fbpx
Browsing Category

Breaking News

ପୁଣି ମୁଭି ମାଫିଆଙ୍କ ଉପରେ ରାଗ ଝାଡ଼ିଲେ କଙ୍ଗନା; କହିଲେ, ‘୧୦୦ ଏଫଆଇଆର୍ ହେଲେ ବି କିଛି ଫରକ୍ ପଡ଼ିବନି’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ଫିଲ୍ମ ବ୍ୟତୀତ ଅନେକ କାରଣକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ଖାସ୍ କରି ନିଜ ବୟାନକୁ ନେଇ ସେ ସବୁବେଳେ କିଛି ନା କିଛି ବିବାଦ ମଧ୍ୟରେ ରହିଥାନ୍ତି । ସେ…

ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟ ସିଲ୍, ଦୋକାନୀ ସହ ଗ୍ରାହକଙ୍କଠାରୁ ଆଦାୟ ହେଲା ଫାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ପ୍ରକୋପ ଏବେ ବି ଜାରି ରହିଥିବା ବେଳେ ତାରିଣୀ ବସ୍ତ୍ରାଳୟ ସିଲ୍ ହୋଇଛି । ପ୍ରବଳ ଗହଳି ପାଇଁ ତାରିଣୀ ବସ୍ତ୍ରାଳୟକୁ ସିଲ୍ କରିଛି ବିଏମସି । କୋଭିଡ ନିୟମ…

ଦାଢ଼ି କାଟିଲେ ହିଁ ବାହା ହେବି, ନହେଲେ ହେବିନି: ମଙ୍ଗେତର ଜିଦ୍ ଯୋଗୁଁ ଚିନ୍ତାରେ ଯୁବକ

ନୂଆଦିଲ୍ଲୀ: ଲଣ୍ଡନରୁ ଏକ ଅଜବଗଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ବାହାଘର ପୂର୍ବରୁ ନିଜ ମଙ୍ଗେତର ଆଗରେ ଏକ ଅଦ୍ଭୁଦ ସର୍ତ୍ତ ରଖିଛନ୍ତି । ଯୁବତୀ ଜଣକ କହିଛନ୍ତି ଯେ, ଯଦି ଦାଢ଼ି ନକାଟ, ତେବେ ମୁଁ…

କଣ ଏସି ଲଗାଇବା କାରଣରୁ ଆସୁଛି କି ଅଧିକ ଇଲେକ୍ଟ୍ରିକ୍ ବିଲ୍, ତେବେ ଆପଣାନ୍ତୁ ଏହିସବୁ ଟିପ୍ସ

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା କାଳରେ ୱର୍କ ଫ୍ରମ୍ ହୋମ୍ ଆରମ୍ଭ ହେବା ପରଠାରୁ ଏୟାର କଣ୍ଡିସନର୍ ବା ଏସିର ଚାହିଦା ଖୁବ୍ ବଢ଼ିଯାଇଛି । ଯାହା ଫଳରେ ଦିନଯାକ ଘରେ ରହି କାମ କରିବାକୁ ପଡୁଥିବାରୁ ଇଲେକ୍ଟ୍ରିକ୍ ବିଲ୍…

କରୋନା ମେଡିସିନ୍ ନାମରେ ବିଷ ବଟିକା ଦେଲେ ସ୍ୱାସ୍ଥ୍ୟକର୍ମୀ, ପରିବାରର ତିନିଜଣଙ୍କ ମୃତ୍ୟୁ

ଚେନ୍ନାଇ: ଗୋଟିଏ ପରିବାରକୁ ମେଡିସିନ୍ ନାମରେ ବିଷ ବଟିକା ଦିଆଯାଇଥିଲା । ଯାହା ଫଳରେ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ତାମିଲନାଡ଼ୁର ଇରୋଡରେ । ତେବେ ପୁଲିସ୍ ଏହି ମାମଲାରେ ଦୁଇ…

ମାଟ୍ରିକ୍ ରେଜଲ୍ଟକୁ ନେଇ ଅସନ୍ତୋଷ, କିନ୍ତୁ ବୋର୍ଡ କହିଲା – ‘ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ ଆଧାରରେ ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ । ପାସ୍ ହାର ଭଲ ଥିଲେ ବି ଅନେକ ସ୍ଥାନରେ ରେଜଲ୍ଟକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।…

ଆଦିବାସୀ ଓ ଦଳିତଙ୍କ ପାଇଁ ବଢ଼ୁଛି ଜନସଂଖ୍ୟା, ସପା ବିଧାୟକଙ୍କ ବିବାଦୀୟ ବୟାନ୍

ନୂଆଦିଲ୍ଲୀ: କରୋନା ସମୟରେ ଦଳିତ ଓ ଆଦିବାସୀଙ୍କ ଉପରେ ଏକ ବିବାଦୀୟ ବୟାନ୍ ଦେଇ ଫସିଛନ୍ତି ଜଣେ ସମାଜବାଦୀ ପାର୍ଟି ବିଧାୟକ । ରାଜ୍ୟରେ ଆଦିବାସୀ ଓ ଦଳିତଙ୍କ ପାଇଁ ଜନସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ବିଧାୟକ…

ଆସନ୍ତାକାଲି ସରିଯିବ ଟିକା: କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ମାଗିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହରର ଓ ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତେଣୁ କରୋନା ଟିକାକରଣର ସୁପରିଚାଳନା ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।…

କ୍ରାଇମ ବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ IPS ସଂଜୀବ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରାଇମବ୍ରାଞ୍ଚ ADG ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି IPS ସଂଜୀବ ପଣ୍ଡା । ଦାୟିତ୍ୱ ଗ୍ରହଣ କରିବା ପରେ ସେ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ…

ଭିସୁଟର କୁଳପତି ହେଲେ ବଂଶୀଧର ମାଝୀ

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି । ସେଠାକାର ନୁତନ କୁଳପତି ଭାବରେ ନିଯୁକ୍ତ ହୋଇଛନ୍ତି ପ୍ରଫେସର୍ ବଂଶୀଧର ମାଝୀ । ଶ୍ରୀ ମାଝୀଙ୍କୁ…