Browsing Category
Breaking News
ବୈଜ୍ଞାନିକଙ୍କ ଦାବି; ବୁଢ଼ା ହୋଇଯିବେ ଯବାନ, ୫୫ ବର୍ଷୀୟ ଲାଗିବେ ୨୫ ପରି
ସାଧାରଣତଃ ବୟସ ବଢିବା ସହିତ ମଣିଷର ତ୍ୱଚା କୋଷ ଗୁଡ଼ିକ ସଙ୍କୁଚିତ ହୋଇଯାଏ । ଯବାନ ବୟସ ପରି ପ୍ରାପ୍ତ ବୟସରେ ସୁନ୍ଦରତା ମଧ୍ୟ ରହି ନଥାଏ । କିନ୍ତୁ ଏହା କଣ ସମ୍ଭବ କି,ଯେ ଏହି ଦୁର୍ବଳ ଚର୍ମକୁ ପୁଣି ଥରେ ଯବାନ ବୟସ…
BSNLର ଦମଦାର ପ୍ଲାନ: ୧୧୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ ୨ ଜିବି ଡାଟା ଏବଂ ମାଗଣା କଲ୍, ଭୁଲି ଯିବ Jio-Airtel
ପ୍ରାଇଭେଟ ଟେଲିକମ କମ୍ପାନୀମାନେ ସେମାନଙ୍କର ସବୁ ପ୍ରିପ୍ରେଡ ପ୍ଲାନ ମହଙ୍ଗା କରିଛନ୍ତି । କିନ୍ତୁ ଏବେବି ସରକାରୀ ଟେଲିକମ୍ କମ୍ପାନୀ BSNLଏବେବି ପୁରୁଣା ଦାମରେ ଭଲ ବେନିଫିଟ୍ସ ପ୍ଲାନ ଦେଉଛି । BSNL ପାଖରେ ଏମିତି…
ଶରଦ ପୱାରଙ୍କ ଘରେ ଆଗରେ ବିକ୍ଷୋଭ, ଝିଅ ସୁପ୍ରିୟା ସୁଲେଙ୍କୁ ଘେରିଲେ ଆନ୍ଦୋଳନକାରୀ
ଶୁକ୍ରବାର ମହାରାଷ୍ଟ୍ର ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ(ଏମଏସଆରଟିସି)ର ୧୦୦ ରୁ ଅଧିକ କର୍ମଚାରୀ ଏନସିପି ନେତା ଶରଦ ପୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେଙ୍କୁ ତାଙ୍କ ଘର ବାହାରେ ଘେରିଥିଲେ । କୁହାଯାଉଛି…
ଗର୍ଭବତୀ ହେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା: ସ୍ୱାମୀଙ୍କୁ ପାରୋଲରେ ଛାଡ଼ିବାକୁ ମାଗିଲେ ଅନୁମତି
ଗର୍ଭବତୀ ହେବା ପାଇଁ କୋର୍ଟରେ ଆବେଦନ କଲେ ମହିଳା । ଗର୍ଭଧାରଣ ପାଇଁ ଜେଲରେ ସଜା କାଟୁଥିବା ସ୍ୱାମୀଙ୍କୁ ଛାଡ଼ିବା ପାଇଁ ସ୍ତ୍ରୀ କଲେ ଅନୁରୋଧ । ଜୋଧପୁର-ସେଣ୍ଟ୍ରାଲ ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କ ପତ୍ନୀ…
SFDR ବୁଷ୍ଟରର ସଫଳ ପରୀକ୍ଷଣ: ମିସାଇଲକୁ ଦେବ ସୁପରସୋନିକ୍ ସ୍ପିଡ୍
ସଲିଡ ଫୁଏଲ ଡକଟେଡ ରାମଜେଟ (SFDR) ବୁଷ୍ଟର ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି । ଶୁକ୍ରବାର ସକାଳ ୧୦:୩୦ ସମୟରେ ଚାନ୍ଦିପୁର ଆଇଟିଆରରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି ବୁଷ୍ଟର ଦ୍ୱାରା ଆକାଶରୁ ଆକାଶକୁ ନିକ୍ଷେପ…
ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇ ଦେବେ ଦିଲ୍ଲୀ ସରକାର
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଗତମାସରେ ଉପସ୍ଥାପିତ ହୋଇଥିବା ଦିଲ୍ଲୀ ବଜେଟ ଏବଂ ଆଗାମୀ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇବା ପାଇଁ ଯୋଜନାର ସମୀକ୍ଷା ବୈଠକ କରିଛନ୍ତି । ଗତ ମାସରେ ଦିଲ୍ଲୀର ଆମ୍…
ହାଫିଜ୍ ଶୟିଦକୁ ୩୧ ବର୍ଷ ଜେଲ ଦଣ୍ଡ: ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ ଶୁଣାଇଲେ ସଜା
କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ । ପାକିସ୍ତାନର ଆତଙ୍କବାଦୀ ନିରୋଧୀ କୋର୍ଟ ଶୁକ୍ରବାର ହାଫିଜ୍ ଶୟିଦକୁ ଦଣ୍ଡ ଶୁଣାଇଛନ୍ତି । କୋର୍ଟ…
Adani ଗ୍ରୁପରେ ୨ ବିଲିୟନ ଡଲାର ନିବେଶ କରିବ ଆବୁଧାବୀ ସ୍ଥିତ କମ୍ପାନୀ: ବଢ଼ିବ ଗୌତମ ଆଦାନୀଙ୍କ ସମ୍ପତ୍ତି
ବଢିଚାଲିଛି ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି । ଆବୁଧାବୀ ସ୍ଥିତ ବହୁଦେଶୀୟ କମ୍ପାନୀ ‘ଆନ୍ତର୍ଜାତୀୟ ହୋଲଡିଂ କମ୍ପାନୀ’(ଆଇଏଚସି) ଗୌତମ ଆଦାନୀଙ୍କ କମ୍ପାନୀରେ ୨ ବିଲିୟନ ଡଲାର ନିବେଶ କରିବ ବୋଲି ସୂଚନା…
(Video) ଚାଲିଥିଲା ପରୀକ୍ଷା, ଖବର ଆସିଲା ସ୍କୁଲରେ ଖଞ୍ଜା ଯାଇଛି ବୋମା; ଖେଳିଗଲା ଭୟର ବାତାବରଣ
କେବେ ଭାବିଛନ୍ତି କି ପିଲାମାନେ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଥିବେ ଆଉ ଏହି ସମୟରେ ଖବର ଆସିବ ଯେ ସ୍କୁଲରେ ବୋମା ଖଞ୍ଜା ଯାଇଛି । ସେତେବେଳେ କ’ଣ କରିବେ ଆପଣ? ବେଙ୍ଗାଲୁରୁର ଏଭଳି କିଛି ଚାଞ୍ଚଲ୍ୟକର ଖବର ଆସିଛି,…
ଜଣେ ପ୍ରଧାନମନ୍ତ୍ରୀ ପିତାଙ୍କ ପରି ଦେଶର ମଙ୍ଗଳ କାମନା କରେ, ପାକିସ୍ତାନର ଜନତା ଆମ ସହିତ ଅଛନ୍ତି- ଇମ୍ରାନ୍ ଖାନ
ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ସରକାରଙ୍କୁ ଝଟକା ଦେବା ପରେ ଇମ୍ରାନ ଦାବି କରିଛନ୍ତି ଯେ ଦେଶର ଜନତା ତାଙ୍କ ସହିତ ଅଛନ୍ତି । ସେ ଦେଶର ଛବିକୁ ସୁଧାରିଛନ୍ତି । ସେ ଦେଶର ଜନତାଙ୍କ ମଙ୍ଗଳ କରିବା ପାଇଁ ରାଜନୀତିକୁ…