Browsing Category

Breaking News

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ । ଏନେଇ ପୂର୍ବରୁ ମୁଖ୍ୟ ଶାସନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତାରିଖ ଘୋଷଣା କରିଥିବା ବେଳେ ଆଜି ପଞ୍ଚାୟତ ନିର୍ବାଚନ…

ଗଣଦୁଷ୍କର୍ମ ପରେ ନାବାଳିକାଙ୍କ ପ୍ରାଇଭେଟ୍ ପାର୍ଟରେ ପୂରାଇଲେ ଧାରୁଆ ଅସ୍ତ୍ର, ରକ୍ତାକ୍ତ ଅବସ୍ଥାରେ ଫ୍ଲାଏ ଓଭରବ୍ରିଜରୁ ତଳକୁ ଫିଙ୍ଗିଦେଲେ…

ନୂଆଦିଲ୍ଲୀ: ଗୋଟିଏ ୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ ତାର ପ୍ରାଇଭେଟ୍ ପାର୍ଟରେ ଧାରୁଆ ଅସ୍ତ୍ର ପୂରାଇଦେଇଛନ୍ତି ଦୁର୍ବୃତ୍ତ । ଖାଲି ସେତିକି ନୁହେଁ ଅତ୍ୟାଚାର କରି ରକ୍ତାକ୍ତ ଅବସ୍ଥାରେ ଏକ ଫ୍ଲାଏ ଓଭରବ୍ରିଜ୍…

ଭୋଟର କାର୍ଡ ନଥିଲେ ବି ଦେଇପାରିବେ ଭୋଟ୍! ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବାଜିସାରିଛି ନିର୍ବାଚନୀ ବିଗୁଲ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଭୋଟର ଆଇଡି କାର୍ଡ ନାହିଁ ବା ହଜିଯାଇଛି, ତଥାପି ଆପଣ ଭୋଟ୍ ଦେଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କ ପାଇଁ ନିୟମ ଓ ସର୍ତ୍ତ ରହିଛି ।…

ଅଳ୍ପ ଦିନରେ ୨ୟ ଲହର ପିକ୍ କ୍ରସ୍ କରିପାରେ କରୋନା- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସ୍ଥିତି ବିଗିଡ଼ିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ବର୍ତ୍ତମାନର ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇଛନ୍ତି…

ସୁରେଖା ପଲେଇ ହତ୍ୟା ମାମଲା: ବୟଫ୍ରେଣ୍ଡ ସମେତ ୩ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭରତପୁର ସୁରେଖା ପଲେଇ ହତ୍ୟା ମାମଲାରେ ଆସିଛି ବଡ଼ ଖବର । ଏହି ହତ୍ୟା ଘଟଣାରେ ସୁରେଖାଙ୍କ ବୟଫ୍ରେଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ପ୍ରେମିକ ସହ ପାଟିତୁଣ୍ଡ ପରେ…

କରୋନାର ନୂଆ ରେକର୍ଡ; ଦୈନିକ ସଂକ୍ରମଣ ୨ ଲକ୍ଷ ପାର୍, ଓମିକ୍ରନ ସଂଖ୍ୟା ୫୪୮୮କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୪୭ ହଜାର ୪୧୭ ପଜିଟିଭ ଚିହ୍ନଟ…

ମାଡ଼ିଲାଣି କରୋନା: ରାଜ୍ୟରେ ୧୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଖୋର୍ଦ୍ଧାରେ ସ୍ଥିତି ଭୟଙ୍କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଟପିଯାଇଛି । ରାଜ୍ୟରେ ଦିନକରେ ୧୦ହଜାର ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ ରୁ ୫୮୩୩ ଜଣ ଆକ୍ରାନ୍ତ…

ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟ; ବିନା ଭିସାରେ ବି କରିପାରିବେ ଯାତ୍ରା, ଜାଣନ୍ତୁ ଭାରତ ରହିଛି କେଉଁ ସ୍ଥାନରେ

ନୂଆଦିଲ୍ଲୀ: ହେନଲେ ପାସପୋର୍ଟ ଇଣ୍ଡେକ୍ସ ଅନୁସାରେ, ଜାପାନ୍ ଓ ସିଙ୍ଗାପୁର ପାଖରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ରହିଛି । ଏହି ଦେଶର ପାସପୋର୍ଟ ଧାରକ ମାନେ ୧୯୨ ଦେଶକୁ ବିନା ଭିସାରେ ବି ଯାତ୍ରା କରିପାରିବେ…

ଗଞ୍ଜାମରେ ପର୍ଯ୍ୟଟକଙ୍କ ପାଇଁ ବେଳାଭୂମି ମନା

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି କଟକଣା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ପାଇଁ ବେଳାଭୂମି ବାରଣ କରାଯାଇଛି । କୋଭିଡ୍ ସଂକ୍ରମଣ…

ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ବିଜେପିର ୬ ବିଧାୟକ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ (ନିର୍ବାଚନ ୨୦୨୨), ଗତ ଦୁଇ ଦିନ ମଧ୍ୟରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଏହି କ୍ରମରେ ବୁଧବାର ଦିନ ଓବିସି…