Browsing Category

Breaking News

କାବୁଲ ଏୟାରପୋର୍ଟରେ ପୁଣି ଏକ ବିସ୍ଫୋରଣ, ଶବ୍ଦ ଶୁଣି ସ୍ଥାନୀୟ ଲୋକ ଭୟଭୀତ; ୨ ମୃତ

କାବୁଲ: କାବୁଲ ଏୟାରପୋର୍ଟରେ ପୁଣିଥରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଖବର ଆସିଛି । ବିସ୍ଫୋରଣ ନେଇ ପୂର୍ବରୁ ଆଲର୍ଟ କରିଥିଲା ଆମେରିକା । ଏହାକୁ ମିଶାଇ ତୃତୀୟ ଥର ଏପରି ବିସ୍ଫୋରଣ ହୋଇଛି କାବୁଲ ବିମାନବନ୍ଦରରେ…

ଭାରତକୁ ପୁଣି ଏକ ପଦକ, ବିନୋଦ କୁମାରଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ ରେ ପୁଣିଥରେ ଭାରତକୁ ପଦକ ମିଳିଛି । ଆଜି ତୃତୀୟ ପଦକ ଜିତିଛନ୍ତି ବିନୋଦ କୁମାର । ଡିସକସ୍ ଥ୍ରୋରେ ବିନୋଦ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂର୍ବରୁ ଦୁଇଟି ରୌପ୍ୟ ପରେ ଏହାକୁ…

ଫିଟ୍ କର୍ମଚାରୀଙ୍କୁ ମିଳିବ ବୋନସ୍ ଓ ୧୦ ଲକ୍ଷ ଟଙ୍କାର ଲକି ଡ୍ର’, ଜାଣନ୍ତୁ ଏସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କରୋନା କାଳରେ ୱର୍କ ଫ୍ରାମ୍ ହୋମ୍ ଧାରା ଆରମ୍ଭ ହୋଇଛି । ଅନେକ କର୍ମଚାରୀ ଘରେ ରହି କାମ ଅଫିସ୍ କାମ କରୁଛନ୍ତି । ତେବେ ଏଥିରେ ଦୀର୍ଘ ଦିନ ଧରି ଘରେ ବସି କାମ କରୁଥିବାରୁ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ…

ଇଣ୍ଟରନେଟ୍ ସେବା ବନ୍ଦ କଲା ତାଲିବାନ, ପଞ୍ଜଶୀର ଉପତ୍ୟକା ଅକ୍ତିଆର କରିବାର ନୂଆ ଷଡଯନ୍ତ୍ର

ପଞ୍ଜଶୀର: ପଞ୍ଜଶୀର ଉପତ୍ୟକାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି ତାଲିବାନ। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟରରେ ପୋଷ୍ଟ ସେୟାର କରିବାକୁ ରୋକିବାକୁ ଯାଇ ତାଲିବାନ ଏପରି କରିଥିବା ଜଣାପଡିଛି ।…

ହାଇ ଜମ୍ପରେ ଭାରତ ହାସଲ କଲା ରୌପ୍ୟ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ ରେ ଭାରତ ରୌପ୍ୟ ପଦକ ହାସଲ କରିଛି । ହାଇ ଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ପାରାଅଲିମ୍ପିକ୍ ରେ ଭାରତର ପଦକ ସଂଖ୍ୟା ୨ରୁ ବୃଦ୍ଧି ପାଇଛି । ନିଷାଦ ହାଇ…

ବୁଲିଯିବାକୁ କହି ୧୩ ବର୍ଷିୟା ନାବାଳିକାଙ୍କୁ ଗଣଦୁଷ୍କର୍ମ, ନିଜ ସାଙ୍ଗ ଘଟାଇଛି ଏପରି ଅମାନବୀୟ କାଣ୍ଡ

ରାଞ୍ଚି: ମାତ୍ର ୧୩ ବର୍ଷିୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଯୌନ ରାକ୍ଷସ । ଏପରି ଅମାନବୀୟ କାଣ୍ଡ ଘଟିଛି ଝାଡ଼ଖଣ୍ଡ ରାଞ୍ଚିରେ । ସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ। ବୁଲିବାକୁ ଯିବା ବୋଲି କହି ନିଜେ ଓ ଅନ୍ୟ…

୧୦ ହଜାରକୁ 10K ଲେଖାଯାଉଛି କିନ୍ତୁ 10T ନୁହେଁ ? ରୋଚକ ରହିଛି ଏହା ପଛର କାହାଣୀ

ନୂଆଦିଲ୍ଲୀ: ଦୁନିଆରେ ସର୍ଟ ଫର୍ମର ବ୍ୟବହାର ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଲୋକମାନେ ସଂଖ୍ୟାକୁ ବି ସର୍ଟ ଫର୍ମରେ ହିଁ ଲେଖୁଛନ୍ତି । ଯଦି ୧୦ ହଜାର ଓ ୧୦ ମିଲିୟନ୍ ଲେଖିବାକୁ କୁହାଯାଉଛି ତେବେ 10K ଓ 10M ଲେଖାଯାଉଛି…

କୋଭିଡ୍ କମ୍ପ୍ଲିକେସନରେ ଗଲାଣି ୪ ଶିଶୁଙ୍କ ଜୀବନ, କେରଳରେ ମହାମାରୀର ଭୟାବହ ସ୍ଥିତି

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କେରଳରେ କରୋନା ମହାମାରୀର ଭୟାବହ ପରିସ୍ଥିତି ଲାଗି ରହିଛି । ପ୍ରତିଦିନ ୩୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟଭ୍କ ସୂଚନା ଅନୁସାରେ, ଗତ ୫ ଦିନ ମଧ୍ୟରେ…

ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ କେନ୍ଦ୍ର ସରକାର, ତୃତୀୟ ଲହରକୁ ନେଇ ଡର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଏନେଇ ଡିଜିସିଏ ପକ୍ଷରୁ ସୁଚନା ଦିଆଯାଇଛି । କରୋନା ମହାମାରୀର ତୃତୀୟ ଲହର…

୭ ଜିଲ୍ଲାରେ ଛେଚିବ ବର୍ଷା, ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ…