fbpx
Browsing Category

Breaking News

କାଲିଠୁ ୩ ଜିଲ୍ଲାରେ ନୂଆ ଗାଡି ପଞ୍ଜୀକରଣକୁ ସରକାରଙ୍କ ଅନୁମତି, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

ଭୁବନେଶ୍ୱର(ଓଡିଶା ଭାସ୍କର): କାଲିଠାରୁ ୩ ଜିଲ୍ଲାରେ ନୂଆ ଗାଡି ପଞ୍ଜୀକରଣକୁ ଅନୁମତି ଦେଇଛନ୍ତି ସରକାର । ସେହି ୩ ଜିଲ୍ଲା ଯଥା- ସୁନ୍ଦରଗଡ, ନୂଆପଡା ଓ ଗଜପତିରେ ନୂଆ ଗାଡି ପଞ୍ଜୀକରଣ ହୋଇପାରେ । ଏହି ୩ ଜିଲ୍ଲାରେ…

ଭୁବନେଶ୍ୱରରୁ ଆଜି ୮୧୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୮୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

୮ ଜୁନ ଯାଏ ବିହାରରେ ବଢିଲା ଲକଡାଉନ୍‌

ପାଟନା: କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିହାରରେ ପୁଣି ଥରେ ଲକଡାଉନ୍ ଅବଧି ବଢିଛି । ଜୁନ୍ ୮ ତାରିଖ ଯାଏ ରାଜ୍ୟରେ ବଢିଛି ଲକଡାଉନ୍ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଟ୍ୱିଟ୍ ମାଧ୍ୟମରେ ଏହାର…

କଣ ଆପଣ ଶୀଘ୍ର ଓଜନ କମାଇବାକୁ ଚାହୁଛନ୍ତି, ତାହେଲେ ପିଅନ୍ତୁ ପତ୍ରକୋବି ସୁପ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଯଦି ଆପଣ ଦ୍ରୁତ ଗତିରେ ବଢ଼ୁଥିବା ଓଜନକୁ ନେଇ ଚିନ୍ତାରେ ଅଛନ୍ତି । ତାହେଲେ ଚିନ୍ତାକୁ ଦୂର କରିଦିଅନ୍ତି । କାରଣ ଏକ ଏଭଳି ଟେଷ୍ଟି ତରିକା ରହିଛି ଯାହା ଦ୍ୱାରା ଓଜନ ଖୁବ୍ ଶୀଘ୍ର କମିଯିବ ଏବଂ…

ଖୁସି ଖବର: ଓଡ଼ିଶାରୁ ଆଜି ୧୦ ହଜାର ୪୦୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଭୁଶୁଡିଲା ନିର୍ମାଣଧୀନ ବ୍ରିଜ

ଯାଜପୁର: ଜାତୀୟ ରାଜପଥରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ । ପାଣିକୋଇଲି ନିକଟ ବ୍ରଜରାଜନଗରରେ ଚାଲିଥିଲା ବ୍ରିଜ୍ ନିର୍ମାଣ ତେବେ ବ୍ରିଜ ଭୁଶୁଡିବା ବେଳେ କାମ ବନ୍ଦ ଥିବାରୁ ମୃତାହତର ସୂଚନା ନାହିଁ । ଆପ୍ରୋଚ ରୋଡରେ…

ଭିମସାରରେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କର ମୃତ୍ୟୁ

ସମ୍ବଲପୁର (ଓଡ଼ିଶା ଭାସ୍କର): ରାଜ୍ୟରେ ବ୍ଲାକ୍ ଫଙ୍ଗସର ୨୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଗତକାଲି ସୂଚନା ଦେଇଥିଲେ ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ଧୀରେ ଧୀରେ ବ୍ଲାକ୍ ଫଙ୍ଗସ୍ ଓଡିଶାରେ ବ୍ୟାପିବାରେ ଲାଗିଥିବା…

ସାମନାକୁ ଆସିଲା ପଳାତକ ମେହୁଲ ଚୋକସୀର ଗର୍ଲଫ୍ରେଣ୍ଡଙ୍କ ହଟ୍ ଫଟୋ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀ ନିଜ ଗର୍ଲଫ୍ରେଣ୍ଡ ଚକ୍କରରେ ଡୋମିନିକାରେ ଧରାପଡିଥିବା କଥା ଆମେ ସମସ୍ତେ ଜାଣିଛେ । ବର୍ତ୍ତମାନ ତାର ଭାରତକୁ ପ୍ରତ୍ୟାର୍ପଣର ଆଇନଗତ ପ୍ରକ୍ରିୟା ଜାରି ରହିଛି । ଏହା…

କୋଭିସିଲ୍ଡର ଗୋଟିଏ ଡୋଜ୍ ହିଁ ପ୍ରଭାବଶାଳୀ!

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ଟିକାକରଣକୁ ଜୋରଦାର କରାଯାଇଛି । ହେଲେ ଟିକା ଅଭାବରୁ ଅନେକ ଲୋକ ଟିକା ନେବାରୁ ବଞ୍ଚିତ ଅଛନ୍ତି । ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ବର୍ତ୍ତମାନ ସମୟରେ କୋଭିଡରୁ…

ଚୀନରେ ‘ଆମେ ଦୁଇ ଆମର ଦୁଇ’ ଆଇନର ଅନ୍ତ, ଏବେଠାରୁ ତିନିଟି ଛୁଆଁ ଜନ୍ମ କରିବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: 'ଆମେ ଦୁଇ ଆମର ଦୁଇ' ଆଇନର ଅନ୍ତ ଘଟାଇଛନ୍ତି ଚୀନ ସରକାର । ଦେଶରେ ଜନସଂଖ୍ୟାର ଦ୍ରୁତ ହ୍ରାସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ନିକଟରେ ଜାରି ହୋଇଥିବା ଜନସଂଖ୍ୟା ହିସାବ ସମ୍ପର୍କିତ…