Browsing Category
Breaking News
ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବ: ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ହାଇକୋର୍ଟ ବିଚାରପତି ଡ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଣୀବିହବାର ଏମକେସିଜି ଅଡିଟୋରିୟରରେ ଶନିବାର ଉତ୍କଳ ବିଶ୍ଵବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ୬୫ ଜଣ ଛାତ୍ର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ…
(Video) ପାୱାରକଟ୍ ଯୋଗୁଁ ହୋଇପଡ଼ିଲେ ଅତିଷ୍ଠ: ଗରମରୁ ତ୍ରାହି ପାଇଁ କଲେ ଏଭଳି ଉପାୟ, ଦେଖିଲେ ଆପଣ ବି କହିବେ କି’ ଉପାୟ
ବର୍ତ୍ତମାନ ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗରମ ଯୋଗୁଁ ସ୍ଥିତି ଏଭଳି ରହିଛି ଯେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହେଇଯାଉଛି । ଆଉ ସେଥିରେ ପୁଣି ପାୱାର କଟ୍ ଗରମରେ ଆହୁରି ଅସ୍ତବ୍ୟସ୍ତ କରିପକାଏ ।…
ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ, ୮୯ ଟି କ୍ଷେତ୍ରର ଶ୍ରମିକ ପାଇବେ ଲାଭ
ଭୁବନେଶ୍ୱର: ରାଜ୍ୟରେ ଦିନମଜୁରିଆଙ୍କ ପାରିଶ୍ରମିକ ବଢ଼ାଇଲେ ରାଜ୍ୟ ସରକାର । ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ପାରିଶ୍ରମିିକ ଶ୍ରମିକ ଦିବସରୁ ଅର୍ଥାତ୍ ଆସନ୍ତାକାଲିଠାରୁ…
ସ୍କୁଲ ସମୟରେ ପରିବର୍ତ୍ତନ କଲେ ରାଜ୍ୟ ସରକାର: ଜାଣନ୍ତୁ କେଉଁ ସମୟରେ ଆସିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲରେ ପାଠପଢ଼ା ସମୟ ବଦଳାଇଲେ ସରକାର । ଏଣିକି ସକାଳ ୬ ଟାରୁ ୯ ପର୍ଯ୍ୟନ୍ତ ହେବ ସ୍କୁଲ୍ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର…
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦରୁ ଓହରିଲେ ରବୀନ୍ଦ୍ର ଜାଡେଜା, ପୁଣିଥରେ ଅଧିନାୟକ ହେବେ ମହେନ୍ଦ୍ର ସିଂ ଧୋନି
ମୁମ୍ବାଇ: ଚଳିତ ଆଇପିଏଲରେ ଲଗାତାର ଖରାପ ପ୍ରଦର୍ଶନ କରିବା ପରେ ଟୁର୍ଣ୍ଣାମେଣ୍ଟ ଅଧାରୁ ଚେନ୍ନାଇ ଅଧିନାୟକ ପଦବୀରୁ ଓହରି ଯାଇଛନ୍ତି ରବିନ୍ଦ୍ର ଜାଡେଜା । ୮ ମ୍ୟାଚ୍ ରୁ ୬ ପରାଜୟ ପରେ ସେ ଧୋନୀଙ୍କୁ ପୁଣି ଅଧିନାୟକ ପଦ…
ରାଜ୍ୟରେ ଲାଗି ରହିଛି ପ୍ରବଳ ତାତି, ଟିଟିଲାଗଡ଼ରେ ରେକର୍ଡ ହେଲା ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଭୀଷଣ ଗରମ ଲାଗି ରହିଛି । ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରଦେଉଛି । ଆଜି ରାଜ୍ୟ ପୁଣି ଥରେ ତତଲା କଡ଼େଇରେ ଭାଜି ହୋଇଛି । ତେବେ ଆଗାମୀ ୨୪…
ଭାରତୀୟ ଛାତ୍ରଙ୍କୁ ପାକିସ୍ତାନରେ ମେଡିକାଲ ପଢ଼ିବା ମନା, ଏନଏମସି ଜାରି କଲା ନୋଟିସ
ନୂଆଦିଲ୍ଲୀ: ପାକିସ୍ତାନରେ ମେଡିକାଲ ପଢ଼ିପାରିବେନି ଭାରତୀୟ ଛାତ୍ର । ଭାରତୀୟ ଛାତ୍ରଙ୍କୁ ପାକିସ୍ତାନରେ ମେଡିକାଲ କଲେଜରେ ଆଡମିଶନ ନ କରିବାକୁ ପରାମର୍ଶ ଦେଇଛି ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ।…
ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର ଡୋଜ୍ ମଧ୍ୟରେ କମିବ କି ବ୍ୟବଧାନ? ଚାଲିଛି ବିଚାର
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ସରକାର ନିକଟରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରିକସନ ଡୋଜ୍ ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ…
ଜୁଲାଇ ୩୧ ଯାଏଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ: କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ପର୍ଯ୍ୟଟକଙ୍କ ଉପରେ ପ୍ରତିବନ୍ଧକ
ପଟ୍ଟାମୁଣ୍ଡାଇ: କୁମ୍ଭୀର ପ୍ରଜନନ ପାଇଁ ରବିବାର ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ । ଏହି ସମୟ ମଧ୍ୟରେ ଭିତରକନିକା ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କୁ ଯିବାକୁ ଦିଆଯିବନାହିଁ…
ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ପ୍ରସଙ୍ଗ: ରବିବାର ଅନୁଧ୍ୟାନ କରିବ ଏଏସଆଇର ସ୍ୱତନ୍ତ୍ର ଟିମ୍
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍ ଧରିଥିବାବେଳେ । ରବିବାର ଏଏସଆଇର ସ୍ୱତନ୍ତ୍ର ଟିମ୍ ପୁରୀ ଗସ୍ତ କରିବେ । ଗସ୍ତ ସମୟରେ ଶ୍ରୀମନ୍ଦିର ନିକଟରେ ହେଉଥିବା କାମର ଅନୁଧ୍ୟାନ କରିବେ ।…