Browsing Category

Breaking News

ପାଣିରେ ଉବୁଟୁବୁ ରାଜଧାନୀ; ଲଗାଣ ବର୍ଷାରେ ବୁଡ଼ିଲା ଆଇଜିଆଇ ଏୟାରପୋର୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଦିନ ପ୍ର୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି । ବର୍ଷା କାରଣରୁ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୩…

ପୁଣି ନିର୍ଭୟା କାଣ୍ଡ! ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ପୂରାଇଥିଲେ ରଡ୍, ଆଖି ବୁଜିଲେ ପୀଡ଼ିତା

ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ଜଣେ ମହିଳାଙ୍କ ସହିତ "ନିର୍ଭୟା" ପରି ଅତ୍ୟାଚାର ଦିଆଯାଇଛି । ଏଠାରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଗୋଟିଏ ଟେମ୍ପୋ ଭିତରେ ବଳାତ୍କାର କରଯାଇଥିଲା । ଘଟଣା ପରେ ତାଙ୍କ ଅବସ୍ଥା ଏତେ…

ଭବାନୀପୁରରୁ ଉପନିର୍ବାଚନ ଲଢ଼ୁଥିବା CM ମମତାଙ୍କ ପାଖରେ ଅଛି କେତେ ସମ୍ପତ୍ତି ? ଜାଣନ୍ତୁ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନର ବିଗୁଲ ବାଜିସାରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ବା ଟିଏମସି ପକ୍ଷରୁ ଭବନାପୁର ଆସନ ପାଇଁ ନାମାଙ୍କନ ଦାଖଲ କରି ମଇଦାନକୁ ଓହ୍ଲାଇଛନ୍ତି ।…

ଟିକାକରଣ ରେ ବଡ଼ ବଡ଼ ଦେଶକୁ ପାଣି ପିଆଇ ସାରିଲେଣି ଭାରତର ଏହି ୫ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ବିରୋଧରେ ଅଭିଯାନ ଜାରି ରହିଛି । ସଂକ୍ରମଣକୁ ଦୃଷ୍ଟି ରଖି ପ୍ରତ୍ୟେକ ନାଗରିକଙ୍କ ଟିକାକରଣ ଜୋରଦାର କରାଯାଉଛି । ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଟିକା…

ଆଗରୁ କେବେ ବସିନଥିଲେ, ବାପା ମାଙ୍କୁ ପ୍ରଥମ କରି ଉଡାଜାହାଜ ରେ ଯାତ୍ରା କରାଇଲେ ଅଲିମ୍ପିକ୍ସ ସ୍ଵର୍ଣ୍ଣ ବିଜେତା ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଐତିହାସିକ ଗୋଲ୍ଡ ମେଡାଲ ଜିତିଥିବା ଜାଭଲିନ୍ ଥ୍ରୋ ଖେଳାଳୀ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି । ଆଉ ତାପରଠାରୁ ସେ ଚର୍ଚ୍ଚାର ଶିଖରରେ ରହିଛନ୍ତି । ତେବେ ହରିୟାଣାର ଏହି…

IND vs ENG: ବିରାଟ କୋହଲୀ ଓ ରବି ଶାସ୍ତ୍ରୀ ଭାଙ୍ଗିଲେ ବିସିସିଆଇର ଏହି ନିୟମ, କଣ ବୋର୍ଡ ଦେବ ସଜ୍ଜା?

ନୂଆଦିଲ୍ଲୀ: ଶୁକ୍ରବାର ଦିନ, ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ହେବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପଞ୍ଚମ ମ୍ୟାଚ୍ ର ଟେଷ୍ଟ ସିରିଜ୍ ର ଶେଷ ଟେଷ୍ଟକୁ ରଦ୍ଦ କରିଦିଆଯାଇଛି । ମ୍ୟାଚ୍…

ଗାଡ଼ି ନମ୍ବର ପରି ବାଛିପାରିବେ କି ଆଧାର ନମ୍ବର? ଜାଣନ୍ତୁ UIDAI ଜବାବ୍

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…

ବିନା ଅନୁମତିରେ କଟିଯାଇପାରେ ଆପଣଙ୍କ PF ଟଙ୍କା, ଇପିଏଫଓ ଜାରି କଲା ଆଲର୍ଟ; ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଇପିଏଫଓ ଆଲର୍ଟ ଜାରି କରିଛନ୍ତି । ଇପିଏଫଓ ପକ୍ଷରୁ ତାର ୬ କୋଟି ଖାତା ଧାରକଙ୍କ ପାଇର୍ ସତର୍କ ସୂଚନା ଜାରି କରିଛି । ଖାତା ଧାରକ ମାନଙ୍କୁ ସେମାନଙ୍କ ଖାତା ସମ୍ପର୍କିତ…

ମହିଳା କର୍ମଚାରୀଙ୍କ ସହିତ ଡବଲ୍ ମିନିଂ କଥାବାର୍ତ୍ତା କରୁଥିଲା କଲ୍ୟାଣ ଅଧିକାରୀ, ଆଉ ତାପରେ

ଗାଜିଆବାଦ୍: ମହିଳା କର୍ମଚାରୀ ସହିତ ଅଭଦ୍ର କଥାବାର୍ତ୍ତା କରୁଥିଲେ ସମାଜ କଲ୍ୟାଣ ଅଧିକାରୀ । ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ପଦବୀରୁ ନିଲମ୍ବିତ କରିଦିଆଯାଇଛି । ଏଭଳି ଖବର ଶୁଣିବାକୁ ମିଳିଛି ଗାଜିଆବାଦ୍ ଜିଲ୍ଲାରୁ…

ଦିନକରେ ୩୮,୯୪୮ ପଜିଟିଭ୍ ଚିହ୍ନଟ, ୩୦୮ ମୃତ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା…