Browsing Category
Breaking News
ପଞ୍ଚାୟତ ନିର୍ବାଚନ: ୨୪ରେ ଅନ୍ତିମ ପର୍ଯ୍ୟାୟ ମତଦାନ, ଜଟଣୀ ବ୍ଲକ୍ର ୧୫ ପଞ୍ଚାୟତରେ ହେବ ଭୋଟିଂ
ଜଟଣୀ (ଭାସ୍କର ନ୍ୟୁଜ୍): ଜଟଣୀ ବ୍ଲକ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଫେବୃୟାରୀ ୨୪ ତାରିଖରେ ଅନୁଷ୍ଠିତ ହେବ । ଏହି ନିର୍ବାଚନମଣ୍ଡଳୀରେ ୭ ଓ ୮ନଂ ଦୁଇଟି ଜିଲ୍ଲା ପରିଷଦ ଜୋନ୍, ୧୫ ଗ୍ରାମ ପଂଚାୟତର ସରପଂଚ-ସମିତି…
ବାର୍ଡ ଫ୍ଲୁ ଆତଙ୍କ: ପୋତା ହେଲା ୨୫ ହଜାର କୁକୁଡା, ନଷ୍ଟ କରାଗଲା ଅଣ୍ଡା
ଥାନେ: ମହାରାଷ୍ଟ୍ରର ଥାନେ ଏବଂ ପାଲଘର ଜିଲ୍ଲାର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ (ଏଭିଆନ୍ ଇନ୍ ଫ୍ଲୁଏଞ୍ଜା) ମାମଲା ଚିହ୍ନଟ ହୋଇଛି । ଏହା ପରେ ରାଜ୍ୟ ସରକାର ଉଭୟ ଜିଲ୍ଲାରେ ସଂକ୍ରମଣ ହଟସ୍ପଟ୍ର ଏକ କିଲୋମିଟର…
ଆଜି ୪୫ ବୁଥ୍ରେ ସାନି ମତଦାନ, ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏଁ ଚାଲିବ ଭୋଟିଂ
ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି। ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର…
ରାଜ୍ୟରେ କମୁଛି ଶୀତ ପ୍ରକୋପ, ଧିରେ ଧିରେ ବଢ଼ୁଛି ତାପମାତ୍ରା: ଆଜିଠୁ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ରାଜ୍ୟରୁ ଶୀତ ଏକ ରକମ ଅପସରି ଯାଇଛି । ଦିନରେ ଗରମ ଅନୁଭୂତ ହେଉଛି । ଏପରିକି ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଏସବୁ ଭିତରେ ମଝିରେ ମଝିରେ ଅଦିନିଆ ବର୍ଷା ଜନଜୀବନକୁ…
ବିଧାନସଭା ନିର୍ବାଚନ: କଟକଣା କୋହଳ କଲେ ନିର୍ବାଚନ ଆୟୋଗ,ପୂର୍ଣ୍ଣ କ୍ଷମତାରେ ରାଲି, ରୋଡ୍ ସୋ’କୁ ଅନୁମତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନ ପ୍ରଚାର ପାଇଁ କଟକଣା ଆହୁରି କୋହଳ କଲେ ଭାରତୀୟ ନିର୍ବାଚନ ଆୟୋଗ । ଏଣିକି ପୂର୍ଣ୍ଣ କ୍ଷମତାରେ ରାଲି, ଜନସଭା ହୋଇପାରିବ । ଜିଲ୍ଲା କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ରୋଡ୍ ସୋ’…
ୟୁକ୍ରେନ-ଋଷ ବିବାଦ: ଋଷ ଉପରେ ବ୍ରିଟେନର ଆକ୍ସନ, ବ୍ୟାଙ୍କ ଏବଂ ଧନୀ ବ୍ୟକ୍ତିଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ
ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଉଭୟ ଦେଶରେ ମଧ୍ୟରେ ସମାଧାନ ବଦଳରେ ମାମଲା ଆହୁରି ବିଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ପୂର୍ବ ୟୁକ୍ରେନର ଦୁଇ ସହରର ଲୁହାନ୍ସ୍କ…
ପୁଣି ବାଇକ ଚୋର ସକ୍ରିୟ, ଦୁଇଟି ଗାଡି ଚୋରିର ଦୃଶ୍ୟ କଏଦ ହେଲା ସିସିଟିଭିରେ
ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ବଢିବାରେ ଲାଗିଛି ବାଇକ୍ ଚୋରି ଘଟଣା । ଜିଲ୍ଲାରେ ପ୍ରତେକ ସପ୍ତାହରେ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ଠାବ କରୁଥିବା ବେଳେ ଏହାକୁ ରୋକିବା ନେଇ ପୋଲିସ୍ ସବୁବେଳେ ତତ୍ପର…
ପଞ୍ଚାୟତ ନିର୍ବାଚନ ୨୦୨୨: ବୁଧବାର ୪୫ଟି ସ୍ଥାନରେ ସାନି ମତଦାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପଞ୍ଚାୟତ ନିର୍ବାଚନ । ଆଜି ମଙ୍ଗଳବା ସରିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହାପରେ ଫେବୃଆରୀ ୨୪ରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ ।
ଏହାରି ମଧ୍ୟରେ ପ୍ରଥମ…
ଘନଉଛି ‘ଗଙ୍ଗୁବାଈ କାଠିଆୱାଡି’ ବିବାଦ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗଙ୍ଗୁବାଈଙ୍କ ପରିବାର ଲୋକ
ମୁମ୍ବାଇ: ସଞ୍ଚୟ ଲୀଲା ଭଂସାଲିଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡି’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଏହି ଫିଲ୍ମ ବିବାଦ ଘେରରେ ଫସିଛି । ଫିଲ୍ମକୁ ନେଇ ଗୋଟିଏ ପଟେ ଫ୍ୟାନମାନେ…
ସିଲ୍ ଟାମ୍ପରିଙ୍ଗ ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ନିସ୍ତୁକ ମାଡ଼
ବାସୁଦେବପୁର: ପ୍ରିଜାଇଡିଂ ଅଫିସରଙ୍କୁ ନିସ୍ତୁକ ମାଡ଼ ମାରିଲେ ଲୋକେ । ଭୋଟ ବାକ୍ସ ଟ୍ୟାମ୍ପରିଂ ଅଭିଯୋଗରେ ପ୍ରିଜାଇଡିଂ, ପୋଲିଂ ଅଫିସରଙ୍କୁ ମାଡ଼ । କୁମାରପୁର ପଞ୍ଚାୟତ ୧୦ ନମ୍ବର ୱାର୍ଡ ବାକ୍ସ ଟ୍ୟାମ୍ପରିଂ ଅଭିଯୋଗରେ…