Browsing Category

Breaking News

ଆଜି ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ଖରାପ ପ୍ରଭାବ

ନୂଆଦିଲ୍ଲୀ: ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୩୦ ଅର୍ଥାତ୍ ଆଜି ଲାଗିବାକୁ ଯାଉଛି । ଏହା ଆଂଶିକ ସୂର୍ଯ୍ୟପରାଗ ହେବ । ଦ୍ୱିତୀୟ ସୂର୍ଯ୍ୟପରାଗ ୨୫ ଅକ୍ଟୋବରରେ ଲାଗିବ । ଏହା ମଧ୍ୟ ଏକ ଆଂଶିକ ସୂର୍ଯ୍ୟ ଗ୍ରହଣ ହେବ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଘନିଭୂତ ହୋଇ ନେଇ ପାରେ ବାତ୍ୟା ରୂପ !

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ ଏଥିରୁ ଖୁବଶୀଘ୍ର ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ଦକ୍ଷିଣ ଆଣ୍ଡାମାନ…

ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସି୍‌: ସେମିରେ ସିନ୍ଧୁ, ପଦକ ପାଇଁ ଜାପାନର ଆକାନେ ୟାମାଗୁଚିଙ୍କ ବିରୋଧର ଲଢ଼େଇ

ମାନିଲା(ଫିଲିାଇନ୍ସ): ଡବଲ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ବିଜୟ ଅଭିଯାନ ଜାରି ରଖି ଏଠାରେ ଚାଲିଥିବା ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ ସହିତ ଯେ କୌଣସି ପଦକ…

ଆପଣ Education Loan ନେବାକୁ ଚାହୁଁଛନ୍ତି କି, ଦେଖନ୍ତୁ କେଉଁ ବ୍ୟାଙ୍କର ସୁଧ ହାର ଓ EMI କେତେ ରହିଛି

ନୂଆଦିଲ୍ଲୀ: ଅନେକ ସମୟରେ ମେଧାବୀ ଛାତ୍ରଛାତ୍ରୀମାନେ ଉପଯୁକ୍ତ ସମ୍ବଳ ଅଭାବରୁ ସେମାନଙ୍କର ସ୍ୱପ୍ନ ପୂରଣ କରିପାରିନଥାନ୍ତି । ବିଦେଶରେ ଉଚ୍ଚଶିକ୍ଷା ହେଉ ବା ଦେଶର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବା ହେଉ,…

ଲେଫ୍ଟନାଣ୍ଟ ଜେନେରାଲ ରାଜୁ ହେଲେ ସ୍ଥଳସେନା ଉପମୁଖ୍ୟ, ମେ’ ପହିଲାରେ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ସ୍ଥଳସେନାର ଉପ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ବିଏସ୍‌ ରାଜୁ । ମେ’ ୧ରେ ସେ ସ୍ଥଳ ସେନାର ଉପ ମୁଖ୍ୟ ଦାୟିତ୍ୱ ନେବେ । ଶୁକ୍ରବାର ତାଙ୍କ ନିଯୁକ୍ତି ଉପରେ ମୋହର ବାଜିଛି । ବିଜାପୁର ସୈନିକ ସ୍କୁଲ ଓ…

୪୦ ବର୍ଷ ପରେ ପୁରୁଷମାନେ ହୋଇଯାଆନ୍ତୁ ଆଲର୍ଟ, ଏହି ସମସ୍ୟାର ହୋଇପାରେ ସାମ୍ନା

ନୂଆଦିଲ୍ଲୀ: ବଢ଼ୁଥିବା ବୟସ ସହ ପୁରୁଷମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍ ହେବା ଜରୁରୀ, କାହିଁକି ନା ୪୦ ବର୍ଷ ପରେ ଶରୀରରେ ଅନେକ ହରମୋନାଲ ପରିବର୍ତ୍ତନ ହୋଇଥାଏ । ଏହା ଯୋଗୁଁ ପ୍ରାୟତଃ ଓଜନ ବଢ଼ିଥାଏ ଓ ପେଟ…

ମଇ ୯ରେ ରୁଷ ପାଳିବ ବିଜୟ ଦିବସ: ୟୁକ୍ରୋନରେ ଦେଖିବାକୁ ମିଳିବ ଭୟଙ୍କର ଯୁଦ୍ଧର ରୂପ

ନୂଆଦିଲ୍ଲୀ: ଆସନ୍ତା ୯ ମଇ ସୁଦ୍ଧା ୟୁକ୍ରେନ ଉପରେ ବିଜୟ ହାସଲ କରି ରୁଷ ଉକ୍ତ ଦିନଟିକୁ ବିଜୟ ଦିବସ ଭାବେ ପାଳନ କରିବ ବୋଲି ଜଣାପଡ଼ିଛି । ଏଥିସହ ଜୟଯାତ୍ରା ପରେଡ ବାହାର କରିବା ନିମନ୍ତେ ରୁଷ ଲକ୍ଷ୍ୟ ରଖିଛି । ତେଣୁ…

ଷ୍ଟୁଡିଓ ସଫାରୁ ସଫଳ ନାୟିକା ରବିନା ଟଣ୍ଡନ: ଜାଣନ୍ତୁ ତାଙ୍କର ପରଦା ପଛର କାହାଣୀ, କେମତି ବନିଥିଲେ ହିରୋଇନ୍

ମୁମ୍ବାଇ: କେଜିଏଫ୍‌-୨ ବର୍ତ୍ତମାନ ହଲ୍‌ରେ ଧମାଲ୍‌ କରୁଛି । ଏହାରି ମଧ୍ୟରେ ଫିଲ୍ମର କଳାକାରମାନଙ୍କ ଅଭିନୟକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରୁଛନ୍ତି । ହେଲେ ଅଭିନୟ ପାଇଁ ରବିନା ଟଣ୍ଡନଙ୍କୁ ବହୁତ ପ୍ରଶଂସା ମିଳିଛି…

୧୦୭୫ ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ଖାଲି ଆଖିରେ ବି ଦେଖିପାରିବେ

ନୂଆଦିଲ୍ଲୀ: ଏହି ସପ୍ତାହରେ ବ୍ରହ୍ମାଣ୍ଡରେ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଯାହାକୁ ଖୋଲା ଆଖିରେ ଦେଖା ଯାଇପାରିବ । ଏହି ସପ୍ତାହରେ ଶନି, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି କ୍ରମାଗତ ଭାବରେ ରହିବେ । ଏହା…

୧୦୭୫ ବର୍ଷ ପରେ ଆକାଶରେ ଦେଖାଯିବ ବିରଳ ଦୃଶ୍ୟ, ଗୋଟିଏ ଧାଡ଼ିରେ ରହିବେ ଏହି ଚାରୋଟି ଗ୍ରହ

ନୂଆଦିଲ୍ଲୀ: ଏହି ସପ୍ତାହରେ ବ୍ରହ୍ମାଣ୍ଡରେ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଯାହାକୁ ଖୋଲା ଆଖିରେ ଦେଖା ଯାଇପାରିବ । ଏହି ସପ୍ତାହରେ ଶନି, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି କ୍ରମାଗତ ଭାବରେ ରହିବେ । ଏହା…