Browsing Category

Breaking News

ପାର୍ବଣ ଋତୁ ପାଇଁ ଆସିବ ନୂତନ ଗାଇଡଲାଇନ୍, ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ନିୟମ ମାନିବା ଜରୁରୀ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଋତୁ ପାଇଁ ନୂତନ ଗାଇଡଲାଇନ୍ ଆସିବ । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ମହାମାରୀ ଜାରି ରହିଥିବାରୁ…

ପୁଅ-ଝିଅଙ୍କ ତଣ୍ଟି କାଟିବା ପରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଦମ୍ପତି

ଭୋପାଳ: ଆର୍ଥିକ ସଙ୍କଟ ପୂରା ପରିବାରର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପୁଅ ଓ ଝିଅଙ୍କ ତଣ୍ଟି କାଟି ମାରିବା ପରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବାପା ମାଆ । ଏହିଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଭୋପାଳର…

ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପାଣିବାଗ ବିଭାଗ ପକ୍ଷରୁ ଏନେଇ ସତର୍କ କରାଯାଇଛି । ଗତ ଦୁଇରୁ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ…

ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚିସୂତାରେ ସିଲେଇଦେଲା ସ୍ୱାମୀ, ଅବୈଧ ସମ୍ପର୍କକୁ ନେଇ ଥିଲା ସନ୍ଦେହ

ନୂଆଦିଲ୍ଲୀ: ଜଣେ ୫୭ ବର୍ଷିୟ ବ୍ୟକ୍ତି ନିଜ ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚି ସୂତାରେ ସିଲେଇ ଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ମଧ୍ୟପ୍ରଦେଶର ସଙ୍ଗରୌଲୀ ଜିଲ୍ଲାରୁ । ପୋଲିସ୍ ଅଭିଯୁକ୍ତ…

ରାଇରଙ୍ଗପୁରର ପୂର୍ବତନ ବିଧାୟକଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା

ରାଇରଙ୍ଗପୁର(ଓଡ଼ିଶା ଭାସ୍କର): କରୋନା ସମୟରେ ରାଜ୍ୟରେ ଲୁଟ୍ ଚୋରି ଆଦି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଇରଙ୍ଗପୁରର ପୂର୍ବତନ ବିଧାୟକ ମଧ୍ୟ ଲୁଟର ଶିକାର ହୋଇଛନ୍ତି । ପୂର୍ବତନ ବିଧାୟକ ସାଇବା…

ସେପ୍ଟେମ୍ବର ପାଇଁ ଆସିଲା କେନ୍ଦ୍ରର ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଗତ କିଛି ଦିନ ହେବ ପୁଣି ସଂକ୍ରମଣ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ସେପ୍ଟେମ୍ବର ୩୦ ତାରିଖ ଯାଏଁ କରୋନା କଟକଣାକୁ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଏନେଇ…

ସିଙ୍ଗଡ଼ା ଖାଇବା ଚକ୍କରରେ ଟ୍ରାକରେ ଖସିପଡ଼ିଲେ, ଉପର ଚଢ଼ିଗଲା ଟ୍ରେନ୍; ତାପରେ ଯାହା ଘଟିଲା…

ବକ୍ସର: ଟ୍ରେନ୍ ରେ ଯାଉଥିବା ବେଳେ ହଠାତ୍ ଜଣେ ବ୍ୟକ୍ତିଙ୍କ ସିଙ୍ଗଡ଼ା ଖାଇବାକୁ ଇଛା ହେଲା । ଷ୍ଟେସନରେ ଯେତେବେଳେ ଟେନ୍ ଟି ଅଟକିଥିଲା । ସେ ଟ୍ରେନ୍ ରୁ ଓହ୍ଲାଇ ସିଙ୍ଗଡ଼ା ଖାଇବାକୁ ବାହାରକୁ ଯାଈଥିଲା । କିନ୍ତୁ…

ମହୀଶୁର୍ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା, ୫ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ମହିଶୁରରେ ଛାତ୍ରୀଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପୋଲିସ୍ କୁ ବଡ଼ ସଫଳତା । ଏହି ମାମଲାର ତଦନ୍ତ କରୁଥିବା ପୋଲିସ୍ ହାତରେ ଆଜି ୫ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି । ସେମାନଙ୍କୁ ଗିରଫ…

ଇ-ଯାନ ଉପରେ ରିହାତି ଘୋଷଣା କଲେ ରାଜ୍ୟ ସରକାର, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଦ୍ୟୁତ୍ ଚାଳିକ ଯାନକୁ କିଣିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଏଣିକି ବ୍ୟାଟେରୀ ଗାଡ଼ି…

KBC ୧୩ର ପ୍ରଥମ କୋଟିପତି ହିମାନୀ ଏହି ଜିନିଷରେ ଖର୍ଚ୍ଚ କରିବେ ଜିତିଥିବା ଧନରାଶି

ନୂଆଦିଲ୍ଲୀ: କୌନ୍ ବନେଗା କରୋଡପତିର ୧୩ ତମ ସିଜନ୍ ଆରମ୍ଭ ହେବାପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ତେବେ ଆରମ୍ଭ ନହେଉଣୁ ଏହି ସଜନ୍ ର ପ୍ରଥମ କୋଟିପତି ବନିଛନ୍ତି ହିମାନୀ ବୁନ୍ଦେଲା । ଦିବ୍ୟାଙ୍ଗ ହୋଇ ମଧ୍ୟ ସେ…