଇପି ରୋଡ଼ ଝାଡ଼େଶ୍ୱରୀ ଛକ ନିକଟରେ…
ଆର୍ୟନ ଖାନଙ୍କୁ ଫସାଇବା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର! ଏନସିବିର ଇଶାରା…
ବଲିଉଡ କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ମୁମ୍ବାଇ କ୍ରୁଜ୍ ପାର୍ଟିୀ ମାମଲାରେ ଏନସିବି ତରଫରୁ କ୍ଲିନ ଚିଟ୍ ମିଳିସାରିଛି । ଆର୍ୟନ ଖାନଙ୍କୁ ଗତ ବର୍ଷ ମୁମ୍ବାଇରେ କର୍ଡେଲିଆ କ୍ରୁଜ୍ ପାର୍ଟୀରେ…
ଅଟୋକୁ ଟ୍ରକ୍ ଧକ୍କା ଦେଲା ଟ୍ରକ୍: ୩ ମୃତ, ୫ ଆହତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଆଜି କୋରାପୁଟ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ଆସିଛି । ଏକ ଅଟୋକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ସୋନୁ ସୁଦ୍ ଶନିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି । ସୋନୁ ସୁଦ୍ ଓଡ଼ିଶା ଗସ୍ତରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ…
ରାଶନ ମାର୍କେଟରେ ଏଣ୍ଟ୍ରି କଲା Amul: କମ୍ପାନୀ ଲଞ୍ଚ କଲା ଅର୍ଗାନିକ ଅଟା, ଖୁବଶୀଘ୍ର ଆସିବ ଆହୁରି ଅନେକ ପ୍ରଡକ୍ଟ
ନୂଆଦିଲ୍ଲୀ: ଦୁଧ, ଲହୁଣୀ ଓ ଆଇସକ୍ରିମ ପରି ଅନେକ ଦୁଗ୍ଧଜାତ ପ୍ରଡକ୍ଟ ବିକ୍ରି କରୁଥିବା ଅମୁଲକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଅମୁଲ ରାଶନ ମାର୍କେଟରେ ଏଣ୍ଟ୍ରି ମାରିଛି । ତେବେ ବର୍ତ୍ତମାନ ଅର୍ଗାନ ଫୁଡ ପ୍ରଡକ୍ଟ…
ମହାରାଷ୍ଟ୍ରରେ ପ୍ରଥମ ଥର ଚିହ୍ନଟ ହେଲା ଓମିକ୍ରନ ସବ୍ ଭାରିଆଣ୍ଟ ବିଏ.୪ ବିଏ.୫
ମୁମ୍ବାଇ: ମହାରାଷ୍ଟ୍ରରେ ଓମିକ୍ରନ ଭାରିଆଣ୍ଟର ସବ୍ ଭାରିଆଣ୍ଟର ପ୍ରଥମ ମାମଲା ରେକର୍ଡ ହୋଇଛି । ପୁଣେରେ ଏହି ସବ୍ ଭାରିଆଣ୍ଟର ସମୁଦାୟ ୭ ମାମଲା ସାମ୍ନାକୁ ଆସିଛି । ଏଥିରେ ବିଏ.୪ ର ୪ ଏବଂ ବିଏ.୫ ର ୩ ମାମଲା…
ଆସନ୍ତା ୩୧ରେ ମିଳିବ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା
ନୂଆଦିଲ୍ଲୀ: ଦେଶର କୃଷକଙ୍କ ପାଇଁ ଏକ ବଡ଼ ଖବର । ଖୁବଶୀଘ୍ର ମିଳିବାକୁ ଯାଉଛି ପିଏମ କିଷାନ ନିଧି ଯୋଜନାର ଅର୍ଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଷାନ ନିଧିର ୧୧ତମ କିସ୍ତି ପ୍ରଦାନ କରିବେ । ପିଏମ୍ କିଷାନ ସମ୍ମାନ…
ଯବାନ ପୁରୁଷ ଖାଆନ୍ତୁ ନାହିଁ ଏହି ଖଟା ଜିନିଷ, ପ୍ରଜନନ କ୍ଷମତା ଉପରେ ପଡ଼ିବ ପ୍ରଭାବ
ଆଚାର ଖଇବା ହୁଏତ ସମସ୍ତଙ୍କୁ ପସନ୍ଦ । ଖାସ୍ କରି ମହିଳାଙ୍କୁ ଆଚାର ଖାଇବା ଖୁବ୍ ପସନ୍ଦ ଆସିଥାଏ । ଖଟାମିଠା ଆଚାର ହେଉ କିମ୍ବା ଅନ୍ୟ କୌଣସି ଆଚାର, ସମସ୍ତେ ଏହି ଆଚାର ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । ସବୁ ଘରେ…
ଏସିଆ କପ୍-୨୦୨୨ ହକିରେ ଚମକିଲା ଭାରତ: ୨-୧ରେ ଜାପାନକୁ ହରାଇଲା, ମ୍ୟାଲେସିଆ ସହ ଟକ୍କର ଆସନ୍ତାକାଲି
ନୂଆଦିଲ୍ଲୀ: ଏସିଆ କପ ୨୦୨୨ ହକିରେ ଭାରତ ବାଜିମାତ କରିଛି । ଆଜି ଜାପାନ ବିପକ୍ଷରେ ଟିମ୍ ଇଣ୍ଡିଆ ୨-୧ରେ ବିଜୟ ହାସଲ କରିଛି । ତେବେ ଦଳ ତା’ର ପରବର୍ତ୍ତୀ ମ୍ୟାଚରେ ଆସନ୍ତାକାଲି ମ୍ୟାଲେସିଆକୁ ଭେଟିବ । ଆଜି ସୁପର-୪…